Thursday, April 30, 2026 01:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଟାକିଂ ହେଲା ବିଜେଡି, ଗାଲୁ ପେଲିଲା ବିଜେପି

by Our Correspondent
15 Sep, 2017- 11:38 PM
in Latest News, Politics
1 min read
0
ଆଟାକିଂ ହେଲା ବିଜେଡି, ଗାଲୁ ପେଲିଲା ବିଜେପି
ଭୁବନେଶ୍ୱର: ଡେରିରେ ହେଲେ ବି ଆଟାକିଂ ମୁଡ୍ ନେଇଛି ବିଜେଡ଼ି । ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ର ଅହେତୁକ ଦରବୃଦ୍ଧିକୁ ନେଇ ଦେଶ ହୁଲସ୍ତୁଲ ହେଉଥିବା ବେଳେ ଦଳ ପ୍ରତିବାଦର ସ୍ୱର ଉଠାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ହେଭିୱେଟ୍ ନେତା ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଏବଂ ପ୍ରମିଳା ମଲ୍ଲିକ ମୋଦି ସରକାରଙ୍କୁ ଆଟାକ୍ କରିଛନ୍ତି । ତୈଳ ଦରବୃଦ୍ଧି ପ୍ରତିବାଦରେ ସେପ୍ଟେମ୍ବର ୧୮ ରୁ ଦଳର ତିନି ଛାମୁଆ ସଂଗଠନ, ଛାତ୍ର, ଯୁବ ଓ ମହିଳା ରାଜରାସ୍ତାକୁ ଓହ୍ଲାଇବ । ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଛାତ୍ର, ଯୁବ ଓ ମହିଳାମାନେ ମିଳିତ ଧାରଣା ଦେବାକୁ ସେମାନେ ଘୋଷଣା କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତାମାନେ ମୋଦି ସରକାରଙ୍କ ସ୍ୱେଚ୍ଛାଚାରିତା ଓ ଖାଉଟିମାରଣ ନୀତିର କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, ତେଲ ଓ ଇନ୍ଧନର ଆଶାତୀତ ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛି । ମୁଦ୍ରାସ୍ଫୀତିଜନିତ ଦରବୃଦ୍ଧିରେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ହୋଇଛି । ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶାରେ ପେଟ୍ରୋଲିୟମ୍ ପଦାର୍ଥ ଉପରେ ରାଜ୍ୟ ସରକାର ଭାଟ୍ ହାର୍ କମ ରହିଥିବା କହି ବିଜେଡ଼ି ନେତାମାନେ କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ତୈଳ ଦର ବୃଦ୍ଧି ଦ୍ୱାରା ତୈଳ କମ୍ପାନୀ ୧୬୦% ଲାଭବାନ ହେଉଛନ୍ତି ଏବଂ ଡିଲର୍ କମିଶନ ବଢ଼େଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି । କ୍ଷମତା ଦଖଲ ପାଇଁ ବିଜେପି ରାଜନୈତିକ ଷଡ଼ଯନ୍ତ୍ର କରି କେନ୍ଦ୍ରୀୟ ଏଜେନି୍ସକୁ କାମରେ ଲଗାଇଛି ବୋଲି ଅଭିଯୋଗ କରିଛନ୍ତି ।
ସେପଟେ ବିଜେପି ଏହାକୁ କାଉଣ୍ଟର କରିବା ଉଦ୍ୟମରେ ଗାଲୁ ପେଲିଛି । ଦଳର ହେଭିୱେଟ୍ ନେତାମାନେ ଏହି ପ୍ରସଙ୍ଗରେ ନିଜର ମୁହଁ ଲୁଚାଇଥିବା ବେଳେ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଏକ ପ୍ରେସ୍ ଇସ୍ତାହାର ଜରିଆରେ କେନ୍ଦ୍ର ସରକାର, ବିଶେଷକରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ତୈଳ ଦର ବୃଦ୍ଧିର ଯଥାର୍ଥତାକୁ ନ ଯାଇ ରାଜ୍ୟ ବଜେଟ୍ ରେ ପେଟ୍ରୋଲିୟମ୍ ଦ୍ରବ୍ୟ ଯୋଗୁଁ ଆଦାୟ ଟିକସର ମହତ୍ତ୍ୱ ବଖାଣିଛନ୍ତି । ରାଜ୍ୟମାନଙ୍କୁ କେନ୍ଦ୍ରରୁ ଆସୁଥିବା ୪୨% ଅନୁଦାନରେ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ଟିକସର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାର ଅଜବ ଯୁକ୍ତି ଦର୍ଶାଇଛନ୍ତି ।
Previous Post

ଧର୍ମେନ୍ଦ୍ରଙ୍କ ହାଇ ଭୋଲଟେଜ୍ ତେଲ

Next Post

ଷ୍ଟେଜ୍ ସୋ ! ବିଧାନସଭାରୁ ଧୋଇଗଲା ବମିଖାଲ ପୋଲ

Next Post
ଷ୍ଟେଜ୍ ସୋ ! ବିଧାନସଭାରୁ ଧୋଇଗଲା ବମିଖାଲ ପୋଲ

ଷ୍ଟେଜ୍ ସୋ ! ବିଧାନସଭାରୁ ଧୋଇଗଲା ବମିଖାଲ ପୋଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA