Monday, May 25, 2026 03:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସନ୍ତାକାଲି କଂଗ୍ରେସ ଉତ୍ସବ

by Our Correspondent
20 Apr, 2018- 07:59 PM
in Latest News, News
1 min read
0
ଆସନ୍ତାକାଲି କଂଗ୍ରେସ ଉତ୍ସବ
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ନବନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍ ଆସନ୍ତାକାଲି ଭୁବନେଶ୍ୱର ଆସିବେ । ଅପରାହ୍ନ ସାଢ଼େ ୫ଟାରେ ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ପାଇଁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି । ବିମାନବନ୍ଦରରୁ ବିରାଟ ପଟୁଆରରେ ସେମାନଙ୍କୁ କଂଗ୍ରେସ ଭବନ ନିଆଯିବ । କଂଗ୍ରେସ ଭବନରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନବନିଯୁକ୍ତ ଟିମ୍ ଉଦବୋଧନ ଦେବେ । ସାଢ଼େ ୭ ରେ କଂଗ୍ରେସ ଭବନରୁ ଏକ ପଟୁଆରରେ ସମସ୍ତେ ଯିବେ ସତ୍ୟନଗରସ୍ଥିତ ହୋଟେଲ ରୟାଲ୍ ସୁଟ୍ । ସେଠାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧ ଦିବସରେ ନେତାମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ସଂଧ୍ୟା ୮ଟାରେ ନେତୃମଣ୍ଡଳୀ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ପୁରୀରେ ରାତ୍ରୀଯାପନ କରିବେ ।
ରବିବାର ଦିନ ସକାଳ ୮ଟାରେ ସମସ୍ତେ ପୁରୀରୁ ଭୁବନେଶ୍ୱର କଂଗ୍ରେସ ଭବନ ଆସିବେ । ସାଢ଼େ ୯ଟା ବେଳେ ଆରମ୍ଭ ହେବ ମାନସ ମନ୍ଥନ । ପିସିସି ନୂଆ ଟିମ୍ ପ୍ରଥମେ ବିଧାୟକମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ । ପରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ସମସ୍ତ ସାମ୍ମୁଖ୍ୟର କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା ହେବ । ତୃତୀୟ ପର୍ଯ୍ୟାୟରେ ମହିଳା କଂଗ୍ରେସ ଓ ସେବାଦଳ କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା ହେବ । ଶେଷ ପର୍ଯ୍ୟାୟରେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ ନୂଆ ଟିମ୍ । କଂଗ୍ରେସର ଏହି ଦୁଇଦିନିଆ ପର୍ବ ପାଇଁ କଂଗ୍ରେସ ଭବନ ଉତ୍ସବମୁଖର ହୋଇଯାଇଛି ।
Previous Post

ମହାପାତ୍ରଙ୍କ ପାଇଁ ଅଦୃଶ୍ୟ ଚାପ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବି କାମ କରୁନି

Next Post

ୟାଙ୍କ ପାଇଁ ଟିକେଟ ପକ୍କା କଲେ ଧର୍ମେନ୍ଦ୍ର

Next Post
ୟାଙ୍କ ପାଇଁ ଟିକେଟ ପକ୍କା କଲେ ଧର୍ମେନ୍ଦ୍ର

ୟାଙ୍କ ପାଇଁ ଟିକେଟ ପକ୍କା କଲେ ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA