Monday, May 25, 2026 06:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରଙ୍କ ଏ କି ନ୍ୟାୟ ?

by Our Correspondent
18 Apr, 2020- 07:01 PM
in Guest Column, Latest News, News
1 min read
0
ସରକାରଙ୍କ ଏ କି ନ୍ୟାୟ ?
ଗୋପାଳ ସାହୁ
ଉପରୋକ୍ତ ବେଶପୋଷାକ ଅଳଙ୍କାର ପରିହିତ ଲୋକମାନେ ପାଞ୍ଚ ହଜାର ଟଙ୍କା କରୋନା ସହାୟତା ପାଇବେ । ଲକ୍ ଡାଉନ୍ କାରଣରୁ ପୁରୀ ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତମାନେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁ ନ ଥିବାରୁ ସେମାନଙ୍କର ବେଉଷା ହୋଇପାରୁନି । ତେଣୁ କ୍ଷତି ଭରଣା କରାଯାଇଛି ।
କିନ୍ତୁ ଝିଣ୍ଟିକା ମାରି ବଣୀ ଚଢ଼େଇ ପାଳିବା ନ୍ୟାୟରେ ଜଣଙ୍କୁ ମାରିବା ଆଉ ଜଣଙ୍କୁ ପାଳିବା ଅତ୍ୟନ୍ତ ଦୁଃଖ ଦାୟକ। କହି ଜାଣିବା ଲୋକଙ୍କୁ ତୁଷ୍ଟ କରି ସହିଯାଉଥିବା ଲୋକଙ୍କୁ ଅଣଦେଖା କରିବା କେତେଦୁର ଯଥାର୍ଥ? କୌଣସି ଗଣତାନ୍ତ୍ରିକ ଶାସନରେ ପକ୍ଷପାତିତା ଜମାରୁ ଗ୍ରହଣୀୟ ନୁହେଁ।
ସଂସ୍କୃତି ଐତିହ୍ୟ ଓ ମନ୍ଦିର ମାଳିନୀ ରାଜ୍ୟରେ ଆହୁରି ଅନେକ ପୁଜାପାଠ ଧର୍ମାନୁଷ୍ଠାନ ଅଛି। ସେଠି ମଧ୍ୟ ଶ୍ରଦ୍ଧାଳୁଙ୍କର ପୁଜା ପ୍ରାର୍ଥନା କରିବା ପାଇଁ ପଣ୍ଡିତ ପୁରୋହିତ ଅଛନ୍ତି। ସେମାନଙ୍କର ମଧ୍ୟ ପେଟ ପାଟଣା ପିଲା ପରିବାର ଅଛନ୍ତି। ତାଲାବନ୍ଦରେ କ’ଣ ସେମାନେ କ୍ଷତିଗ୍ରସ୍ତ ହେଉନାହାଁନ୍ତି କି? ସେମାନେ ବି ତ ମଣିଷ ଆଉ ଏ ରାଜ୍ୟର ପ୍ରଜା। ସେମାନେ କ’ଣ ପବନ ଆହାର କରି ବଞ୍ଚିବେ?
କୄଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ତାଲା ବନ୍ଦ ଯୋଗୁଁ ଚାଷୀକୁଳ ହତାସ। ପରିବାପତ୍ର ପରିବହନ ହୋଇପାରୁନାହିଁ। କରଜ କରି ସାର ବିହନ ଆଣି, ଦିନରାତି ହାଡ଼ଭଙ୍ଗା ପରିଶ୍ରମ ଏବଂ ତୁଣ୍ଡ ଝାଳ ମୁଣ୍ଡରେ ମାରି କ୍ଷେତରେ ଫଳେଇଥିବା ସୁନାର ଫସଲ ଆଜି ତୋଳିବାକୁ ମଧ୍ୟ ସାହସ ଜୁଟୁନି। ବିଲରେ ସଢ଼ୁଛି କୁଇଣ୍ଟାଲ୍ କୁଇଣ୍ଟାଲ୍ ପନିପରିବା। ଅଭାବୀ ବିକ୍ରିର ଶିକାର ପରିବା ଚାଷୀ। ମାସାଧିକ କାଳ ହେଲାଣି ଧାନ ଅମଳ କରି ଧାନଚାଷୀମାନେ ଏଣେ ଧାନମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ଧରି ବିକଳରେ ବାରଦୁଆର ବୁଲୁଛନ୍ତି।
ଖାଲି ଚାଷୀ ନୁହଁନ୍ତି ଦିନ ମଜୁରିଆ, ଛୋଟ ବେପାରୀ, ଉଠା ଦୋକାନୀ ଆଜି ତାଲାବନ୍ଦରେ ଅଧିକ ପ୍ରଭାବିତ ହୋଇଛନ୍ତି । ନିଜ ପରିବାର ଚଳାଇବା ସେମାନଙ୍କ ସାଧ୍ୟ ବାହାରକୁ ଚାଲିଯାଇଛି । ନିମ୍ନ ମଧ୍ୟବିତ୍ତ ପରିବାର କଥା ନ କହିବା ଭଲ । ନା ସରକାରୀ ପ୍ୟାକେଜ୍ ନା କାହାର ସହାନୁଭୂତିର ସେମାନେ ପାତ୍ର ହେଉଛନ୍ତି । ନିଜର ଇଜ୍ଜତକୁ ଧରି ପେଟ ଭୋକ ପେଟରେ ମାରିବା ଅବସ୍ଥାକୁ ଆସିଗଲେଣି । ସେମାନଙ୍କ ଅଜାଗା ଘା ନା ଦେଖିପାରୁଛନ୍ତି ନା ଦେଖେଇ ପାରୁଛନ୍ତି । ସରକାର ଏମାନଙ୍କ ଦୁଃଖ ବୁଝିବା ବଦଳରେ ଝିଣ୍ଟିକା ମାରି ବଣୀ ପୋଷିବା ନ୍ୟାୟ ଆପଣେଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
Previous Post

ଭୁବନେଶ୍ୱରର ଆଉ ତିନି ସୁସ୍ଥ, ନୂଆ ବାଲେଶ୍ୱରରୁ ଜଣେ ପଜିଟିଭ୍

Next Post

ମୁଖ୍ୟ ଶାସଚ ସଚିବଙ୍କ ସହ ୪ ଜିଲ୍ଲା ବୁଲିଲେ ପାଣ୍ଡିଆନ୍

Next Post
ମୁଖ୍ୟ ଶାସଚ ସଚିବଙ୍କ ସହ ୪ ଜିଲ୍ଲା ବୁଲିଲେ ପାଣ୍ଡିଆନ୍

ମୁଖ୍ୟ ଶାସଚ ସଚିବଙ୍କ ସହ ୪ ଜିଲ୍ଲା ବୁଲିଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA