Monday, May 25, 2026 05:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାମ୍ବାଦିକମାନଙ୍କ ସମସ୍ୟା ବୁଝିଲେ ସରକାର

by Our Correspondent
07 Jun, 2018- 02:31 PM
in Latest News, News
1 min read
0
ସାମ୍ବାଦିକମାନଙ୍କ ସମସ୍ୟା ବୁଝିଲେ ସରକାର
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ୟା ବୁଝିଛନ୍ତି ରାଜ୍ୟ ସରକାର । ନିକଟରେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଥିବା ରାଜ୍ୟ ସରକାର ଆଜି ପୁଣି ଅନେକ ବଡ଼ ଯୋଜନା ଘୋଷଣା କରିଛନ୍ତି । ସବୁଠାରୁ ବଡ଼ ଯୋଜନାଟି ହେଲା କାର୍ଯ୍ୟରତ ସାମ୍ବାଦିକଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କା ସହାୟତା ଦେବେ ।  ସେହିଭଳି …
  • ଦୂରାରୋଗ୍ୟରେ ପୀଡ଼ିତ ସାମ୍ବାଦିକଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସହ ଅଧିକ ଅଧିକ ଅର୍ଥ ଡିଏମଇଟିଙ୍କ ଅନୁମୋଦନକ୍ରମେ ଯୋଗାଇ ଦିଆଯିବ ।
  • ସାମ୍ବାଦିକମାନେ ଘର କିଣିବା ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କଲେ ରାଜ୍ୟ ସରକାର ୩ ପ୍ରତିଶତ ସୁଧ ସହାୟତା ଦେବେ ।
  • ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଗାଡ଼ି କିଣିଲେ ୩ ପ୍ରତିଶତ ସୁଧ ରାଶି ସହାୟତା ଦେବେ ସରକାର ।
  • ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇଚକିଆ ଗାଡ଼ି କ୍ରୟ ଉପରେ ୩ ପ୍ରତିଶତ ସୁଧ ସହାୟତା ମିଳିବ ।
  • ଦୁର୍ଘଟଣା କିମ୍ବା କୌଣସି ରୋଗରେ ସାମ୍ବାଦିକ ଅଚଳ ହୋଇଗଲେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ।
  • ମୃତ ସାମ୍ବାଦିକଙ୍କ ସନ୍ତାନଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପଢ଼ାଖର୍ଚ୍ଚ ମିଳିବ ।
  • ୨୫ ବର୍ଷରୁ ୩୫ ବର୍ଷର ସାମ୍ବାଦିକମାନେ ଟ୍ରେନିଂ ନେବାକୁ ଚାହିଁଲେ ସରକାର ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ ।
ଆଜି ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଅନୁମୋଦନ ଦେବା ପରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମରେ ଘୋଷଣା କରିଥିଲେ । ଜୁନ୍ ୧ ତାରିଖରୁ ଏହିସବୁ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି । ଗତ ସପ୍ତାହରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା’ ଘୋଷଣା କରିଥିଲେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୨୩୩ କାର୍ଯ୍ୟରତ ସାମ୍ବାଦିକଙ୍କୁ ସାମିଲ କରାଯାଇଛି ।
Previous Post

ଚର୍ଚ୍ଚାରେ ରହିବାକୁ ଦାମଙ୍କ ବାଚାଳାମି !

Next Post

ଧର୍ମେନ୍ଦ୍ରଙ୍କ ଜର୍ଣ୍ଣାଲିଷ୍ଟସ୍ ମିଟ୍

Next Post
ଧର୍ମେନ୍ଦ୍ରଙ୍କ ଜର୍ଣ୍ଣାଲିଷ୍ଟସ୍ ମିଟ୍

ଧର୍ମେନ୍ଦ୍ରଙ୍କ ଜର୍ଣ୍ଣାଲିଷ୍ଟସ୍ ମିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA