Wednesday, April 29, 2026 11:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଆଙ୍କୁ କାଟଜୁଙ୍କ ତାତ୍ସଲ୍ୟ ପଣ୍ଡା ଦମ୍ପତ୍ତିଙ୍କୁ ଭଲ ଲାଗିଲା

by Our Correspondent
08 Dec, 2018- 11:30 AM
in Latest News, News
1 min read
0
ଓଡ଼ିଆଙ୍କୁ କାଟଜୁଙ୍କ ତାତ୍ସଲ୍ୟ ପଣ୍ଡା ଦମ୍ପତ୍ତିଙ୍କୁ ଭଲ ଲାଗିଲା
ଭୁବନେଶ୍ୱର: ରାଜନୀତିରେ କିଏ କାହାରିକୁ ବିରୋଧ କରିବେ ତାହା ଭିନ୍ନ କଥା । ମାତ୍ର ନିଜ ମାଟି ମାଆ ର ଇଜ୍ଜତ ଉପରେ ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧର ଅଭିଳାଷ ରଖିବା ନିହାତି ସାଂଘାତିକ କଥା । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ତଥା ଓଟିଭିର ସହ ପ୍ରତିଷ୍ଠାତା ଜାଗି ମଙ୍ଗତ ପଣ୍ଡାଙ୍କ ଟୁଇଟର ପେଜ୍ ରୁ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଦୁଇବର୍ଷ ତଳେ ଓଡ଼ିଆ ଜାତିକୁ ଉପହାସ କରିଥିବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମାର୍କଣ୍ଡେୟ କାଟଜୁ ଏବେ ଟୁଇଟ୍ ଜରିଆରେ ରାଜ୍ୟ ସରକାରଙ୍କୁ କାର୍ଟୁନ୍ କରି କାର୍ଯ୍ୟାନୁଷ୍ଠାନର ଆହ୍ୱାନ ଦେଇଛନ୍ତି । ଆଉ ତାଙ୍କ ଟୁଇଟ୍ କୁ ଲାଇକ୍ ମାରିଛନ୍ତି ବୈଜୟନ୍ତ ଓ ଜାଗି। ଅର୍ଥାତ୍ କାଟଜୁ ଯାହା କହୁଛନ୍ତି ପଣ୍ଡା ଦମ୍ପତ୍ତିଙ୍କୁ ଭଲ ଲାଗିଛି ।
ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ନେଇ ଏହି ପ୍ରସଙ୍ଗ ଉଠିଛି । ଓଡ଼ିଆ, ଓଡ଼ିଶାର କଳା, ସଂସ୍କୃତି ଓ ବିଧାୟକମାନଙ୍କ ପ୍ରତି ଅଭଦ୍ର ଓ ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ୍ ଜେଲ୍ ଯାଇଥିଲେ । ୪୩ ଦିନ ବନ୍ଦୀ ରହିବା ପରେ ଗତ ଗୁରୁବାର ଦିନ ମୁକୁଳିଛନ୍ତି । ତେବେ ଅଭିଜିତ୍ ଙ୍କ ମନ୍ତବ୍ୟକୁ ସମର୍ଥନ ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ଅବସରପ୍ରାପ୍ତ ବିଚାରପତି କାଟଜୁ । ଦୁଇବର୍ଷ ତଳେ ଓଡ଼ିଆ ଜାତିକୁ ନେଇ ଏହି କାଟଜୁ ଉପହାସ କରିଥିଲେ । ଓଡ଼ିଆ ଜାତିର ଭାବାବେଗକୁ ଆଘାତ ଦେଇଥିଲେ । ଏବେ ସେହି କଥା ମନେ ପକାଇଛନ୍ତି କାଟଜୁ । ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି କହିଛନ୍ତି, ମୁଁ ମଧ୍ୟ ତୁମକୁ ପୂର୍ବରୁ ଉପହାସ କରିଥିଲି ଯାହା ମୋ ପୂର୍ବ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ ଅଛି । ତେଣୁ ମୋତେ କେବେ ଜେଲ୍ ହାଜତରେ ଭର୍ତ୍ତି କରିବ? କାଟଜୁ ତାତ୍ସଲ୍ୟ କରି ଲେଖିଛନ୍ତି ଯେ ଅଭିଜିତ୍ ଆୟାର ମିତ୍ର ଭଳି ମୁଁ ନିଶ୍ଚିତ କ୍ଷମା ମାଗିବି । କିନ୍ତୁ କ୍ଷମା ଦେବା ପୂର୍ବରୁ ମତେ ନିଶ୍ଚିତ ୪୩ ଦିନ ଜେଲ୍ ରେ ରଖିବାକୁ ପଡ଼ିବ ।
କାଟଜୁ ଏଭଳି ଟୁଇଟ୍ କରି ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କୁ ପରୋକ୍ଷରେ ଚାଲେଂଜ ଦେଇଛନ୍ତି । ଯଦି ସାହାସ ଅଛି ମୋତେ ଗିରଫ କରି ୪୩ ଦିନ ଜେଲ୍ ରେ ରଖ ବୋଲି ଆହ୍ୱାନ ଜଣାଇଛନ୍ତି । କାଟଜୁ ଙ୍କ ଏହି ଟୁଇଟ୍ ରାଜ୍ୟବାସୀଙ୍କ ମନରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରୁ ଦାବି ହେଲାଣି ।
ହେଲେ ଆଶ୍ଚର୍ଯ୍ୟ ଓ ପରିତାପର କଥା ଯେ କାଟଜୁ ଙ୍କ ଏହି ଟୁଇଟ୍ ଉପରେ ଲାଇକ୍ ମାରିଛନ୍ତି ବୈଜୟନ୍ତ ଓ ଜାଗି । ଏକଥା ସମସ୍ତେ ଜାଣନ୍ତି, ବନ୍ଧୁ ଅଭିଜିତ୍ ଆୟାରଙ୍କୁ ନିଜ ହେଲିକପ୍ଟରରେ ପୁରୀ, କୋଣାର୍କ ଓ ଚିଲିକା ବୁଲାଇଥିଲେ ବୈଜୟନ୍ତ । ଓଡ଼ିଶା ବିରୋଧରେ ଅଭିଜିତ୍ ଲଗାତର ଟିପ୍ପଣି ଦେଲା ବେଳେ ବୈଜୟନ୍ତ ତାକୁ ପସନ୍ଦ କରୁଥିଲେ । କୋଣାର୍କ ବିରୋଧରେ ଅଭିଜିତ୍ ଙ୍କ ମନ୍ତବ୍ୟ ବୈଜୟନ୍ତଙ୍କୁ ବାଧି ନ ଥିଲା । ଅଭିଜିତ୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେ ବିରୋଧ କରି ଆସୁଥିଲେ ।
ଏବେ ଅଭିଜିତ୍ ଆୟାର ମନ୍ତବ୍ୟକୁ ସମର୍ଥନ ଜଣାଇଥିବା ଜଣାଶୁଣା ଓଡ଼ିଆ ବିରୋଧୀ ଜଷ୍ଟିସ୍ କାଟଜୁ ଙ୍କ ଟୁଇଟ୍ ବୈଜୟନ୍ତ ଓ ତାଙ୍କ ପତ୍ନୀଙ୍କୁ ଭଲ ଲାଗିବା ଓଡ଼ିଆଙ୍କ ଭାବାବେଗକୁ ଆହୁରି ଆଘାତ ଆଣିଛି । ଓଡ଼ିଶାର ପୁଅ ବୋହୁ ହୋଇ ଓଡ଼ିଆ ଜାତିର ସମ୍ମାନ ଓ ଭାବାବେଗ ପ୍ରତି ସେମାନଙ୍କର ଆଭିମୁଖ୍ୟ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ଏକଜିଟ୍ ପୋଲ୍: ରାଜସ୍ଥାନରେ ବିଜେପି ସଫା, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଟଳମଳ

Next Post

ଉର୍ଜିତ ପଟେଲଙ୍କ ଇସ୍ତଫା

Next Post
ଉର୍ଜିତ ପଟେଲଙ୍କ ଇସ୍ତଫା

ଉର୍ଜିତ ପଟେଲଙ୍କ ଇସ୍ତଫା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA