Sunday, July 26, 2026 10:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସରଙ୍କ ଫୁ

by Our Correspondent
23 Jun, 2017- 07:28 PM
in Latest News
1
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସରଙ୍କ ଫୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ ଥିଲା ଡାକ୍ତର ନିଯୁକ୍ତି ପାଇଁ ମାନୁଆଲ୍ କାଉନସେଲିଂ ବନ୍ଦ କରିବାକୁ । ହେଲେ ଅଫିସରଙ୍କ ଜିଦ୍ ଭୁବନେଶ୍ୱରକୁ ଡାକି ସେମାନଙ୍କୁ କାଉନସେଲିଂ କରାଯିବ । ଆଉ ସେୟା ହିଁ ହେଲା । ଓପିଏସସି ଦ୍ୱାରା ମନୋନୀତ ୫୭୫ ଡାକ୍ତରଙ୍କ କାଉନସେଲିଂ ଆସନ୍ତା ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ଯୁଗ୍ମ ସଚିବଙ୍କ ଦସ୍ତଖତରେ ବିଭାଗ ପକ୍ଷରୁ ଚିଠି ହୋଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର କନଫରେନ୍ସ ହଲରେ ୫ ଦିନ ଧରି ନିଯୁକ୍ତିପ୍ରାପ୍ତ ଡାକ୍ତରଙ୍କୁ ପର୍ଯ୍ୟାୟକ୍ରମେ କାଉନସେଲିଂ କରାଯିବ । କିଏ କେଉଁ ଜାଗାରେ ପୋଷ୍ଟିଂ ହେବେ ସେଠାରେ ନିଷ୍ପତ୍ତି ହେବ ।

ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତାପ ଜେନା ବିଭାଗୀୟ ଅଫିସରଙ୍କ ସହ ଆଲୋଚନା ବେଳେ ରାଜ୍ୟରେ ଖାଲିପଡ଼ିଥିବା ଡାକ୍ତର ପଦବୀ ଓ ଏହାର ପୂରଣ ଉପରେ ବିଚାର ଆଲୋଚନା କରିଥିଲେ । ଡାକ୍ତର ପଦବୀ ପୂରଣର ପ୍ରକ୍ରିୟା ଜାଣିବାକୁ ଚାହିଁଥିଲେ । ଅଫିସରମାନେ ତାଙ୍କୁ ସେମାନଙ୍କ ଯେଝା ବାଟରେ ସେହି ପ୍ରକ୍ରିୟାକୁ ବୁଝାଇଥିଲେ । ଓପିଏସସି ଦ୍ୱାରା ମନୋନୀତି ଡାକ୍ତରଙ୍କୁ କାଉନସେଲିଂ କରାଯାଇ ଖୁବ୍ ଶୀଘ୍ର ନିଯୁକ୍ତି ଦେବାର ଯୋଜନା ରହିଥିବା ମନ୍ତ୍ରୀଙ୍କୁ ଜଣାଇଥିଲେ । ତେବେ ମନ୍ତ୍ରୀ ଏହି ପ୍ରକ୍ରିୟାକୁ ଗ୍ରହଣ କରି ନ ଥିଲେ । ଆଜିକାର ହାଇଟେକ୍ ଅନଲାଇନ୍ ଯୁଗରେ ଦୂରଦୂରାନ୍ତରୁ ଡାକ୍ତରଙ୍କୁ ଭୁବନେଶ୍ୱର ଡାକି କାଉନସେଲିଂ କରିବାର ଆବଶ୍ୟକତା କ’ଣ ବୋଲି ସେ ପ୍ରଶ୍ନ କରିଥିଲେ । ଅଯଥାରେ ସେମାନଙ୍କୁ ଖର୍ଚ୍ଚାନ୍ତ ଓ ହଇରାଣ ନ କରି ଅନଲାଇନରେ ପୋଷ୍ଟିଂ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମାତ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରିବାକୁ ସାହାସ କରିଛନ୍ତି ତାଙ୍କ ଅଫିସର । ଓପିଏସସି ଦ୍ୱାରା ମନୋନୀତ ୫୭୫ ଡାକ୍ତରଙ୍କୁ ଭୁବନେଶ୍ୱର ଡକାଇ କାଉନସେଲିଂ ପାଇଁ ଅଫିସରମାନେ ନିଷ୍ପତ୍ତି ଦେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗତକାଲି(୨୨ ତାରିଖରେ) ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ଯେ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସରମାନେ ବାସିରେ ଖାତିର କରିବାକୁ ଚାହିଁନାହାନ୍ତି । ସବୁଠାରୁ ବଡ଼କଥା ହେଉଛି ଖୋଦ୍ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି ଡାକ୍ତରମାନଙ୍କୁ ଭୁବନେଶ୍ୱର ଡାକି କାଉନସେଲିଂ କରିବା ପଛରେ କ’ଣ ଉଦ୍ଦେଶ୍ୟ ? ଏଥିରେ ହାତ ଚିକ୍କଣର ବାଟ ଥାଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ତଳିଆ ମହଲରେ ଆଲୋଚନା ହେଉଛି ।

Previous Post

ଦଳିତ ଚାଲ୍ : ରାମ ବନାମ ମୀରା

Next Post

ପୁଣି ଭର୍ତ୍ତୃହରି ଟେନସନ୍

Next Post
ପୁଣି ଭର୍ତ୍ତୃହରି ଟେନସନ୍

ପୁଣି ଭର୍ତ୍ତୃହରି ଟେନସନ୍

Comments 1

  1. kshirod paul says:
    9 years ago

    Physical councelling is much better and transparemt. It also rmoves red tapisim and back door posting to willful places

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA