Friday, May 15, 2026 03:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଆଙ୍କୁ ହରାଇଲେ କ୍ରିଷନ୍ କୁମାର

by Our Correspondent
15 Jun, 2019- 04:47 PM
in Latest News, News
1 min read
0
ମାଆଙ୍କୁ ହରାଇଲେ କ୍ରିଷନ୍ କୁମାର
ଭୁବନେଶ୍ୱର: ପୂର୍ତ୍ତ ଓ ସମବାୟ ବିଭାଗର ସଚିବ ଡ. କ୍ରିଷନ୍ କୁମାରଙ୍କ ମାଆ ରାମମୂର୍ତ୍ତି ଦେବୀ ଗର୍ଗଙ୍କର ପରଲୋକ ହୋଇଯାଇଛି । ଫୁସଫୁସ୍ ସଂକ୍ରମଣ ଏବଂ କିଡନୀଜନିତ ସମସ୍ୟା ଯୋଗୁଁ ୪ ଦିନ ତଳେ ଆପୋଲୋ ହସ୍ପିଟାଲ୍ ର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ଡାଇଲିସିସ୍ ହୋଇଥିଲା । ମାତ୍ର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟେଲେଟର୍ ରେ ରଖାଯାଇଥିଲା । ହୃଦଘାତ ଯୋଗୁଁ ଶୁକ୍ରବାର ରାତି ୧.୪୦ ମିନିଟ୍ ରେ ସେ ଆଖି ବୁଜି ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।
ଶ୍ରୀମତୀ ଗର୍ଗ ଜଣେ ଧର୍ମପରାୟଣା ମହିଳା ଥିଲେ । ଜୀବନବ୍ୟାପୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଥିଲେ ଏକାନ୍ତ ଅନୁଗାମୀ । ଏଥିସହ ଖୁବ୍ ମେଳାପୀ ଏବଂ ପରୋପକାରୀ ଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ଲକ୍ଷ୍ମଣ ଦାସ ଗର୍ଗ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଥିଲେ । ୧୦ ବର୍ଷ ତଳୁ ତାଙ୍କର ଦେହାନ୍ତ ହୋଇଯାଇଛି । ତିନି ପୁଅ ଏବଂ ଚାରି ଝିଅଙ୍କୁ ଛାଡ଼ି ଶେଷରେ ଶ୍ରୀମତୀ ଗର୍ଗ ସଂସାରରୁ ବିଦାୟ ନେଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ସାନପୁଅ ଡ. କ୍ରିଷନ୍ କୁମାରଙ୍କ ପାଖରେ ସେ ରହୁଥିଲେ । ମୃତ୍ୟୁଶଯ୍ୟା ନିକଟରେ କ୍ରିଷନ୍ ଏବଂ ପରିବାରର କେତେକ ସଦସ୍ୟ ଉପସ୍ଥିତ ଥିଲେ ।
ଡ. କୁମାରଙ୍କ ପାଇଁ ତାଙ୍କ ମାଆ ଥିଲେ ସବୁଠାରୁ ପ୍ରିୟ ମଣିଷ । ହସ୍ପିଟାଲ୍ ରେ ଚିକିତ୍ସାଧୀନ ମାଆଙ୍କ ପାଖ ଛାଡୁ ନ ଥିଲେ ସେ । ମାଆଙ୍କ ମୃତ୍ୟୁ ତାଙ୍କ ପାଇଁ ଦାରୁଣ ଆଘାତ ଆଣିଛି । ପରିବାର ସଦସ୍ୟମାନେ ଭୁବନେଶ୍ୱରରେ ପହଞ୍ଚିଲା ପରେ ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରକୁ ଶେଷକୃତ୍ୟ ସମ୍ପନ୍ନ ପାଇଁ ନିଆଯାଇଛି ।
ଶ୍ରୀମତୀ ଗର୍ଗଙ୍କ ଅନ୍ତିମ ଦର୍ଶନ ପାଇଁ ଡ. କୁମାରଙ୍କ ୟୁନିଟ୍-୯ ସ୍ଥିତ ସରକାରୀ ବାସଭବନରେ ବହୁ ମନ୍ତ୍ରୀ, ବିଧାୟକ, ବ୍ୟୁରୋକ୍ରାଟ୍, ବରିଷ୍ଠ ପୁଲିସ ଅଧିକାରୀ, ସାମ୍ବାଦିକ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭିଡ଼ ହୋଇଥିଲା ।
Previous Post

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଫସିଲେ ଅନୁଭବ

Next Post

ନିତି ଆୟୋଗ ବୈଠକରେ ନବୀନ ଉଠାଇଲେ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’

Next Post
ନିତି ଆୟୋଗ ବୈଠକରେ ନବୀନ ଉଠାଇଲେ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’

ନିତି ଆୟୋଗ ବୈଠକରେ ନବୀନ ଉଠାଇଲେ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA