Saturday, July 18, 2026 02:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାପା ଜାଗାରେ ପୁଅ: ଓସିଏରେ ରହିଲା ଆଶିର୍ବାଦ ରାଜ୍

by Our Correspondent
27 Sep, 2019- 07:28 PM
in Latest News, News
1 min read
0
ବାପା ଜାଗାରେ ପୁଅ: ଓସିଏରେ ରହିଲା ଆଶିର୍ବାଦ ରାଜ୍
କଟକ: ବାପାଙ୍କ ଜାଗାରେ ପୁଅ । ପୁଣି ଆଶିର୍ବାଦ ବେହେରାଙ୍କ କବଜାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) । ଆଜି ଅନୁଷ୍ଠିତ ଓସିଏ ନିର୍ବାଚନରେ ଆଶିର୍ବାଦଙ୍କ ପୁଅ ସଞ୍ଜୟ ବେହେରା ସମ୍ପାଦକ ନିର୍ବାଚିତ ହୋଇ ଓସିଏ ମଙ୍ଗ ଧରିଛନ୍ତି । ମୋଟ ୭୦ ଭୋଟ ମଧ୍ୟରୁ ସଞ୍ଜୟ ୪୫ ଭୋଟ ପାଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ନବରଂଜନ ପଟ୍ଟନାୟକଙ୍କ ସପକ୍ଷରେ ପଡ଼ିଛି ୨୫ ଖଣ୍ଡ ଭୋଟ । ସେହିଭଳି ୩୮ ଖଣ୍ଡ ଭୋଟ ପାଇ ପଙ୍କଜ ଲୋଚନ ମହାନ୍ତି ସଭାପତି ନିର୍ବାଚିତ ହୋଇଛନ୍ତି । ଅକ୍ଷୟ କୁମାର ସାମନ୍ତ ଉପସଭାପତି, ମେହେତାବ ଖାନ୍ ଯୁଗ୍ମ ସମ୍ପାଦକ ଏବଂ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ସମସ୍ତ ପ୍ରତିନିଧି ଆଶିର୍ବାଦଙ୍କ ସମର୍ଥକ ବୋଲି ପୁଅ ସଞ୍ଜୟ ଦାବି କରିଛନ୍ତି ।
ଓସିଏ ନିର୍ବାଚନ ଫଳାଫଳକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିଲା । ସମ୍ପାଦକ ପଦରେ ଆଶିର୍ବାଦ ବେହେରା ଦୀର୍ଘ ବର୍ଷ ଧରି ଓସିଏକୁ କବଜାରେ ରଖିଥିଲେ । ଓଡ଼ିଶା କ୍ରିକେଟ୍ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ଥିଲେ ବି ବହୁ ବିବାଦରେ ଛନ୍ଦି ହୋଇଥିଲେ । ବିଭିନ୍ନ ସମୟରେ ତାଙ୍କ ନାଁରେ ଅର୍ଥ ତୋଷାରପାତ, ଦୁର୍ନୀତି ଅଭିଯୋଗ ଆସିଥିଲା । ଓଡ଼ିଶା ପ୍ରିମିୟର୍ ଲିଗ୍,୨୦୧୧ର ଅନ୍ୟତମ ପ୍ରାୟୋଜକ ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥା ସହ ତାଙ୍କର ସମ୍ପର୍କ ଶେଷରେ ତାଙ୍କୁ କାଳ ହୋଇଛି । ୨୦୧୪ରେ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଗତ ୧୯ ତାରିଖ ଅର୍ଥାତ୍ ଓସିଏ ନାମାଙ୍କନ ଦାଖଲର ପୂର୍ବଦିନ ଗିରଫ କରିଥିଲା । କୋର୍ଟର ଏନବିଡବ୍ଲୁ ଆଧାରରେ ସେ ଗିରଫ ହୋଇଥିବା କୁହାଯାଉଛି ।
ଜେଲ୍ ଦଣ୍ଡ ଭୋଗୁଥିବା ଆର୍ଶବାଦ ଅସୁସ୍ଥତା କାରଣରୁ ଏବେ କଟକ ବଡ଼ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ମେଡ଼ିକାଲ୍ ବେଡ଼ରୁ ଆଜି ସେ ଓସିଏ ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେଇଥିଲେ ।
Previous Post

‘ମୋ ସରକାର’ ଟ୍ରେଲର୍: ଡାକ୍ତରଖାନାରୁ ବନ୍ଧା ହେଲେ ୩୦ ଦଲାଲ

Next Post

ବିଜେପୁର ପ୍ରାର୍ଥୀ ଘୋଷଣା; ରୀତା ସାହୁଙ୍କୁ ହତାଦର କଲେନି ନବୀନ

Next Post
ବିଜେପୁର ପ୍ରାର୍ଥୀ ଘୋଷଣା; ରୀତା ସାହୁଙ୍କୁ ହତାଦର କଲେନି ନବୀନ

ବିଜେପୁର ପ୍ରାର୍ଥୀ ଘୋଷଣା; ରୀତା ସାହୁଙ୍କୁ ହତାଦର କଲେନି ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA