Thursday, May 21, 2026 10:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫୦,୫୧,୫୨,୫୩,୫୪ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

by Our Correspondent
12 Apr, 2020- 06:43 PM
in Latest News, News
1 min read
0
୫୦,୫୧,୫୨,୫୩,୫୪ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି
ଭୁବନେଶ୍ୱର: ଏପ୍ରିଲ୍ ୧୦ ଓ ୧୧ ତାରିଖରେ ଚିହ୍ନଟ ୫୧,୫୨,୫୩ ଏବଂ ୫୪ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ର ସୂଚନା ଦିଆଯାଇଛି ।
୫୦ ନଂ ଆକ୍ରାନ୍ତ ୨୨ ବର୍ଷର ଯୁବକଙ୍କ ଘର ୟୁନିଟ୍-୪ ମଧୁସୂଦନ ନଗରରେ । ମଧୁସୂଦନ ନଗରର ପ୍ରଥମ ଆକ୍ରାନ୍ତ ବ୍ୟକ୍ତି(କେସ୍ ନଂ ୪୧)ଙ୍କର ସଂସ୍ପର୍ଶରେ ରହି ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘର ବୁଲିଛନ୍ତି । ମାର୍ଚ୍ଚ ୧୮ ରୁ ୨୦ ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅର୍ନ୍ତଗତ ବଡ଼ହନ୍ତୁଡ଼ା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ୍ ମଧ୍ୟରେ ସେ ୟୁନିଟ୍-୩, ଷ୍ଟେସନ୍ ସ୍କୋୟାର୍, ସତ୍ୟନଗର ଏବଂ ଝାରପଡ଼ାରେ ଥିବା ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି । ୪୧ ନଂ ଆକ୍ରାନ୍ତଙ୍କ କଣ୍ଟାକ୍ଟ କେସ୍ ଭାବେ ଏପ୍ରିଲ୍ ୧୦ ତାରିଖରେ ତାଙ୍କର ସାମ୍ପଲ୍ ଟେଷ୍ଟ ହୋଇ ପଜିଟିଭ୍ ବାହାରିଥିଲା । ସେହିଦିନ ତାଙ୍କୁ କିମସ୍ କୋଭିଡ୍ ହସ୍ପିଟାଲ୍ କୁ ଅଣାଯାଇଥିଲା ।
୫୧ ନଂ ଆକ୍ରାନ୍ତ ହେଉଛନ୍ତି ସୁନ୍ଦରଗଡ଼ ମାଲେ ବିଶ୍ରାର ୬୭ ବର୍ଷର ବ୍ୟକ୍ତି । ତାଙ୍କର ଦିଲ୍ଲୀ ନିଜାମୁଦ୍ଦିନ୍ ଲିଙ୍କ୍ ଅଛି । ମାର୍ଚ୍ଚ ୫ ରେ ଉକ୍ରଳ ଏକ୍ସପ୍ରେସ୍ ଯୋଗେ ରାଉରକେଲା ଛାଡ଼ିଥିଲେଚ ୬ ରୁ ୧୦ ତାରିଖ ସେ ଦିଲ୍ଲୀ ନିଜାମୁଦ୍ଦିନ୍ ଯାଇଥିଲେ । ମାର୍ଚ୍ଚ ୧୦ ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଯେଗେ ନିଜାମୁଦ୍ଦିନ୍ ରୁ ବିଳାସପୁର ଆସିଥିଲେ । ମାର୍ଚ୍ଚ ୧୧ ରେ ବିଳାସପୁରରୁ ଅନ୍ୟ ଟ୍ରେନ୍ ଯୋଗେ ରାଉରକେଲା ଷ୍ଟେସନ୍ ରେ ପହଞ୍ଚିଥିଲେ । ଷ୍ଟେସନ୍ ରୁ ଏକ ଯାତ୍ରୀବାହୀ ଅଟୋ ଯୋଗେ ବିଶ୍ରା ଆସିଥିଲେ । ମାର୍ଚ୍ଚ ୧୨ ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ସେ ବିଶ୍ରାରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଥିଲେ । ଏପ୍ରିଲ୍ ୨ ରେ ତାଙ୍କୁ ରାଉରକେଲାସ୍ଥିତ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ଅଣାଯାଇ ୧୧ ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା । ୧୧ ତାରିଖରେ ତାଙ୍କର ନମୁନା ପଜିଟିଭ୍ ବାହାରିବା ପରେ ରାଉରକେଲା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
୫୨ ନଂ ଆକ୍ରାନ୍ତ ୧୮ ବର୍ଷର ଯୁବକ ବି ସେହି ସୁନ୍ଦରଗଡ଼ ବିଶ୍ରାର । ମାର୍ଚ୍ଚ ୧୦ ରେ ସେ ନିଜାମୁଦ୍ଦିନ୍ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ମାର୍ଚ୍ଚ ୧୦ ରେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଆସିଥିଲେ । ମାର୍ଚ୍ଚ ୧୧ ତାରିଖରେ ସେ ରାଉରକେଲାରେ ପହଞ୍ଚି ଏକ ଅଟୋ ଧରି ବିଶ୍ରା ଆସିଥିଲେ । ମାର୍ଚ୍ଚ ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ସେ ବିଶ୍ରାର ଆସିୟାନା ମସଜିଦ୍ ରେ ରହିଥିଲେ । ମାର୍ଚ୍ଚ ୧୪ ରୁ ଏପ୍ରିଲ୍ ୫ ପର୍ଯ୍ୟନ୍ତ ସୁନ୍ଦରଗାଁ ବାନର ନିକଟସ୍ଥ ମସଜିଦ୍ ରେ ରହିଥିଲେ । ଏପ୍ରିଲ୍ ୫ ତରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ଅଣାଯାଇଥିଲା । ସେଠାରେ ୧୧ ତାରିଖ ପର୍ଯ୍ୟନ୍ତ ରହିଥିଲେ । ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଚିକିତ୍ସା ପାଇଁ ୧୧ ତାରିଖ ଦିନ ରାଉରକେଲା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।
୫୩ ନଂ ଆକ୍ରାନ୍ତ ୪୬ ବର୍ଷର ବ୍ୟକ୍ତିଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଝାରପଡ଼ାର ୪୨ ନଂ ଆକ୍ରାନ୍ତଙ୍କ ଅତି ନିକଟ ସମ୍ପର୍କୀୟ । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି କହୁଛି, ସେ ସହିଦନଗର ଅନ୍ତର୍ଗତ କେଶୁରା ବଙ୍କୁଆଳରେ ମାର୍ଚ୍ଚ ୨୫ ରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ଥିଲେ । ଏମସ୍ ରେ ଚିକିତ୍ସିତ ସମ୍ପର୍କୀୟ( ୪୨ ନଂ ଆକ୍ରାନ୍ତ) ଙ୍କର ଆଟେଣ୍ଟାଣ୍ଡ ରହି ଏପ୍ରିଲ୍ ୪ ରୁ ୬ ପର୍ଯ୍ୟନ୍ତ ଦେଖାଶୁଣା କରିଥିଲେ । ଏପ୍ରିଲ୍ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ରେ ରହିଲେ । ଏପ୍ରିଲ୍ ୧୧ ରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଲାପରେ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ।
୫୪ ନଂ ଆକ୍ରାନ୍ତ ଜଣେ ୧୭ ବର୍ଷର ଯୁବତୀ । ଘର କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ନଲଦିଆ ଗାଁ । ମାର୍ଚ୍ଚ ୨୯ ରେ ସେ କୋଲକତାରୁ ଏକ ଆମ୍ବୁଲାନସ୍ ରେ ବାଲେଶ୍ୱର ଓ ଭଦ୍ରକ ଦେଇ ଗାଁ କୁ ଆସିଥିଲେ । ଭଦ୍ରକର ୪୩ କିମି ପୂର୍ବରୁ ଏକ ଚା ଦୋକାନରେ ଚା ପିଇଥିଲେ । ମାର୍ଚ୍ଚ ୩୦ ରୁ ଏପ୍ରିଲ୍ ୧୧ ଯାଏଁ ସେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଏପ୍ରିଲ୍ ୧୧ ରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଲା । ଏବେ ସେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସତ ।
Previous Post

ଆଉ ୪ ପିଜିଟିଭ୍; ଅମାନିଆ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍!

Next Post

ବମିଖାଲରୁ ଆଉ ଜଣେ ପଜିଟିଭ୍, କେବଳ ଭୁବନେଶ୍ୱରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨

Next Post
ବମିଖାଲରୁ ଆଉ ଜଣେ ପଜିଟିଭ୍, କେବଳ ଭୁବନେଶ୍ୱରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨

ବମିଖାଲରୁ ଆଉ ଜଣେ ପଜିଟିଭ୍, କେବଳ ଭୁବନେଶ୍ୱରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA