Thursday, April 16, 2026 08:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଇଟାଲି ହେଲିକପ୍ଟରରେ ଉଡିବେ ନବୀନ

by Our Correspondent
06 Jun, 2017- 09:30 AM
in Latest News
1 min read
0
ଇଟାଲି ହେଲିକପ୍ଟରରେ ଉଡିବେ ନବୀନ

ଭୁବନେଶ୍ୱର: ଇଟାଲି ନିର୍ମିିତ ଦୁଇ ଇଂଜିନ୍ ବଶିଷ୍ଟ ଅଗଷ୍ଟା ଏ ୧୦୯ଇ ଭିଟି-ଓଏସସି ହେଲିକପ୍ଟରରେ ଉଡ଼ିବେ ଆମ ମୁଖ୍ୟମନ୍ତ୍ରୀ । ପୂରା ବର୍ଷକ ପାଇଁ ଏହାକୁ ଭଡ଼ା ସୂତ୍ରରେ ଅଣାଯାଇଛି । ବର୍ଷେ ପରେ ଭଡ଼ା ଅବଧି ବି ବଢ଼ିପାରେ । ଅଗଷ୍ଟା ହେଲିକପ୍ଟର ଯୋଗାଣକାରୀ ସଂସ୍ଥା ଓଏସଏସ ଏୟାର ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ଼ ଏବଂ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଏ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି । ୧.୬.୨୦୧୭ରୁ ୩୧.୫.୨୦୧୮ ପର୍ଯ୍ୟନ୍ତ ହେଲିକପ୍ଟର ଭଡ଼ାରେ ଲାଗିବ । ଭିଆଇପି ଅପରେସନ୍ ରେ ଉକ୍ତ ହେଲିକପ୍ଟର ବ୍ୟବହୃତ ହେବ ବୋଲି ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଚରଙ୍କ ବ୍ୟାପକ ଗସ୍ତକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ଏମିତିରେ ସାଧାରଣ ଯାତ୍ରୀବାହୀ ବିମାନରେ ନ ଯାଇ ଭଡ଼ା ବା ଚାର୍ଟର ଫ୍ଲାଇଟ୍ ରେ ଉଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କର ପସନ୍ଦ । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯାତାୟତ ପାଇଁ ତାଙ୍କ ଅଫିସ(ତୃତୀୟ ମହଲା) ଦିଲ୍ଲୀସ୍ଥିତ ପିନାକଲ୍ ଏୟାର ପ୍ରାଇଭେଟ ଲିମିଟେଡର ଚାର୍ଟର ଫ୍ଲାଇଟ୍ କୁ ଅଗ୍ରାଧିକାର ଦେଉଥିବା ଆମେ ପୂର୍ବରୁ ଲେଖିଥିଲୁ । ଏହି ବିମାନରେ ମୁଖ୍ୟମନ୍ତ୍ରୀ ଥରେ ଯିବା ଆସିବା କଲେ ଭଡ଼ା ଗଣିବାକୁ ପଡୁଛି ୩୦ ଲକ୍ଷ । ବିମାନ ଖାଲି ଦିଲ୍ଲୀରେ ନେଇ ଛାଡ଼ିଲେ ଭଡ଼ା ୧୫ ଲକ୍ଷ । ଏବେ ବର୍ଷିକିଆ ଭଡ଼ାରେ ଅଣାଯାଇଥିବା ଇଟାଲି ମେଡ୍ ଅଗଷ୍ଟା ହେଲିକପ୍ଟରକୁ କେତେ ଟଙ୍କାରେ ତୁଟା ଯାଇଛି ତାହା ଜଣାପଡ଼ିନାହିଁ । ଏ ସମ୍ପର୍କରେ ସୂଚନା ଦେବାକୁ ସାଧାରଣ ପ୍ରଶାସନ ବିଭାଗର ଅଫିସରମାନେ କୁଣ୍ଠା ପ୍ରକାଶ କରିଛନ୍ତି । ତେବେ ଦାମ୍ ବହୁତ ଚଢ଼ା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ବିକାଶ ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିଭିଆଇପିମାନେ ଆକାଶରେ ଉଡ଼ିବା ସଉକ ପାଲଟିଛି । ଖାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହଁନ୍ତି ତାଙ୍କ ବିରୋଧୀ ପ୍ରତିପକ୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନ ଓ ହେଲିକପ୍ଟର ଯାତ୍ରାରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ଖର୍ଚ୍ଚ କାଇଁ କେତେଗୁଣ ବଢ଼ିବ ବୋଲି କୁହାଯାଉଛି ।

Previous Post

ଲିଙ୍କନ୍ ଙ୍କୁ ନେଇ ଅଡୁଆରେ ସଞ୍ଜୟ

Next Post

କୁଆଡେ ଗଲା ବିଜେଡ଼ିର ମହାନଦୀ ରିପୋର୍ଟ ?

Next Post
କୁଆଡେ ଗଲା ବିଜେଡ଼ିର ମହାନଦୀ ରିପୋର୍ଟ ?

କୁଆଡେ ଗଲା ବିଜେଡ଼ିର ମହାନଦୀ ରିପୋର୍ଟ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA