Friday, May 1, 2026 01:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୋଲକଙ୍କୁ ହାଜିରା ନୋଟିସ୍, ଗିରଫ ଆଶଙ୍କା !

by Our Correspondent
31 Oct, 2017- 11:44 PM
in Latest News, Politics
1 min read
0
ଗୋଲକଙ୍କୁ ହାଜିରା ନୋଟିସ୍, ଗିରଫ ଆଶଙ୍କା !
ବ୍ରହ୍ମପୁର: ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ରାତିରେ ଛତ୍ରପୁର ପୁଲିସ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଆସନ୍ତାକାଲି ଥାନାରେ ହାଜର ପାଇଁ ତାଙ୍କୁ କୁହାଯାଇଛି । ଲକ୍ଷ୍ମୀଦତ୍ତ ମର୍ଡର କେସ୍ ର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ଦୁର୍ଯୋଧନଙ୍କ ସହ ସମ୍ପର୍କ ନେଇ ପୁଲିସ ପଚରାଉଚୁରା କରିବ ବୋଲି ସୂଚନା ମିଳିଛି । ଗୋଲକଙ୍କୁ ପୁଲିସର ହାଜିରା ନୋଟିସ୍ ପରେ ବିଜେପି ରାଜନୀତି ଅଧିକ ଚଳଚଂଚଳ ହୋଇଛି । ଗୋଲକଙ୍କ ହାଜିରା ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କ ସମର୍ଥନରେ ବିଶେଷ ଆୟୋଜନ କରାଯାଇଛି ।
ସୂଚନାଯୋଗ୍ୟ, ଲକ୍ଷ୍ମୀ ମର୍ଡର ପରେ କୃଷ୍ଣ ଓ ଦୁର୍ଯୋଧନଙ୍କୁ ଲୁଚାଇ ରଖିବାରେ ଗୋଲକ ସହଯୋଗ କରିଥିବା ଅଭିଯୋଗ ହୋଇଛି । ନିଜେ କୃଷ୍ଣ ଓ ଦୁର୍ଯୋଧନ ଏକ ଭିଡ଼ିଓ ବୟାନରେ ଏକଥା କହିଛନ୍ତି । କଟକରୁ କୋଲକତା ଓ କୋଲକତାରୁ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍ ପଳାଇବା ପଛରେ ଗୋଲକ ଭାଇନାଙ୍କ ସହଯୋଗ ଥିଲା ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ଗୋଲକ ଓ କୃଷ୍ଣଙ୍କ ମଧ୍ୟରେ ଟେଲିଫୋନ୍ କଥାବାର୍ତ୍ତାର ଏକ କଲ୍ ରେକର୍ଡ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ସେଥିରେ ଲକ୍ଷ୍ମୀ ମର୍ଡର ପୂର୍ବଦିନ ସେପ୍ଟେମ୍ବର ୧୫ ତାରିଖରେ ଓ ମର୍ଡର ଦିନ ଓ ପରଦିନ କୃଷ୍ଣ ଏବଂ ଗୋଲକଙ୍କ ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଛି । ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨୨ ମଧ୍ୟରେ ଉଭୟ ମୋବାଇଲ୍ ରେ ୨୬ ଥର କଥା ହୋଇଛନ୍ତି । ଉକ୍ତ କଲ୍ ରେକର୍ଡ ଜାଲ୍ ବୋଲି ଗୋଲକ ଓ ତାଙ୍କ ଦଳ ଅଭିଯୋଗ କରିଛନ୍ତି । ଗଂଜାମ ଏସପି ଆଶିଷ ସିଂଙ୍କୁ ସେମାନେ ସିଧାସଳଖ ଟାର୍ଗେଟ୍ କରିଛନ୍ତି ।
ସେ ନିର୍ଦୋଷ ଏବଂ ପୁଲିସ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଗୋଲକ ପ୍ରେସମିଟ୍ କରି ଦମ୍ଭ ଦେଖାଇଥିଲେ । ତାଙ୍କର ଦଳର ନେତା ଓ ନେତ୍ରୀ ମଧ୍ୟ ଗୋଲକଙ୍କ ପକ୍ଷ ନେଇ ଗଂଜାମ ଏସପିଙ୍କୁ ଟାର୍ଗେଟ୍ କରିଥିଲେ । ଏସପିଙ୍କୁ ବିଜେଡ଼ିର ଏଜେଣ୍ଟ ବୋଲି ଆକ୍ଷେପ କରିଥିଲେ । ତେବେ ଗୋଲକଙ୍କୁ ଆଜି ପୁଲିସର ହାଜିରା ନୋଟିସ୍ ପରେ ସବୁ ବିଗିଡ଼ିଯାଇଛି । ପୁଲିସ ତାଙ୍କୁ ପଚରାଉଚୁରା ପରେ ଗିରଫ କରିବାର ଆଶଙ୍କା ବି ସୃଷ୍ଟି ହୋଇଛି । ଆଇନଜୀବୀଙ୍କ ମତରେ ଗୋଲକଙ୍କ ବିରୋଧରେ ଆସିଥିବା ଅଭିଯୋଗଟି ସଙ୍ଗୀନ । ପୁଲିସ ପ୍ରାଥମିକ ତଥ୍ୟ ପ୍ରମାଣ ପାଇଲେ ତାଙ୍କ ବିରୋଧରେ ଆଇପିସି ଧାରା ୨୧୨, ୨୧୬ ଏବଂ ୧୦୯ ରେ ମକଦ୍ଦମା ରୁଜୁ କରିପାରେ ।
Previous Post

୧୭ ଆଇପିଏସ୍ ଙ୍କ ବଦଳି, ବିଜୟ ଶର୍ମା ଅଗ୍ନିଶମ ଡିଜି

Next Post

ଅଭିଯୁକ୍ତଙ୍କ ପାଇଁ ପଲଟନ, ବିଜେପି-ବିଜେଡ଼ି ଛକାପଂଝା

Next Post
ଅଭିଯୁକ୍ତଙ୍କ ପାଇଁ ପଲଟନ, ବିଜେପି-ବିଜେଡ଼ି ଛକାପଂଝା

ଅଭିଯୁକ୍ତଙ୍କ ପାଇଁ ପଲଟନ, ବିଜେପି-ବିଜେଡ଼ି ଛକାପଂଝା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA