Thursday, April 30, 2026 03:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

by Our Correspondent
20 Mar, 2020- 12:08 AM
in Latest News, News
1 min read
0
ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆରଏମଆରସିରେ ନମୁନା ପରୀକ୍ଷାରୁ ତାଙ୍କର ପଜିଟିଭ୍ ପଜିଟିଭ୍ ରିପୋର୍ଟ ବାହାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଗୁରୁବାର ଦିନ ଆରଏମଆରସିକୁ ସମୁଦାୟ ୧୪ଟି ନମୁନା ପରୀକ୍ଷା ପାଇଁ ଆସିଥିଲା । ସଂଧ୍ୟା ୭ଟା ସୁଦ୍ଧା ୧୦ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଅବଶିଷ୍ଟ ୪ଟି ନମୁନାରୁ ଗୋଟିଏ ପଜିଟିଭ୍ ବାହାରିଛି । କୋଭିଡ୍-୧୯ ଭାଇରସ୍ ଚିହ୍ନଟ ବ୍ୟକ୍ତିଜଣଙ୍କ ନିକଟରେ ବିଦେଶରୁ ଫେରିଥିବା ଜଣାପଡ଼ିଛି । ତେବେ ତାଙ୍କ ସମ୍ବନ୍ଧରେ ବିଶେଷ ତଥ୍ୟ ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ସେ ଆସିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଓଡ଼ିଶାର ପ୍ରଥମ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଭୁବନେଶ୍ୱରର ୩୩ ବର୍ଷୀୟ ଏହି ଯୁବକ ଇଟାଲିରେ ରହି ପାଠ ପଢ଼ୁଥିଲେ । ମାର୍ଚ୍ଚ ୬ ତାରିଖରେ ସେ ଇଟାଲିରୁ ଦିଲ୍ଲୀ ଫେରିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ । ତେବେ ଏଠି ତାଙ୍କୁ କାଶ, ଛିଙ୍କ ଏବଂ ଜ୍ୱର ହେବାରୁ ଶେଷରେ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ । ତାଙ୍କର ରକ୍ତ ଓ ସ୍ୱାବ୍ ପରୀକ୍ଷା ପରେ କରୋନା ପଜିଟିଭ୍ ବାହାରିଥିଲା । ବର୍ତ୍ତମାନ ସେ କ୍ୟାପିଟାଲ୍ ହସ୍ପିଟାଲ୍ ର ଆଇସୋଲେସନ୍ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଭଲ ଥିବା ସରକାରୀ ଭାବେ ସୂଚନା ଦିଆଯାଇଛି ।
Previous Post

ମୋଦିଙ୍କ ଅପିଲ୍: ରବିବାର ସାରା ଦେଶରେ ଜନତା କର୍ଫ୍ୟୁ

Next Post

ଫାଶୀ ଖୁଣ୍ଟରେ ଝୁଲିଲେ ୪ ଯୌନରାକ୍ଷସ

Next Post
ଫାଶୀ ଖୁଣ୍ଟରେ ଝୁଲିଲେ ୪ ଯୌନରାକ୍ଷସ

ଫାଶୀ ଖୁଣ୍ଟରେ ଝୁଲିଲେ ୪ ଯୌନରାକ୍ଷସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA