Friday, April 17, 2026 08:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲିଙ୍କନ୍ ଙ୍କୁ ନେଇ ଅଡୁଆରେ ସଞ୍ଜୟ

by Our Correspondent
04 Jun, 2017- 10:51 AM
in Latest News, Politics
1 min read
0
ଲିଙ୍କନ୍ ଙ୍କୁ ନେଇ ଅଡୁଆରେ ସଞ୍ଜୟ

ଭୁବନେଶ୍ୱର: ଡେଟିଂ(ପର୍ନ) ୱେବସାଇଟରେ ଲିଙ୍କନ୍ ସୁବୁଦ୍ଧିଙ୍କ ଫଟୋ ପୋଷ୍ଟ ମାମଲା ବିବାଦୀୟ ମୋଡ଼ ନେଇଛି । ପୁଲିସ ଦ୍ୱାରା ଗିରଫ ମିଥୁନ ସାହୁ ପ୍ରକୃତ ଅଭିଯୁକ୍ତ ନୁହେଁ ବୋଲି ଲିଙ୍କନ୍ ଚାଲେଂଜ ଦେବା ମାମଲାକୁ ଜଟିଳ କରିଛି । ଅନ୍ୟପକ୍ଷରେ ଆମୂଳଚୂଳ ଘଟଣା ଓ ଏହା ପଛର ଖଳନାୟକଙ୍କ ସମ୍ପର୍କରେ “ମିଡ଼ ଡେ ଓଡ଼ିଶା” ହାତରେ ଲାଗିଛି ସାଂଘାତିକ ସୂଚନା ।

ସମ୍ପୂର୍ଣ୍ଣ ଘଟଣାଟି ଏଭଳି । କିଛି ଦିନ ତଳେ ଡେଟିଂ ୱେବସାଇଟ୍ “ଲୋକାଣ୍ଟୋ” ରେ ଲିଙ୍କନ୍ ଙ୍କର ଏକ ଫଟୋ ଦେଖିବାକୁ ମିଳିଥିଲା । ଫଟୋ ସହ କିଛି ଅଶ୍ଲୀଳ ମନ୍ତବ୍ୟ ମଧ୍ୟ ପୋଷ୍ଟ ହୋଇଥିଲା । ଲିଙ୍କନ୍ ଏ ସମ୍ପର୍କରେ ଜାଣିଲା ପରେ ସିଧାଯାଇ ଭେଟିଥିଲେ ପୁଲିସ କମିସନର ୱାଇ.ବି.ଖୁରାନିଆଙ୍କୁ । କମିସନର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଡିସିପିଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ସେଠାରୁ ଲିଙ୍କନ୍ ଯାଇ ଡିସିପି ସତ୍ୟବ୍ରତ ଭୋଇଙ୍କୁ ଭେଟିଥିଲେ । ଡିସିପି ତୁରନ୍ତ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇ ନିଜେ ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ । ସେହି ଅନୁଯାୟୀ ଲିଙ୍କନ୍ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଲେ । ଆଇଆଇସି ଘଟଣାର ଖୋଳତାଡ଼ କଲାପରେ ଫଟୋ ପୋଷ୍ଟ କରିଥିବା ଅଭିଯୁକ୍ତଜଣଙ୍କ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କର ପୁତୁରା ବୋଲି ଜାଣିବାକୁ ପାଇଲେ । ଏହା ପରେ ମାତ୍ର
ଆଗକୁ ବଢ଼ିବାକୁ ସାହାସ କଲେ ନାହିଁ । ଓଲଟି ମାମଲାର ରଫାଦଫା ପାଇଁ ବାଟ ଉଣ୍ଡାଳିଲେ । ସେପଟେ ସଞ୍ଜୟଙ୍କ କାନକୁ କଥା ଗଲା ପରେ ସେ ବିବ୍ରତ ହୋଇପଡ଼ିଲେ । ଲିଙ୍କନ୍ ଙ୍କୁ ଟେଲିଫୋନ୍ ରେ କଥାହୋଇ ନିଜଆଡୁ ସଫେଇ ଦେଲେ । ପୁତୁରା ହୋଇଥିଲେ ବି ଦୀର୍ଘ ୩୦ ବର୍ଷ ଧରି ସମ୍ପର୍କ ନାହିଁ ବୋଲି ଜଣାଇବା ସାଙ୍ଗକୁ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ତାଙ୍କର ଓ ଦଳର ଇଜ୍ଜତ ଦୃଷ୍ଟିରୁ ମାମଲାଟିକୁ ନ ବଢ଼ାଇବାକୁ ସେ ଲିଙ୍କନ୍ ଙ୍କୁ ଅନୁରୋଧ କରିଥିଲେ ।

ତେବେ ଲିଙ୍କନ୍ ଙ୍କୁ ଏହା ପ୍ରଭାବିତ କରିପାରିଲାନି । ଅଭିଯୁକ୍ତର ଗିରଫ ପାଇଁ ଜିଦ୍ ଧରିଥିଲେ । ଗତ ଶୁକ୍ରବାର ଦିନ ସେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କଲେ । ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ତାଙ୍କୁ ବିଦା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଲିଙ୍କନ୍ ଭେଟ ହେବାର କେଇ ମିନିଟ୍ ପରେ ପୁରୀ ପୁଲିସ ସଞ୍ଜୟଙ୍କ ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ଗାଁର ମିଥୁନ ସାହୁ ନାମକ ଜଣେ ଯୁବକକୁ ନାଟକୀୟ ଢ଼ଙ୍ଗରେ ଗିରଫ କଲା । ଲିଙ୍କନ୍ ଙ୍କ ଫଟୋ ସେ ପୋଷ୍ଟ କରିଥିଲା ବୋଲି ଦର୍ଶାଇ କୋର୍ଟ ଚାଲାଣ କଲା ।

ଚାପ କି ଡର କାରଣ ଯାହା ହଉନା କାହିଁକି, ପୁଲିସ ଏହି ଘଟଣାକୁ ଜାଣିଶୁଣି ଜଟିଳ କରିଥିବା ସ୍ପଷ୍ଟ ହୋଇଛି । ପୁଲିସ ଯେତେ ଲୁଚାଇଲେ ବି କଥା ଦାଣ୍ଡରେ ପଡ଼ ହାଟରେ ଗଡ଼ିଲାଣି । ପ୍ରଶ୍ନ ଉଠୁଛି, ସଞ୍ଜୟଙ୍କ ପୁତୁରା ଅଭିଯୁକ୍ତ ବୋଲି ଜାଣିବା ପରେ ବି ପୁଲିସ ତାଙ୍କୁ ନ ଧରି ମିଥୁନ୍ ଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କଲା କାହିଁକି ? ମିଥୁନଙ୍କୁ ସଞ୍ଜୟଙ୍କ ପୁତୁରାର ଡମି ସଜାଇଲା କାହିଁକି ? ଗିରଫ ମିଥୁନ୍ ବି ସଂଜୟଙ୍କ ପିଲା ହୋଇଥିବାରୁ ତାଙ୍କୁ ଡମି କରିବା ପଛରେ କାହାର ହାତ ଅଛି ତାହା ଏବେ ରହସ୍ୟମୟ ହୋଇଛି । ଲିଙ୍କନ୍ ସୁବୁଦ୍ଧି ଖାଲି ଜଣେ ମହିଳା ନୁହଁନ୍ତି । ସମାଜସେବୀ ଓ ବିଜେଡ଼ିର ସକ୍ରିୟ ନେତ୍ରୀ । ପ୍ରଭାବଶାଳୀ ସଞ୍ଜୟ ଦାସବର୍ମାଙ୍କ ପୁତୁରାଙ୍କୁ ଆଖିରେ ରଖି ପୁଲିସ ଲିଙ୍କନ୍ ଙ୍କ ଇଜ୍ଜତକୁ ତୁଚ୍ଛ ମଣିବାକୁ ଲୋକେ ଛିଛାକର କରୁଛନ୍ତି ।

Previous Post

ଆସୁଣୁ କୀଳା ଡାକିଲେ ପୂଜାରୀ

Next Post

ଇଟାଲି ହେଲିକପ୍ଟରରେ ଉଡିବେ ନବୀନ

Next Post
ଇଟାଲି ହେଲିକପ୍ଟରରେ ଉଡିବେ ନବୀନ

ଇଟାଲି ହେଲିକପ୍ଟରରେ ଉଡିବେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA