Thursday, May 21, 2026 04:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ଧୁଙ୍କୁ ପର କଲେ ବୈଜୟନ୍ତ

by Our Correspondent
26 Sep, 2018- 11:45 PM
in Latest News, News
1 min read
0
ବନ୍ଧୁଙ୍କୁ ପର କଲେ ବୈଜୟନ୍ତ
ଭୁବନେଶ୍ୱର: ୧୦ ଦିନ ଧରି ମୁହଁ ଖୋଲୁନଥିଲେ । ଆଜି ଖୋଲିଲେ । ଅଭିଜିତ୍ ଆୟାର ମିତ୍ର ତାଙ୍କ ବନ୍ଧୁ ନୁହଁନ୍ତି ବୋଲି ବୈଜୟନ୍ତ ପଣ୍ଡା ଦାବି କରିଛନ୍ତି । ସାଲେପୁରରେ ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ତାଙ୍କର ଏହି ବହୁ ଚର୍ଚ୍ଚିତ ବନ୍ଧୁ ଅଭିଜିତ୍ ଙ୍କୁ ପର କରିଦେଇଛନ୍ତି । କହିଛନ୍ତି, ଅଭିଜିତ୍ ସହ ତାଙ୍କର ଆଗରୁ ମାତ୍ର ଦୁଇଥର ଭେଟ ହୋଇଛି । କିଛି ବର୍ଷ ହେଲା ବାହାର ସାମ୍ବାଦିକଙ୍କୁ ସେ ତାଙ୍କ ହେଲିକପ୍ଟରରେ ଓଡ଼ିଶା ବୁଲାଇ ରାଜ୍ୟର କଳା ଓ ସୌନ୍ଦର୍ଯ୍ୟ ଦେଖାଇ ଥାଆନ୍ତି । ଏହିକ୍ରମରେ ସେ ଅଭିଜିତ୍ ଙ୍କୁ ବୁଲାଇ ଆଣିଥିଲେ । ଅଭିଜିତ୍ ର ବିବାଦୀୟ ମନ୍ତବ୍ୟ ସହ ତାଙ୍କର ସମ୍ପର୍କ ନାହିଁ ବୋଲି ବୈଜୟନ୍ତ କହିବା ସହ କୋଣାର୍କ ମନ୍ଦିର ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ।
ବୈଜୟନ୍ତ ଏହି କଥାଟି ପ୍ରଥମରୁ କହି ନ ଥିଲେ, ଆଜି କହୁଛନ୍ତି । ଏବେ ଯାହା କହୁଛନ୍ତି ତାହା କେତେ ସତ ବୋଲି ପ୍ରଶ୍ନ ଉଠିଛି । ସୋସିଆଲ୍ ମିଡ଼ିଆରେ ଅଭିଜିତ୍ ଙ୍କ ସହ ବୈଜୟନ୍ତଙ୍କର ବନ୍ଧୁତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ୨୦୧୭ ମସିହାରେ ଅଭିଜିତ୍ ଓଡ଼ିଶା ସମ୍ବନ୍ଧରେ ବହୁ ଅରୁଚିକର ମନ୍ତବ୍ୟ ଦେଇଥିଲେ ଯାହାକୁ ବୈଜୟନ୍ତ ସାବାସି ଦେଇଛନ୍ତି । ବର୍ଷତମାମ ଓଡ଼ିଶା ସମ୍ପର୍କିତ ତାଙ୍କର ଅଧିକାଂଶ ଟୁଇଟ୍ କୁ ବୈଜୟନ୍ତ ରିଟୁଇଟ୍ କରିଛନ୍ତି । ଏବେ ଚିଲିକା, ପୁରୀ ଓ କୋଣାର୍କ ଉପରେ ହେଲିକପ୍ଟର ଉଡ଼ାଣ ମାମଲାରେ ଫସିବା ଏବଂ ଅଭିଜିତ୍ ର ଓଡ଼ିଶା ପ୍ରତି ଅରୁଚିକର ମନ୍ତବ୍ୟ ପରଠୁ ତାଙ୍କୁ ସୁରକ୍ଷା ଦେବାକୁ ବୈଜୟନ୍ତ ଓ ତାଙ୍କ ଟିଭି ଅଣ୍ଟା ଭିଡ଼ିଥିବା କାହାରିକୁ ଅଛପା ନାହିଁ । କୋଣାର୍କ ମନ୍ଦିର ପ୍ରତି ଅଭିଜିତ୍ ମଜ୍ଜାରେ ଟିପ୍ପଣୀ ଦେଇଥିବା ଏହି ବୈଜୟନ୍ତ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିସାରିଛନ୍ତି । ଓଡ଼ିଶାର ବିଧାୟକମାନଙ୍କୁ ସେ ବୁଦ୍ଦୁ କହିବା ପରେ ବି ବୈଜୟନ୍ତଙ୍କର କିଛି ପ୍ରତିକ୍ରି୍ରୟା ହୋଇନି ।
୧୦ ଦିନ ପରେ ଏବେ ବୈଜୟନ୍ତ ପ୍ରତିକ୍ରିୟା ଦେଉଛନ୍ତି ଅଭିଜତ୍ ତାଙ୍କର ବନ୍ଧୁ ନୁହଁନ୍ତି । ଆଗକୁ ମାମଲା ଜଟିଳ ହେବାର ଆଶଙ୍କାରେ ବୈଜୟନ୍ତ ତାଙ୍କୁ ପର କରିଥିବା ଚର୍ଚ୍ଚା ହେଉଛି ।
Previous Post

ଗାଲୁ ପେଲୁଛନ୍ତି ମହାରଥୀ !

Next Post

ଅଭିଜିତ୍ ଙ୍କ ଅନ୍ତରୀଣ ଜାମିନ୍ ଅକ୍ଟୋବର ୫ ଯାଏଁ ବୃଦ୍ଧି

Next Post
ଅଭିଜିତ୍ ଙ୍କ ଅନ୍ତରୀଣ ଜାମିନ୍ ଅକ୍ଟୋବର ୫ ଯାଏଁ ବୃଦ୍ଧି

ଅଭିଜିତ୍ ଙ୍କ ଅନ୍ତରୀଣ ଜାମିନ୍ ଅକ୍ଟୋବର ୫ ଯାଏଁ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA