Friday, May 1, 2026 01:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଭିଯୁକ୍ତଙ୍କ ପାଇଁ ପଲଟନ, ବିଜେପି-ବିଜେଡ଼ି ଛକାପଂଝା

by Our Correspondent
01 Nov, 2017- 12:06 PM
in Latest News, Politics
1 min read
0
ଅଭିଯୁକ୍ତଙ୍କ ପାଇଁ ପଲଟନ, ବିଜେପି-ବିଜେଡ଼ି ଛକାପଂଝା
ଭୁବନେଶ୍ୱର: ଛତ୍ରପୁର ପୁଲିସରେ ହାଜିରା ଦେବା ପାଇଁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସକାଳେ ଭୁବନେଶ୍ୱର ଛାଡ଼ିଛନ୍ତି । ତେବେ ସେ ଏକା ଯାଇନାହାନ୍ତି । ସାଙ୍ଗରେ ବିଜେପିର ୪୦ ଜଣିଆ ପଲଟନ ଯାଇଛନ୍ତି । ସେଥିରେ ସମୀର ଦେ, ସୁରମା ପାଢ଼ୀଙ୍କ ଭଳି ଦଳର ବରିଷ୍ଠ ନେତୃମଣ୍ଡଳୀ ସାମିଲ ହୋଇଛନ୍ତି । ଗୋଲକଙ୍କ ବଡ଼ିଗାର୍ଡ ଭଳି ସେମାନେ ଆଗପଛ ହୋଇ କ୍ୟୁ କରିଛନ୍ତି । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡର କେସ୍ ର ଅଭିଯୁକ୍ତ ତାଲିକାରେ ନାଁ ଚଢ଼ିଥିବା ଗୋଲକଙ୍କୁ ସେମାନେ ନୈତିକ ସମର୍ଥନ ଦେଉଥିବା ଘୋଷଣା କରିଛନ୍ତି । ଖାଲି ଭୁବନେଶ୍ୱର ନୁହେଁ, ଛତ୍ରପୁରରେ ବି ବିଜେପି କର୍ମୀଙ୍କୁ ମେଳି କରାଯାଇଛି । ଗୋଲକଙ୍କ ସପକ୍ଷରେ ନାରାବାଜି କରିବାକୁ ସେମାନଙ୍କୁ ପ୍ରସ୍ତୁତ ରଖାଯାଇଛି ।
ଗୋଲକଙ୍କୁ ପୁଲିସ ପଚରାଉଚୁରା କରିବ । ୧୬୧ ବୟାନ ରେକର୍ଡ କରିବ । ପୁଲିସକୁ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଗୋଲକ କହିଛନ୍ତି । ତେବେ ପୁଲିସ ଡକରା ପାଇଥିବା ଜଣେ ଅଭିଯୁକ୍ତଙ୍କୁ ନୈତିକ ସମର୍ଥନ ପାଇଁ ବିଜେପିର ସମରସଜ୍ଜା ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ଉପରେ ଚାପ ସୃଷ୍ଟି କରିବା ପାଇଁ ଏହା ଉଦ୍ଦିଷ୍ଟ ନା ଅନ୍ୟ କିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସେପଟେ ଗୋଲକଙ୍କ ଗିରଫ ଦାବିରେ ସକାଳେ ବିଜେଡ଼ି ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଥାନା ଆଗରେ ଧାରଣା ଦିଆଯାଇଛି । ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ନେତୃତ୍ୱରେ ଏକ ବିରାଟ ରାଲି ସହର ପରିକ୍ରମା କରିବା ପରେ ଗୋଲକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଗତକାଲି ବିଜେଡ଼ି ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ଥିଲା ଗୋଲକଙ୍କ ଗିରଫ । ସୁତରାଂ ବିଜେଡ଼ି ମଧ୍ୟ ଲକ୍ଷ୍ମୀ ମର୍ଡର ମାମଲାରୁ ଫାଇଦା ନେବା ପାଇଁ ଉଦ୍ୟମ ଜାରି ରଖିଛି । ପୁଲିସ ଗୋଲକଙ୍କୁ ସମନ୍ ଜାରି କରିବା, ଗୋଲକ ୪୦ ଜଣିଆ ପଲଟନ୍ ଧରି ଭୁବନେଶ୍ୱରରୁ ଛତ୍ରପୁର ଯିବା, ଛତ୍ରପୁରରେ ଗୋଲକଙ୍କ ଗିରଫ ଦାବିରେ ବିଜେଡ଼ି ବିକ୍ଷୋଭ କରିବା ଆଦି ଘଟଣା ଲକ୍ଷ୍ମୀ ମର୍ଡର କେସ୍ ର ରାଜନୀତିକରଣ କରିଦେଇଛି । ବିଜେପି ପଲଟନ୍ ଧରି ଯାଇଥିବାରୁ ସେଠାରେ ବିଜେଡ଼ି କର୍ମୀଙ୍କ ସହ ମୁହାଁମୁହିଁ ଆଶଙ୍କା ସୃଷ୍ଟି ହୋଇଛି ।
Previous Post

ଗୋଲକଙ୍କୁ ହାଜିରା ନୋଟିସ୍, ଗିରଫ ଆଶଙ୍କା !

Next Post

ଆରଥରକୁ ସାମନା ସାମନି !

Next Post
ଆରଥରକୁ ସାମନା ସାମନି !

ଆରଥରକୁ ସାମନା ସାମନି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA