Monday, May 25, 2026 04:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ଡିଜିପି ଶର୍ମାଙ୍କ ପତ୍ନୀ ତୁଷାର

by Our Correspondent
07 Apr, 2019- 12:08 PM
in Latest News, News
1 min read
0
ଆରପାରିରେ ଡିଜିପି ଶର୍ମାଙ୍କ ପତ୍ନୀ ତୁଷାର
ଭୁବନେଶ୍ୱର: ରାଜ୍ୟ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ଅକାଳ ବିୟୋଗ ହୋଇଛି । କିଛି ଦିନ ଧରି ଅସୁସ୍ଥ ଥିବା ତୁଷାର ଆଜି ଭୋର୍ ୪ଟା ବେଳେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱାମୀ ଓ ଦୁଇ କଲେଜ ପଢ଼ୁଆ ଝିଅଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି ସେ ।
କିଛି ଦିନ ତଳେ ଶ୍ରୀମତୀ ଶର୍ମା ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ଅବସ୍ଥାରେ ଉନ୍ନତି ନ ହେବାରୁ ଗତ ୨ ତାରିଖରେ ତାଙ୍କୁ ସ୍ଥାନୀୟ କେୟାର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଡାକ୍ତରମାନଙ୍କ ସକଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଡ. ଶର୍ମା, ଦୁଇ ଝିଅ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ । ଅପରାହ୍ନରେ ତାଙ୍କର ଶବ ସତ୍କାର ହେବ ବୋଲି ସୂଚନା ମିଳିଛି ।
ଡ. ଶର୍ମାଙ୍କ ପତ୍ନୀଙ୍କ ବିୟୋଗ ଖବର ସହଯୋଗୀ ବନ୍ଧୁମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ବିଭିନ୍ନ ମହଲରୁ ଡ. ଶର୍ମାଙ୍କ ନିକଟକୁ ସମବେଦନାର ଛୁଅ ଛୁଟିଛି । ନିର୍ବାଚନ ସମୟରେ କାର୍ଯ୍ୟବ୍ୟସ୍ତ ଡ. ଶର୍ମା ଦୁଇିଦିନ ତଳେ ଚାକିରିରୁ ଛୁଟି ନେଇ ପତ୍ନୀଙ୍କୁ ଦିଲ୍ଲୀ ନେଇ ଯାଇଥିଲେ । ପତ୍ନୀଙ୍କ ପାଖେ ପାଖେ ରହିଥିଲେ ମଧ୍ୟ ଜୀବନ ବଞ୍ଚାଇ ପାରିନାହାନ୍ତି । ଗତ ମାସ ୯ ତାରିଖରେ ଶର୍ମା ଦମ୍ପତ୍ତି ତାଙ୍କର ବିବାହ ବାର୍ଷିକୀ ପାଳିଥିଲେ ।
Previous Post

ପୂରା ଫିଟ୍ ଅଛନ୍ତି ନବୀନ

Next Post

ନବୀନଙ୍କ ପୁଣି ମାଷ୍ଟରଷ୍ଟ୍ରୋକ୍: ଏଥର ସବୁ ଝିଅଙ୍କୁ ମାଗଣାରେ ପାଠ

Next Post
ନବୀନଙ୍କ ପୁଣି ମାଷ୍ଟରଷ୍ଟ୍ରୋକ୍: ଏଥର ସବୁ ଝିଅଙ୍କୁ ମାଗଣାରେ ପାଠ

ନବୀନଙ୍କ ପୁଣି ମାଷ୍ଟରଷ୍ଟ୍ରୋକ୍: ଏଥର ସବୁ ଝିଅଙ୍କୁ ମାଗଣାରେ ପାଠ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA