ଚାଷୀଙ୍କୁ ଅସୁବିଧାରେ ନ ପକାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଅଭ୍ୟାସଗତ ଅପରାଧୀଙ୍କ ପ୍ରତି କଠୋର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରିସ୍ଥିତି ବେଳେ ପାରିବାରିକ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟରେ ପାରିବାରିକ ହିଂସା ଏକ ଚିନ୍ତାର ବିଷୟ । ଅଭ୍ୟାସଗତ ଅପରାଧୀମାନଙ୍କୁ ଚିହ୍ନଟ କରି ଫୋନ୍ କଲ୍ ଜରିଆରେ ଅଭିଯୋଗକାରୀମାନଙ୍କୁ ସହାୟତା ଦିଅ ।







