Wednesday, April 29, 2026 07:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଇଏଏସ ଅଦଳବଦଳ: କେବିକେ ଅତିରିକ୍ତ ଦାୟିତ୍ୱରେ ଅସିତ୍ ତ୍ରିପାଠୀ, ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ସମ୍ଭାଳିବେ କ୍ରିଷନ୍ କୁମାର

by Our Correspondent
07 Aug, 2019- 08:51 PM
in Latest News, News
1 min read
0
ଆଇଏଏସ ଅଦଳବଦଳ: କେବିକେ ଅତିରିକ୍ତ ଦାୟିତ୍ୱରେ ଅସିତ୍ ତ୍ରିପାଠୀ, ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ସମ୍ଭାଳିବେ କ୍ରିଷନ୍ କୁମାର
ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ ହୋଇଛି । ତାଲିକାରେ ୧୭ ଜଣଙ୍କର ନାଁ ରହିଛି । ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ସେସୁର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଡ. କ୍ରିଷନ୍ କୁମାରଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ଡ. କୁମାର ସମବାୟ ବିଭାଗ କମିଶନର ତଥା ସଚିବ ଦାୟିତ୍ୱ ସହ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ ।
କାହାର କେଉଁ ବିଭାଗ
୧. ଅସିତ୍ ତ୍ରିପାଠୀ-  କେବିକେ ମୁଖ୍ୟ ପ୍ରଶାସକ(ଅତିରିକ୍ତ ଦାୟିତ୍ୱ)
୨. ସୁଦର୍ଶନ ପାଲ ଠାକୁର- ଡିଜି, ଟ୍ରେନିଂ ଆଣ୍ଡ କୋଅର୍ଡିନେସନ୍, ଗୋପବନ୍ଧୁ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନ୍
୩. ସି.ଜେ.ଭେନୁଗୋପାଳ- ରାଜସ୍ୱ ପର୍ଷଦ ସଭ୍ୟ,କଟକ
୪- ନୀତେନ୍ ଚନ୍ଦ୍ରା- ଓଏସଡ଼ି, ଜିଏ ଆଣ୍ଡ ପିଜି
୫- ଦେଓରଂଜନ କୁମାର ସିଂହ- ପ୍ରମୁଖ ସଚିବ, ବିଜ୍ଞାନ ଓ କାରିଗରୀ କୌଶଳ(ଅତିରିକ୍ତ ଦାୟିତ୍ୱ)
୬- ଶ୍ରୀମତୀ ରଂଜନା ଚୋପ୍ରା- ପ୍ରମୁଖ ସଚିବ, ଏସଟି ଆଣ୍ଡ ଏସସି ଡେଭେଲପମେଣ୍ଟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ
୭- ସୁଶୀଲ କୁମାର ଲୋହାନୀ- ବାଣିଜ୍ୟକର କମିଶନର,କଟକ(ଅତିରିକ୍ତ ଦାୟିତ୍ୱ)
୮- ବୀର ବିକ୍ରମ ଯାଦବ- ସମବାୟ କମିଶନର ଏବଂ ସଚିବ(ଅତିରିକ୍ତ ଦାୟିତ୍ୱ)
୯- ଅରୁଣ ବୋଥ୍ରା- ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର, ସେସୁ
୧୦- ଆର. ରଘୁପ୍ରସାଦ- କମିଶନର କମ୍ ସଚିବ, ମତ୍ସ୍ୟ ଏବଂ ପଶୁସମ୍ପଦ, ଓମଫେଡ଼ ଏମଡ଼ି(ଅତିରିକ୍ତ ଦାୟିତ୍ୱ)
୧୧- ବିଶାଲ ଗଗନ- ସ୍ୱତନ୍ତ୍ର ସଚିବ, ଜଳସମ୍ପଦ ବିଭାଗ
୧୨- ଭାସ୍କର ଜ୍ୟୋତି ଶର୍ମା- କମିଶନର କମ୍ ସଚିବ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ
୧୩- ଡ. କ୍ରିଷନ୍ କୁମାର- କମିଶନର କମ୍ ସଚିବ, ପୂର୍ତ୍ତ ବିଭାଗ
୧୪- ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ- ସ୍ୱତନ୍ତ୍ର ସଚିବ, ଜଳସମ୍ପଦ ବିଭାଗ ଏବଂ ଉଠା ଜଳସେଚନ ନିଗମ ଏମଡ଼ି(ଅତିରିକ୍ତ ଦାୟିତ୍ୱ)
୧୫- ସଚିନ୍ ରାମଚନ୍ଦ୍ର ଯାଦବ- ନିର୍ଦ୍ଦେଶକ, ଏସଟି
୧୬- ମହମ୍ମଦ ସାଦିକ୍ ଆଲାମ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ସିଏମଜିଆଇ
୧୭- ସୁରେନ୍ଦ୍ର କୁମାର ମୀନା- ଡେପୁଟୀ ସେକ୍ରେଟାରୀ, ପୂର୍ତ୍ତ ବିଭାଗ(ଅତିରିକ୍ତ ଦାୟିତ୍ୱ)
Previous Post

ପୁଲିସ ଡିଜି ହେଲେ ବିଜୟ ଶର୍ମା

Next Post

କାଶ୍ମୀରବାସୀଙ୍କୁ ଭରସା ଦେଲେ ମୋଦି

Next Post
କାଶ୍ମୀରବାସୀଙ୍କୁ ଭରସା ଦେଲେ ମୋଦି

କାଶ୍ମୀରବାସୀଙ୍କୁ ଭରସା ଦେଲେ ମୋଦି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA