Monday, May 25, 2026 10:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁ ଯୁବବାହିନୀକୁ ସେବା ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
24 Jan, 2019- 07:31 PM
in Latest News, News
1 min read
0
ବିଜୁ ଯୁବବାହିନୀକୁ ସେବା ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର: ଯୁବକମାନେ ସେବା ମନୋବୃତ୍ତିରେ ପରିଚାଳିତ ହୋଇ ନିଜର ପରିଚୟ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଆଜି ବଲାଙ୍ଗୀରରେ ଆୟୋଜିତ ବିଜୁ ଯୁବବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେବା ହେଉ ଯୁବ ସମାଜର ପରିଚୟ । ସେବା ହେଉ ଓଡ଼ିଆ ଜାତିର ପରିଚୟ । ତାହା ହିଁ ଏ ଜାତିକୁ ମହାନ କରିବ ।
ବିଜୁ ଯୁବବାହିନୀର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଜୀବନରେ ଶୃଙ୍ଖଳା, ସାହାସ ଓ ମିଳିମିଶି କାମ କରିବାକୁ ସେବା ପ୍ରେରଣା ଦିଏ । ସେବା ପାଇଁ କଠିନ ପରିଶ୍ରମ, ତ୍ୟାଗ ଓ ସଂକଳ୍ପ ଦରକାର । ସେବା ଅହଂ ଦୂର କରି ଚିନ୍ତାଧାରାକୁ ବ୍ୟାପକ କରିଥାଏ । ସେବା ହିଁ ଶ୍ରେଷ୍ଠ ଧର୍ମ ଓ ସେବାର ବିକଳ୍ପ ନାହିଁ । ପରିବାର ଭିତରେ ଆପଣମାନଙ୍କ କର୍ତ୍ତବ୍ୟ ହେଉଛି ପିତାମାତାଙ୍କ ସେବା । ଦେଶପାଇଁ ଆପଣମାନଙ୍କ ସେବା ହେଉଛି ଦେଶଭକ୍ତି । କୁହାଯାଏ, ମାନବ ସମାଜର ସେବା ହେଉଛି, ଇଶ୍ୱରଙ୍କ ସେବା । ତେଣୁ ମାନବ ସମାଜର ସେବା ହେଉଛି ପ୍ରକୃତି ଭକ୍ତି ।
ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁ ଓ ବିଜୁବାବୁ, ମା ରମା ଦେବୀ, ମାଳତୀ ଚୌଧୁରୀଙ୍କ ପରି ମହାପୁରୁଷ ମାନଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ହିଁ ମହାପୁରୁଷମାନଙ୍କୁ ମହାନ କରିଛି । ମାନବ ସମାଜର ସେବା ହିଁ ସେମାନଙ୍କର ଏକମାତ୍ର ଧର୍ମ ଥିଲା । ସେଥିପାଇଁ ସେମାନେ ସାରା ଜୀବନ ଯୁବସୁଲଭ ଉଦ୍ଦୀପନାରେ ମାନବ ସମାଜର ସେବା କରି ଚାଲୁଥିଲେ । ସେଥିପାଇଁ ସେମାନେ ମୃତ୍ୟୁ ପରେ ମଧ୍ୟ କୋଟି କୋଟି ଲୋକଙ୍କ ହୃଦୟରେ ଅମର ହୋଇ ରହିଛନ୍ତି ।
ବିଜୁ ଯୁବବାହିନୀର ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ହଜାର ହଜାର ଯୁବକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଥିଲେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ୬୧୮ କୋଟି ୬୬ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ ।
Previous Post

ନବୀନଙ୍କ ହାତ ଧରିଲେ ନବ, ଉଭୟ ଖୁସି

Next Post

କଂଗ୍ରେସକୁ ଚଡ଼କ: ଫ୍ରଡ୍ କେସ୍ ରେ ଫସିଲେ ପଟ୍ଟନାୟକ ବାପ-ପୁଅ

Next Post
କଂଗ୍ରେସକୁ ଚଡ଼କ: ଫ୍ରଡ୍ କେସ୍ ରେ ଫସିଲେ ପଟ୍ଟନାୟକ ବାପ-ପୁଅ

କଂଗ୍ରେସକୁ ଚଡ଼କ: ଫ୍ରଡ୍ କେସ୍ ରେ ଫସିଲେ ପଟ୍ଟନାୟକ ବାପ-ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA