Thursday, April 30, 2026 12:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାଜିତାଙ୍କ ସମର୍ଥକ ବି ମାନିଲେନି କୋଭିଡ୍ ନିୟମ

by Our Correspondent
14 Jul, 2020- 10:52 PM
in Latest News, News
1 min read
0
ଅପରାଜିତାଙ୍କ ସମର୍ଥକ ବି ମାନିଲେନି କୋଭିଡ୍ ନିୟମ
ଭୁବନେଶ୍ୱର: ଉପରୋକ୍ତ ଫଟୋ ଉପରେ ନଜର ପକାନ୍ତୁ । ରାଜଧାନୀ ଉପକଣ୍ଠରେ ଏହି ଯୁବକମାନେ ବୃକ୍ଷରୋପଣ ନାଁରେ ଏକାଠି ହୋଇଛନ୍ତି । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ଭୟଙ୍କର ଅବସ୍ଥାକୁ ଆସିଥିବା ବେଳେ ଏହି ଯୁବକମାନେ ସାମାଜିକ ଦୂରତ୍ୱ ନିୟମ ମାନିନାହାନ୍ତି । କାହା ମୁହଁରେ ମାସ୍କ ଅଛି ତ କାହାରି ନାହିଁ । କୋଭିଡ୍ ନିୟମର ଧଜ୍ଜିଆ ଉଡ଼ାଉଛନ୍ତି ଏମାନେ । ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟ କରିବାକୁ ଯାଇ କରୋନା ଭୂତାଣୁକୁ ଆମନ୍ତ୍ରଣ କରୁଛନ୍ତି ।
ଏମାନେ ହେଉଛନ୍ତି ‘ୟୁଥ୍ ଫର୍ ଆକ୍ସନ୍’ ର ସଦସ୍ୟବୃନ୍ଦ । ଯାହାର ମୁଖିଆ ହେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ନିର୍ଦ୍ଦେଶନା ଓ ସଂଯୋଜନାରେ ୟୁଥ୍ ଫର୍ ଆକ୍ସନ ସଭ୍ୟମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରୁଛନ୍ତି । ଆଜି ୱାର୍ଡ ନଂ ୧୪ ରେ ସଂସ୍ଥା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟରେ ଯାଇଥିବା ୟୁଥ୍ ଫର୍ ଆକ୍ସନ୍ ସଦସ୍ୟମାନଙ୍କ ଅମାନିଆ ମେଳିର ଫଟୋ ସୋସିଆଲ୍ ମିଡ଼ିଆରେ ଘୂରିଲାଣି । କୋଭିଡ୍ ନିୟମ ନଗ୍ନ ଉଲ୍ଲଂଘନର ଏହି ଚିତ୍ର ସଂପୃକ୍ତ ସଦସ୍ୟମାନେ ନିଜର ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି ।

କୋଭିଡ୍ ନିୟମ ବାରମ୍ବାର ଉଲ୍ଲଂଘନ କରୁଥିବା ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏହି ସମର୍ଥକମାନେ ତାଙ୍କୁ ଅନୁସରଣ କରୁଥିବା ସାଧାରଣରେ ଧାରଣା ସୃଷ୍ଟି ହେଲାଣି । କରୋନା ଆଜି ମଣିଷର ଜୀବନକୁ ସଙ୍କଟକୁ ଟାଣି ନେଉଥିବା ବେଳେ ବିପଦକୁ ବରଣ କଲା ଭଳି ଏଭଳି ଅମାନିଆ ଆଚରଣ ଦେଖିବାକୁ ମିଳୁଛି ।
ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ନିବେଦନ କରୁଥିବା ବେଳେ ତାଙ୍କର ଅନୁଗାମୀମାନଙ୍କର ଏଭଳି ଅମାନିଆ ଆଚରଣକୁ ସାଧାରଣରେ ନାପସନ୍ଦ କରାଯାଉଛି ।
Previous Post

ଗୁହାରୀ କରିବ ଯାହାକୁ…

Next Post

ମାଗଣାରେ ପ୍ଲାଜମା ଥେରାପି ଚିକିତ୍ସା

Next Post
ମାଗଣାରେ ପ୍ଲାଜମା ଥେରାପି ଚିକିତ୍ସା

ମାଗଣାରେ ପ୍ଲାଜମା ଥେରାପି ଚିକିତ୍ସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA