Tuesday, February 10, 2026 08:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଲିସ ହେପାଜତରେ ଅଭିଜିତ୍ ଆୟାର

by Our Correspondent
23 Oct, 2018- 04:07 PM
in Latest News, News
1 min read
0
ପୁଲିସ ହେପାଜତରେ ଅଭିଜିତ୍ ଆୟାର
ଭୁୁବନେଶ୍ୱର: କମିଶନରେଟ୍ ପୁଲିସ ହେପାଜତକୁ ଆସିଛନ୍ତି ବୈଜୟନ୍ତ ପଣ୍ଡାଙ୍କ ଦିଲ୍ଲୀ ବନ୍ଧୁ ଅଭିଜିତ୍ ଆୟାର ମିତ୍ର । ଆଜି ଗୃହ କମିଟିରେ ହାଜର ହେବା ପାଇଁ ସେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରଠୁଁ ପୁଲିସ ନିଜ ହେପାଜତକୁ ନେଇଯାଇଛି । ପୁଲିସ ତାଙ୍କୁ ସୁରକ୍ଷା ଦେଇ ଗୃହ କମିଟି ବୈଠକରେ ହାଜର କରାଇଥିଲା ଏବଂ ବୈଠକ ସରିବା ପରେ ନେଇ ଆସିଥିଲା । ଅପରାହ୍ନରେ ତାଙ୍କୁ ସହିଦନଗର ଥାନାରେ ହାଜର କରାଯିବା ପରେ ପୁଲିସ ଏକ ଅଜ୍ଞାନ ସ୍ଥାନକୁ ନେଇ ଜେରା ଆରମ୍ଭ କରିଛି । ଭିନ୍ନ ଭିନ୍ନ ତିନିଟି ମାମଲାରେ ପୁଲିସ ତାଙ୍କୁ ଜେରା କରିବ । ଏହାପରେ ଗିରଫ ଘୋଷଣା ହୋଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
ଓଡ଼ିଶାର ସଂସ୍କୃତି, ଐତିହ୍ୟ ପ୍ରତି କଟୁ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ୍ । ଗତ ସେପ୍ଟେମ୍ବର ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ନିଜ ହେଲିକପ୍ଟରରେ ବସାଇ ପୁରୀ,କୋଣାର୍କ ଓ ଚିଲିକା ବୁଲାଇବା ବେଳେ ଅଭିଜିତ୍ ଏଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ପୁରୀ କୋଣାର୍କ ଥାନାରେ ଗୋଟିଏ ମାମଲା, ଅରଖକୁଦା ସାମୁଦ୍ରିକ ଥାନାରେ ଗୋଟିଏ ମାମଲା ଏବଂ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଜିତ୍ ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାମଲାରେ ବୈଜୟନ୍ତ ପଣ୍ଡାଙ୍କୁ ସହ ଅଭିଯୁକ୍ତ ଦର୍ଶାଯାଇଛି । ତେବେ କୋଣାର୍କ ଥାନା ମାମଲା ଆଧାରରେ ସେଠିକା ପୁଲିସ ଗତ ୨୦ ତାରିଖରେ ଦିଲ୍ଲୀ ଯାଇ ଅଭିଜିତ୍ ଙ୍କୁ ଗିରଫ କରିବା ପରେ ସ୍ଥାନୀୟ ସାକେତ କୋର୍ଟ ତାଙ୍କୁ ୨୮ ତାରିଖ ଯାଏଁ ଅନ୍ତରୀଣ ଜାମିନ୍ ଦେଇଥିଲେ । ୨୮ ତାରିଖ ଦିନ କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଇତିମଧ୍ୟରେ ଅଭିଜିତ୍ ସୁପ୍ରିମକୋର୍ଟ ଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ଜାମିନ୍ କୁ ଅକ୍ଟୋବର ୫ ତାରିଖ ଯାଏଁ ନେଇଆସିଥିଲେ । ୪ ତାରିଖ ଦିନ ପୁଣି ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଥିଲେ । ନିଜର ସୁରକ୍ଷା ଦୃଷ୍ଟିରୁ ସେ ଜାମିନ୍ ପ୍ରାର୍ଥନା କରିଥିଲେ । ମାତ୍ର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ନାକଚ କରି ଜେଲ୍ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ମନ୍ତବ୍ୟ ଦେଇଥିଲେ । ଆଇନ ଦୃଷ୍ଟିରୁ ୫ ତାରିଖରେ ଅଭିଜିତ୍ କୋଣାର୍କ ଥାନାରେ ହାଜର ହେବା କଥା । ମାତ୍ର ହାଜର ହେଲେ ନାହିଁ । ୧୧ ତାରିଖରେ ହାଜର ପାଇଁ ଗୃହ କମିଟି ସମନ୍ କୁ ବି ଖାତିର କଲେନି । ସୁତରାଂ ଆଇନ ଆଖିରେ ଫେରାର ହୋଇଥିଲେ ଅଭିଜିତ୍ । ଅଭିଜିତ୍ ଙ୍କୁ ଗିରଫ କରିବାକୁ ଓଡ଼ିଶା ପୁଲିସ ଚାହୁଁନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା ।
ଆଜି ଗୃହ କମିଟି ବୈଠକରେ ଯୋଗଦେବା ପାଇଁ ଅଭିଜିତ୍ ଭୁବନେଶ୍ୱର ଆସିବା ପରେ ପୁଲିସ ତାଙ୍କୁ ହେପାଜତକୁ ନେଇଥିବାରୁ ତାଙ୍କ ଗିରଫଦାରି ସ୍ପଷ୍ଟ ହୋଇଛି । ତିନି ଜଣ ଆଇଓ ତାଙ୍କୁ ଜେରା ଆରମ୍ଭ କରିଥିବା ସୂଚନା ମିଳିଛି । କୋଣାର୍କ ଥାନା, ଅରଖକୁଦା ଥାନା ଓ ସହିଦନଗର ଥାନାରେ ହୋଇଥିବା ମାମଲାର ଆଇଓ ବା ତଦନ୍ତକାରୀ ଅଫିସର ତାଙ୍କୁ ଜେରା କରୁଥିବା ଜଣାପଡ଼ିଛି ।
Previous Post

ଗୃହ କମିଟି ଜେରାରେ ଅଭିଜିତ୍ ସାଷ୍ଟାଙ୍ଗ୍ , କହିଲେ ମୁଁ ବୁଦ୍ଦୁ

Next Post

ଗିରଫ ହେଲେ ଅଭିଜିତ୍ ଆୟାର

Next Post
ଗିରଫ ହେଲେ ଅଭିଜିତ୍ ଆୟାର

ଗିରଫ ହେଲେ ଅଭିଜିତ୍ ଆୟାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA