Wednesday, April 29, 2026 02:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ

by Our Correspondent
26 Jun, 2019- 06:22 PM
in Latest News, National, News
1 min read
0
ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ
ଇନ୍ଦୋର: ଓଡ଼ିଶାରେ ପାଟଣାଗଡ଼ର ବିଜେଡ଼ି ବିଧାୟକ ସରୋଜ ମେହେର ଜଣେ ଜେଇଙ୍କୁ ସମସ୍ତଙ୍କ ସାମନାରେ ବସଉଠ୍ କରି ଜେଲ୍ ଯାଇଛନ୍ତି । ଆଜି ମଧ୍ୟପ୍ରଦେଶ ଇନ୍ଦୋରର ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟାଙ୍କ ଉତ୍ପାତ କିନ୍ତୁ ସୀମା ଟପିଯାଇଛି । ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ମ୍ୟୁନିସିପାଲ୍ କର୍ପୋରେସନ୍ ର ଜଣେ ଅଧିକାରୀଙ୍କୁ ସମସ୍ତଙ୍କ ସାମନାରେ ଏକ ବ୍ୟାଟ୍ ରେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ଏହି ଯୁବ ବିଧାୟକ ପୁଣି ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟାଙ୍କ ସୁପୁତ୍ର । ବିଧାୟକଙ୍କ ପାଶବିକ ମାଡ଼ର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ଘଟଣାର ୬ ଘଣ୍ଟା ପରେ ବିଧାୟକଙ୍କୁ ପୁଲିସ ଗିରଫ କରିଛି ।
ଇନ୍ଦୋର ସହରର ଗଞ୍ଜି ଅଞ୍ଚଳରେ ବେଆଇନ ଜବରଦଖଲରେ ଥିବା ଏକ ଦଦରା କୋଠାକୁ ବର୍ଷା ପୂର୍ବରୁ ହଟେଇବା ପାଇଁ ଇନ୍ଦୋର ମ୍ୟୁନସିପାଲ୍ କର୍ପୋରେସନ୍ ର ଜବରଦଖଲ ଉଚ୍ଛେଦକାରୀ ଟିମ୍ ଆସିଥିଲେ । ସ୍ଥାନୀୟ ବାସିନ୍ଦାଙ୍କଠାରୁ ଏହି ଖବର ପାଇ ବିଧାୟକ ଆକାଶ ସେଠାକୁ ତୁରନ୍ତ ଆସି ପହଞ୍ଚିଥିଲେ । ହାତରେ ଧରି ଆସିଥିଲେ ଏକ କ୍ରିକେଟ୍ ବ୍ୟାଟ୍ । ଟିମ୍ ର ନେତୃତ୍ୱ ନେଉଥିବା ଅଧିକାରୀଙ୍କୁ ଜବରଦଖଲ କାର୍ଯ୍ୟରୁ ନିବୃତ କରାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ଯୁକ୍ତିତର୍କ କରିବାରୁ ବିଧାୟକ ସେହି ଅଫିସରଙ୍କୁ ସିଧାସଳଖ ବ୍ୟାଟ୍ ରେ ପିଟିବା ଆରମ୍ଭ କରିଥିଲେ । ଅଧିକାରୀଜଣଙ୍କ ପ୍ରାଣ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବିଧାୟକ ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କୁ ବି ବ୍ୟାଟ୍ ରେ ପିଟିଥିଲେ ବିଧାୟକ ।
ଶହ ଶହ ଲୋକ ଏବଂ ଗଣମାଧ୍ୟମର କ୍ୟାମେରା ଆଗରେ ଚାଲିଥିଲା ବିଧାୟକଙ୍କ ଦବଙ୍ଗଗିରି । କ୍ଷମତାର ଅହଂକାର ଏବଂ ବଳରେ କାହାରିକୁ ଡର ନ ଥିଲା କି ମନରେ ସଙ୍କୋଚ ନ ଥିଲା । ଆହୁରି ସାଂଘାତିକ କଥା ହେଉଛି, ଅଫିସରଙ୍କୁ ବ୍ୟାଟ୍ ରେ ପିଟି ସବୁଆଡୁ ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ତାଙ୍କର ଲଜ୍ଜା କି ଅନୁତାପ ନାହିଁ । ଯାହା କରିଛନ୍ତି ଠିକ୍ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି ସେ ଗଣମାଧ୍ୟମ ସାମନାରେ ଦମ୍ଭର ସହ ଘୋଷଣା କରିଛନ୍ତି । ଯୁକ୍ତି କରିଛନ୍ତି, ତାଙ୍କ ଦଳ(ବିଜେପି) ର କାର୍ଯ୍ୟଧାରା ଦନା ଦନ । ଆଗ ଅନୁରୋଧ, ତାପରେ ନିବେଦନ ଏବଂ ଶେଷରେ ମାଡ଼ । ସଂପୃକ୍ତ ବିଲଡିଂ ଉଚ୍ଛେଦ ପାଇଁ ମାଲିକ ଏବଂ କର୍ପୋରେସନ୍ ମଧ୍ୟରେ ବୁଝାମଣା ହୋଇଥିଲେ ମଧ୍ୟ ସେଠାରେ ସ୍ଥାନୀୟ ବାସିନ୍ଦାମାନେ ଆଶ୍ରୟ ନେଇଛନ୍ତି । ତେଣୁ ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଯାହା ଠିକ୍ ତାହା ସେ କରିଛନ୍ତି ବୋଲି ସଫେଇ ଦେଇଛନ୍ତି ।
ଶେଷ ଖବର ଅନୁଯାୟୀ, ମାଡ଼ ଖାଇଥିବା ଅଧିକାରୀଙ୍କ ଏତଲାକ୍ରମେ ଇନେ୍ଦାର ପୁଲିସ ବିଧାୟକଙ୍କୁ ଗିରଫ କରିଛି ।
Previous Post

ପ୍ରଦୀପ୍ତ ନାୟକ କାହାର ଚଏସ୍?

Next Post

ହୃଦୟ ଛୁଇଁଲେ ଆଇପିଏସ୍ ସାରା ଶର୍ମା

Next Post
ହୃଦୟ ଛୁଇଁଲେ ଆଇପିଏସ୍ ସାରା ଶର୍ମା

ହୃଦୟ ଛୁଇଁଲେ ଆଇପିଏସ୍ ସାରା ଶର୍ମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA