Thursday, May 21, 2026 10:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସତ: ବିଜେପି ଛାଡ଼ିଲେ ଜଗନ୍ନାଥ

by Our Correspondent
02 Jun, 2020- 07:35 PM
in Latest News, News, Politics
1 min read
0
ସତ: ବିଜେପି ଛାଡ଼ିଲେ ଜଗନ୍ନାଥ
ଭୁବନେଶ୍ୱର: ଦଳୀୟ ନେତୃତ୍ୱ ଉପରେ କ୍ଷୁବ୍ଧ ହୋଇ ଦଳରୁ ଇସ୍ତଫା ଦେଲେ ଭୁବନେଶ୍ୱରର ଟାଣୁଆ ବିଜେପି ସଂଗଠକ ଜଗନ୍ନାଥ ପ୍ରଧାନ । ଦଳ ଛାଡ଼ିବାକୁ ମନସ୍ଥ କରିଛି ବୋଲି ଆଜି ଦ୍ୱିପ୍ରହରେ ନିଜ ଫେସବୁକ୍ ରେ ପୋଷ୍ଟ କରିଥିଲେ । ମାତ୍ର କିଛି ସମୟ ପରେ ତାକୁ ହଟାଇ ଦେଇଥିଲେ । ତେବେ ସଂଧ୍ୟାରେ ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ଭୁବନେଶ୍ୱର ଜିଲ୍ଲା ସଂଗଠନ ସଭାପତି ଚୟନକୁ ନେଇ ଜଗନ୍ନାଥ ଏହି ଚରମ ପଦକ୍ଷେପ ନେଇଛନ୍ତି । ବାବୁ ସିଂଙ୍କୁ ସଭାପତି ମନୋନୀତ କରାଯାଇଥିଲେ ମଧ୍ୟ ତାଙ୍କୁ ପଚରା ଯାଇନାହିଁ । ଦଳରେ ଏତେବର୍ଷ ଧରି କାମ କରୁଥିଲେ ମଧ୍ୟ ତାଙ୍କୁ ନିଜ ଜିଲ୍ଲା ସଂଗଠନରେ ଅଣଦେଖା କରାଯାଇଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବନି ବୋଲି ଗଣମାଧ୍ୟମକୁ କହିଛନ୍ତି ।
ଶ୍ରୀ ପ୍ରଧାନଙ୍କ ଇସ୍ତଫା ଜଣାପଡ଼ିବାର କିଛି ସମୟ ପୂର୍ବରୁ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା । ଭୁବନେଶ୍ୱର ପାଇଁ ବାବୁ ସିଂ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଦେବେନ୍ଦ୍ର ମହାନ୍ତିଙ୍କୁ ସଭାପତି ନିଯୁକ୍ତି ଦିଆଯାଇଛି ।
ବିଜେପିରେ ଲମ୍ବା ରାଜନୈତିକ କ୍ୟାରିୟର୍ କରିଥିବା ଜଗନ୍ନାଥ ପ୍ରଧାନ ଜଣେ ସୁସଂଗଠକ ଥିଲେ । ଭୁବନେଶ୍ୱରରେ ଦଳର ସଂଗଠନକୁ ମଜବୁତ୍ କରିବାରେ ତାଙ୍କର ବଡ଼ ଭୂମିକା ଥିଲା । ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଭୁବନେଶ୍ୱର (ମଧ୍ୟ) ଆସନରୁ ପ୍ରାର୍ଥୀ କରିଥିଲା । ଏଥର ନିର୍ବାଚନରେ ସେ ଶକ୍ତିଶାଳୀ ବିଜେଡ଼ିକୁ କଡ଼ା ଟକ୍କର ଦେବାରେ ସମର୍ଥ ହୋଇଥିଲେ ।
Previous Post

ବିଜେପି ଛାଡ଼ିବେ ଜଗନ୍ନାଥ ପ୍ରଧାନ !

Next Post

ପ୍ରଧାନଙ୍କ ଅଭିମାନ ଭାଙ୍ଗିଲେ ପ୍ରଧାନ

Next Post
ପ୍ରଧାନଙ୍କ ଅଭିମାନ ଭାଙ୍ଗିଲେ ପ୍ରଧାନ

ପ୍ରଧାନଙ୍କ ଅଭିମାନ ଭାଙ୍ଗିଲେ ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA