Thursday, April 30, 2026 01:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫାଶୀ ଖୁଣ୍ଟରେ ଝୁଲିଲେ ୪ ଯୌନରାକ୍ଷସ

by Our Correspondent
20 Mar, 2020- 06:32 AM
in Latest News, National, News
1 min read
0
ଫାଶୀ ଖୁଣ୍ଟରେ ଝୁଲିଲେ ୪ ଯୌନରାକ୍ଷସ
ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା । ସୂର୍ଯ୍ୟ ଉଇଁବା ପୂର୍ବରୁ ତିହାର ଜେଲ୍ ର ଫାଶୀ ଖୁଣ୍ଟରେ ଝୁଲିଛନ୍ତି ଯୌନରାକ୍ଷସ ମୁକେଶ, ପବନ, ବିନୟ ଏବଂ ଅକ୍ଷୟ । ପ୍ରାଣରକ୍ଷା ପାଇଁ ଶେଷ ମୁହୁର୍ତ୍ତ ଯାଏଁ ସେମାନେ ଚାଲ୍ ଲଗାଇଥିଲେ ବି ତାହା ଆଉ ସଫଳ ହେଲା ନାହିଁ । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଏକାଥରେ ୪ ଜଣ ଅପରାଧୀ ଫାଶୀଖୁଣ୍ଟରେ ଝୁଲିଛନ୍ତି । ରେପିଷ୍ଟ୍ ମାନେ ଫାଶୀ ଖୁଣ୍ଟରେ ଝୁଲିବା ପରେ ଦେଶବ୍ୟାପୀ ଲୋକମାନେ ଖୁସି ସେଲିବ୍ରେସନ୍ କରିଛନ୍ତି । ନିର୍ଭୟାଙ୍କ ମାଆ ଆଶା ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଳମ୍ବରେ ହେଲେ ବି ମୋ ଝିଅକୁ ନ୍ୟାୟ ମିଳିଲା । ଅନ୍ୟମାନଙ୍କୁ ଏହା ଉଚିତ ଶିକ୍ଷା ।
ଆଇନ ଆଖିରେ ଦୋଷୀ ସାବ୍ୟସ୍ତ ହେଲା ପରେ ବି ଦଣ୍ଡରୁ ବର୍ତ୍ତିବା ପାଇଁ ଏହି ଅପରାଧୀମାନେ ତାମସା ଚଳାଇଥିଲେ । ଆଇନର ଗଳାବାଟରେ ସମୟ ଗଡ଼ାଇ ଖସିଯିବାକୁ ଚାଲ୍ ଖେଳୁଥିଲେ । ପୃଥକ୍ ଭାବେ ରିଭ୍ୟୁ, ମର୍ସି, କ୍ୟୁରେଟିଭ ପିଟିସନ୍ କୁ ସେଥିପାଇଁ ହତିଆର କରିଥିଲେ । ଶେଷରେ ସ୍ଥିରୀକୃତ ମାର୍ଚ୍ଚ ୨୦ ଫାଶୀଦିନକୁ ଟାଳିବା ପାଇଁ ଦିଲ୍ଲୀର ପତିଆଲା କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟରେ ରାତି ତମାମ ଲଢ଼େଇ କରିଥିଲେ । ରାତି ୩.୩୦ ମିନିଟ୍ ରେ ସୁପ୍ରିମ୍ କୋର୍ଟ ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଯାଇ ଫାଶୀ ସୁନିଶ୍ଚିତ ହୋଇଥିଲା ।
ଭୋର୍ ଠିକ୍ ୫.୩୦ ମିନିଟ୍ ରେ ତିହାର ଜେଲ୍ ପରିସରରେ ଏକାଥରକେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ମୁକେଶ, ପବନ, ବିନୟ ଏବଂ ଅକ୍ଷୟକୁ । ଏହି କଳଙ୍କିତ ଓ ଜଘନ୍ୟ ଚରିତ୍ରଙ୍କ ବିଲୋପ ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ ।
୨୦୧୨ ଡିସେମ୍ବର ୧୬ ତାରିଖ ସଂଧ୍ୟାରେ ଦିଲ୍ଲୀର ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂ(ନିର୍ଭୟା)ଙ୍କୁ ଏକ ଚଳନ୍ତା ବସ୍ ରେ ଏମାନେ ଗଣଦୁଷ୍କର୍ମ କରିଥିଲେ । ଗଣଦୁଷ୍କର୍ମ ପରେ ସେମାନେ ତାଙ୍କୁ କିଲିବିଲି କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ଡାକ୍ତରଖାନାରେ ୧୨ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଆଖି ବୁଜି ଦେଇଥିଲେ ନିର୍ଭୟା । ଏହି ବର୍ବରକାଣ୍ଡ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଅନ୍ତର୍ଜାତୀୟସ୍ତରରେ ଭାରତର ଛବି ମଳିନ ପଡ଼ିଯାଇଥିଲା ।
Previous Post

ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

Next Post

ହାତ ଟେକିଦେଲେ କମଲନାଥ

Next Post
ହାତ ଟେକିଦେଲେ କମଲନାଥ

ହାତ ଟେକିଦେଲେ କମଲନାଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA