Sunday, May 24, 2026 09:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ଫାଟ: ଯୁବ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା ଧମକ

by Our Correspondent
19 Nov, 2017- 12:57 PM
in Latest News, Politics
1 min read
0
ବିଜେଡ଼ିରେ ଫାଟ: ଯୁବ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା ଧମକ
ଭୁୁବନେଶ୍ୱର: ୧୮ ତାରିଖରୁ ଆରମ୍ଭ ହୋଇଥିବା ବିଜେଡ଼ିର ଯୁବ-ଛାତ୍ର ସମ୍ପର୍କ ଅଭିଯାନକୁ ନେଇ ଯୁବ ସଂଗଠନରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଯୁବ ସଂଗଠନର ଅଧିକାଂଶ କର୍ମକର୍ତ୍ତାଙ୍କୁ ଏ ସମ୍ପର୍କରେ ଆଦୌ ପଚରାଯାଇନି କି ସେମାନଙ୍କୁ ଏଥିରେ ସାମିଲ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅସନ୍ତୁଷ୍ଟ କର୍ମକର୍ତ୍ତାମାନେ ଆସନ୍ତାକାଲି ସମୁହ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । ଦଳର ସାଧାରଣ କର୍ମୀଭାବେ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ଗତକାଲି କଟକ ସର୍କିଟ୍ ଭବନରେ ଯୁବ ବିଜେଡ଼ିର ପ୍ରାୟ ୮୦ ଜଣ କର୍ମକର୍ତ୍ତା ଏକାଠି ହୋଇଥିଲେ । ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଭଳି ବିଜେଡ଼ିର ଏକ ବିଶାଳ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସଂଗଠନରେ ନିଜକୁ ଉପେକ୍ଷିତ ମନେ କରି ସେମାନେ ସମୂହ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫା ଦେବା ପୂର୍ବରୁ ସେମାନେ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି । ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ ଓ ପ୍ରତାପ ଦେବଙ୍କୁ ଭେଟି ସେମାନେ ନିଜର ଅସନ୍ତୋଷ ଜଣାଇଛନ୍ତି । ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ(ବବି) ଦାସ ଓ ଅରୁଣ ସାହୁଙ୍କୁ ସେମାନେ ଭେଟି ନିଜର ଅସନ୍ତୋଷ ମଧ୍ୟ ଜଣାଇବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରୁ ଗତକାଲିଠାରୁ ଆରମ୍ଭ ହୋଇଛି ବିଜେଡ଼ିର ଯୁବ- ଛାତ୍ର ସମ୍ପର୍କ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର, କୋରାପୁଟ ବରଗଡ଼ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସ୍ଥାନୀୟ ନେତାଙ୍କୁ ଏହି ଅଭିଯାନରେ ଜଡ଼ିତ କରାଯିବ ବୋଲି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଯୁବ ଶାଖା ସଭାପତି ଅମରେଶ ପତ୍ରୀ ଓ ଛାତ୍ର ଶାଖା ସଭାପତି ରାଣାପ୍ରତାପ ପାତ୍ର କହିଥିଲେ । ରାଜ୍ୟ ସରକାରଙ୍କ ସଫଳତା, ଯୁବ-ଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଯୁବ ଓ ଛାତ୍ରଙ୍କୁ ଏହି ଅଭିଯାନ ଜରିଆରେ ଅବଗତ କରାଯିବ ।
Previous Post

ସରକାରଙ୍କ ହୋସ୍ ଉଡାଇଲେଣି ଦାମ

Next Post

କୁଆଡେ ଗଲା ଚନ୍ଦୁ ?

Next Post
କୁଆଡେ ଗଲା ଚନ୍ଦୁ ?

କୁଆଡେ ଗଲା ଚନ୍ଦୁ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA