Monday, May 25, 2026 10:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସକୁ ଚଡ଼କ: ଫ୍ରଡ୍ କେସ୍ ରେ ଫସିଲେ ପଟ୍ଟନାୟକ ବାପ-ପୁଅ

by Our Correspondent
24 Jan, 2019- 11:53 PM
in Latest News, News
1 min read
0
କଂଗ୍ରେସକୁ ଚଡ଼କ: ଫ୍ରଡ୍ କେସ୍ ରେ ଫସିଲେ ପଟ୍ଟନାୟକ ବାପ-ପୁଅ
ଭୁୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଡୁଆରେ । ଟଙ୍କା ଠକେଇ(ଫ୍ରଡ୍) ମାମଲାରେ ଫସିଛନ୍ତି ସେ ଓ ତାଙ୍କ ପୁଅ । ବାପ-ପୁଅଙ୍କ ବିରୋଧରେ ୪୨୦ ଦଫା ଚାର୍ଜ କରାଯାଇଛି । ଦିଲ୍ଲୀ ପୁଲିସର ଇକନମିକ୍ ଅଫେନ୍ସ ଉଇଙ୍ଗ୍ ନିରଞ୍ଜନ ଓ ପୁଅ ନଭଜ୍ୟୋତିଙ୍କୁ ହାଜିରା ପାଇଁ ସମନ୍ ପଠାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟରୁ ଜଣାପଡ଼ିଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ସେମାନେ ହାଜର ହୋଇ ଜବାବ ରଖିବାକୁ କୁହାଯାଇଛି । ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବା ଦିନ ପିସିସି ମୁଖିଆ ଫ୍ରଡ୍ କେସ୍ ରେ ଦିଲ୍ଲୀରେ ହାଜିରା ହେବାକୁ ସମନ ପାଇବା ଖବରଟି କଂଗ୍ରେସ ମହଲରେ ଚଡ଼କ ପକାଇଛି । ରାହୁଲଙ୍କ ଗସ୍ତକୁ ସଫଳ କରିବା ପାଇଁ ଦମ୍ ଖଟାଇଥିବା ନିରଞ୍ଜନଙ୍କୁ ଏହା କୁଆଡ଼େ ଚିନ୍ତିତ ଓ ଅନ୍ୟମନସ୍କ କରିଦେଇଛି ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିରଞ୍ଜନ ପଟ୍ଟନାୟକ ଓ ପୁଅ ନଭଜ୍ୟୋତି ୩୨ କୋଟି ଲୁଟ୍ ଅଭିଯୋଗରେ ପଡ଼ିଛନ୍ତି । ଭାଭାସି ଟେଲିକମ୍ ଲିମିଟେଡ ନାମକ ଏକ ସଂସ୍ଥାର ଡାଇରେକ୍ଟର ବୋର୍ଡରେ ସେମାନେ ଥିବା ବେଳେ କମଲଜିତ୍ ସିଂ ଆହାଲୁୱାଲିଆ ନାମକ ଜଣେ ବ୍ୟକ୍ତିଙ୍କଠାରୁ କମ୍ପାନୀ କୌଣସି କାମ ପାଇଁ ୩୨ କୋଟି ଆଣିଥିଲା । ମାତ୍ର ସେହି ଟଙ୍କା ଫେରି ନ ପାଇବାରୁ ଶ୍ରୀ ଆହାଲୁୱାଲିଆ କମ୍ପାନୀ କର୍ତ୍ତୃପକ୍ଷ ଫରିଦ୍ ଆରିଫୁଦ୍ଦିନ୍ ଏବଂ ଶ୍ରୀମତୀ ଗାର୍ଗୀଙ୍କ ବିରୋଧରେ ଏତଲା ଦେଇଥିଲେ । ପୁଲିସ ତଦନ୍ତ କାଳରେ ନଭଜ୍ୟୋତି ପଟ୍ଟନାୟକ ୬ କୋଟି ଟଙ୍କା ହେରଫେର କରିଥିବା ଖୋଦ୍ କମ୍ପାନୀ ପକ୍ଷରୁ ଲିଖିତ ଭାବେ କୁହାଯାଇଥିଲା । ମାମଲାଟି ବର୍ତ୍ତମାନ ଦିଲ୍ଲୀର ସକେତ କୋର୍ଟ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟରେ ବିଚାରାଧୀନ ଅଛି ।
ଇତିମଧ୍ୟରେ ଦିଲ୍ଲୀ ପୁଲିସର ଇକନମିକ୍ ଅଫେନ୍ସ ଉଇଙ୍ଗ୍ ମାମଲାର ତଦନ୍ତ ଭାର ହାତକୁ ନେଇ ନିରଞ୍ଜନ ଓ ପୁଅ ନଭଜ୍ୟୋତିଙ୍କୁ ସମନ୍ ଜାରି କରିଥିବା ରିପୋର୍ଟରେ କୁହାଯାଇଛି । ତେବେ ଏ ସମ୍ପର୍କରେ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣାଟି ମିଡ଼ିଆରେ ଚର୍ଚ୍ଚା ହେବା ପରେ କଂଗ୍ରେସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ନିରଞ୍ଜନ ପଟ୍ଟନାୟକ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ଖଣିମାଫିଆ ଓ ଅଭ୍ୟାସଗତ ଲାଞ୍ଚୁଆ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବାରମ୍ବାର ଅଭିଯୋଗ କରିଆସିଛନ୍ତି । ତାଙ୍କର ଏଭଳି ଆଚରଣକୁ କଂଗ୍ରେସ ହାଇକମାଣ୍ଡ ବିଶୃଙ୍ଖଳାର ଆଖ୍ୟା ଦେଇ ତିନି ଦିନ ତଳେ ଦଳରୁ ବହିଷ୍କୃତ କରିଥିଲେ । ବହିଷ୍କୃତ ହେବା ପରେ ଶ୍ରୀକାନ୍ତ ନିରଞ୍ଜନଙ୍କ ବିରୋଧରେ ବେଶୀ କହି ବୁଲୁଛନ୍ତି । ଲୋକମାନେ ଶ୍ରୀକାନ୍ତଙ୍କ କଥା ସବୁଦିନ ଖବରକାଗଜ ଓ ଟିଭିରୁ ଶୁଣିବା ବେଳକୁ ଦିଲ୍ଲୀ ପୁଲିସ ଦ୍ୱାରା ୪୨୦ ଦଫାରେ ଫସିଛନ୍ତି ନିରଞ୍ଜନ ଓ ତାଙ୍କ ପୁଅ ।
Previous Post

ବିଜୁ ଯୁବବାହିନୀକୁ ସେବା ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

Next Post

ଗୋଟିଏ ରାସ୍ତାରେ ମୋଦି-ନବୀନ: ରାହୁଲ ଗାନ୍ଧୀ

Next Post
ଗୋଟିଏ ରାସ୍ତାରେ ମୋଦି-ନବୀନ: ରାହୁଲ ଗାନ୍ଧୀ

ଗୋଟିଏ ରାସ୍ତାରେ ମୋଦି-ନବୀନ: ରାହୁଲ ଗାନ୍ଧୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA