Wednesday, April 29, 2026 10:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଉର୍ଜିତ ପଟେଲଙ୍କ ଇସ୍ତଫା

by Our Correspondent
10 Dec, 2018- 09:25 PM
in Latest News, News
1 min read
0
ଉର୍ଜିତ ପଟେଲଙ୍କ ଇସ୍ତଫା
ନୂଆଦିଲ୍ଲୀ: କିଛି ଆର୍ଥିକ ନୀତିକୁ ନେଇ ନେଇ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ୧୦ ମାସ କାର୍ଯ୍ୟକାଳ ବାକି ଥିବା ବେଳେ ଉର୍ଜିତ ତାଙ୍କ ପଦ ଛାଡ଼ିଛନ୍ତି । ୨୦୧୬ ମସିହା ସେପ୍ଟେମ୍ବରରେ ରଘୁରାମ ରାଜନ୍ ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିବା ଉର୍ଜିତ ଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ସେପ୍ଟେମ୍ବର ମାସରେ ପୂରିଥାଆନ୍ତା ।
ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ସ୍ୱାଧୀନତା, ଗଚ୍ଛିତ ପାଣ୍ଠି ଏବଂ ଅଚଳ ଋଣ ପରିଚାଳନା ବ୍ୟବସ୍ଥା ଉପରେ କେନ୍ଦ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ନେଇ କିଛି ମାସ ହେଲା ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଲାଗିଛି । ଋଣ ପ୍ରଦାନ ସୀମାରେଖା ହ୍ରାସ ଏବଂ ଆରବିଆଇରେ ଗଚ୍ଛିତ ବଳକା ପାଣ୍ଠିର ପରିଚାଳନାରେ କେନ୍ଦ୍ର ସରକାର ହସ୍ତକ୍ଷେପ ଚାହୁଁଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଗତମାସରେ ଆରବିଆଇର ବୋର୍ଡ ବୈଠକ ଦୀର୍ଘ ଦୀର୍ଘ ୯ ଘଣ୍ଟାର ଅଧିକ ସମୟ ବସ ଏ ପ୍ରସଙ୍ଗରେ ଆଲୋଚନା ହୋଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୧୪ ତାରିଖରେ ବୋର୍ଡର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଅଛି । ମାତ୍ର ଆଜି ସଂଧ୍ୟାରେ ଶ୍ରୀ ପଟେଲ ଅଚାନକ ତାଙ୍କ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି ।
ଗତ ମାସରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଆରବିଆଇର ସ୍ୱାଧୀନତା ସପକ୍ଷରେ ଖୋଲାଖୋଲି ଯୁକ୍ତି ରଖିବା ପରେ କେନ୍ଦ୍ର ସରକାରଙ୍କ ସହ ମତପାର୍ଥକ୍ୟ ପଦାକୁ ଆସିଥିଲା । ଉର୍ଜିତ ପଟେଲ ତାଙ୍କ ପଦ ଛାଡୁଥିବା ଚର୍ଚ୍ଚା ହୋଇଥିଲା । ସୂଚନାଯୋଗ୍ୟ, ଉର୍ଜିତଙ୍କୁ ଆଖିରେ ରଖି ରଘୁରାମ ରାଜନ୍ ଙ୍କୁ ଦ୍ୱିତୀୟ ଥର ପାଇଁ ଆରବିଆଇ ଗଭର୍ଣ୍ଣର କରିବାକୁ କେନ୍ଦ୍ର ସରକାର ଅମଙ୍ଗ ହୋଇଥିଲେ । ମାତ୍ର ସେହି କେନ୍ଦ୍ର ସରକାରଙ୍କ ପାଇଁ ଉର୍ଜିତ ନିଜ ପଦ ଛାଡ଼ିଥିବା କୁହାଯାଉଛି ।
Previous Post

ଓଡ଼ିଆଙ୍କୁ କାଟଜୁଙ୍କ ତାତ୍ସଲ୍ୟ ପଣ୍ଡା ଦମ୍ପତ୍ତିଙ୍କୁ ଭଲ ଲାଗିଲା

Next Post

ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଆଗରେ, ଏମପିରେ କଡ଼ା ଟକ୍କର

Next Post
ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଆଗରେ, ଏମପିରେ କଡ଼ା ଟକ୍କର

ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଆଗରେ, ଏମପିରେ କଡ଼ା ଟକ୍କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA