Friday, April 17, 2026 11:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସକୁ ଜଗନ୍ନାଥ ସାହା

by Our Correspondent
08 Jul, 2017- 01:25 PM
in Latest News, Politics
1 min read
0
କଂଗ୍ରେସକୁ ଜଗନ୍ନାଥ ସାହା

ଭୁବନେଶ୍ୱର: ଏଠି କଂଗ୍ରେସ ସ୍ଥିତି ଆହୁରି ସଙ୍ଗୀନ ହେଲାଣି । ତାରା ବାହିନୀପତି ଓ ସୁର ରାଉତରାୟଙ୍କ କଯ୍ୟା ଶୁଣି ଲଜ୍ଜା ଲାଗୁଛି । ଗାଁ ଦାଣ୍ଡରେ ମାଇପିଙ୍କ କଳିଠାରୁ ଏହା କମ୍ ନୁହେଁ । ପ୍ରସାଦ ହରିଚନ୍ଦନ ଓ ବିଧାୟକ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ତିକ୍ତତାର ଏହି ଝଲକ ରାଜ୍ୟ କଂଗ୍ରେସକୁ ଅଧିକ କ୍ଷତାକ୍ତ କରିଛି । ବିଜେଡ଼ି ଓ ବିଜେପି କ୍ଷମତା ଦଖଲ ପାଇଁ ବଳ କଷାକଷିରେ ମନ ଦେଇଥିଲା ବେଳେ କଂଗ୍ରେସରେ ନିଜ ନିଜ ଭିତରେ ବଳ କଷାକଷି ବୁଦ୍ଧିଜୀବୀଙ୍କୁ ଲଜ୍ଜିତ କରିଛି ।

ବହୁ ଦିନ ଆଗରୁ ପ୍ରସାଦ ହଟାଓ ଜୋସ୍ ଧରିଛି ତାରା ବାହିନୀପତିଙ୍କୁ । ଦଳର ସାଥୀ ବିଧାୟକଙ୍କୁ ଏକାଠି କରି ସେ ପ୍ରସାଦଙ୍କ ବିରୋଧରେ କମ୍ପମାନ କରୁଛନ୍ତି । ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବାକୁ ସେ ଖୋଲାଖୋଲି ଦାବି କରୁଛନ୍ତି । ପଂଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ତାରା ଆଉ ଦୁଇପାଦ ଆଗକୁ ଯାଇଛନ୍ତି । ପ୍ରସାଦ ହଟୁନଥିବାରୁ ସୋନିଆ ଓ ରାହୁଲଙ୍କୁ ମଧ୍ୟ କଡ଼ା ଭାଷା ଶୁଣାଉଛନ୍ତି । ଓଡ଼ିଶା ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ବିଧାୟକ ଦଳ ଜୋକର୍ କରିଦେଇଛନ୍ତି । ଯୋଗେଶ ସିଂ ତାଙ୍କୁ “ହରିଆ” ନାଁରେ ସମ୍ବୋଧନ କରୁଛନ୍ତି । ହରି-ପ୍ରସାଦ ନ ହଟିଲା ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସ ଉଧେଇ ପାରିବନି ବୋଲି ବିଧାୟକ ଗୋଷ୍ଠୀ ଗଳା ଫଟାଇ ଚିତ୍କାର କରୁଛନ୍ତି ।

ସେପଟେ ପ୍ରସାଦ ହରିଚନ୍ଦନ ବି ଥୋବରା ହୋଇଯାଇଛନ୍ତି । ଦଳ ଭିତରେ ତାଙ୍କୁ ତୀବ୍ର ବିରୋଧ ସତ୍ତ୍ୱେ ସେ ଚଙ୍କୁନାହାନ୍ତି । ନା ସେ ରାଜ୍ୟରେ ଦଳର ସ୍ଥିତିକୁ ବଦଳେଇ ପାରୁଛନ୍ତି ନା ନେତାଙ୍କୁ ଏକାଠି କରି ଚାଲିପାରୁଛନ୍ତି । ଓଲଟି ସଂଗଠନ ଭୁଷୁଡ଼ିବାରେ ଲାଗିଛି । ତଥାପି ପଦ ମାଡ଼ିବସିବାକୁ ସେ ପସନ୍ଦ କରିଛନ୍ତି । ନିଜର ନୈତିକତା ଓ ସମ୍ମାନକୁ ବଳି ପକାଇ ସୋନିଆ ଏବଂ ରାହୁଲଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ଏହାଦ୍ୱାରା ପ୍ରସାଦ ନିଜ ବ୍ୟକ୍ତିତ୍ୱ ଓ ଭାବମୂର୍ତ୍ତିକୁ ଦଳିଚକଟି ଦେଇଛନ୍ତି । ଗଣମାଧ୍ୟମରେ ଶ୍ୱଶୁର ସୁର ରାଉତରାୟଙ୍କୁ ନିଜର ସୁରକ୍ଷାକବଚ ଭାବିନେଇଛନ୍ତି । ପାଟିରେ ବାଡବତା ନ ଥିବା ସୁର ବି ପ୍ରସାଦଙ୍କ ବିରୋଧୀଙ୍କୁ ମନଇଚ୍ଛା ଗାଳି କରୁଛନ୍ତି ।ଗୋଟେ ପଟେ ସୁର ଏବଂ ଆରପଟେ ତାରା । ଲୁଜ୍ ଟକ୍ ରେ କେହି କାହାରିଠାରୁ ଉଣା ନୁହଁନ୍ତି । ଆଉ ଗଣମାଧ୍ୟମରେ ପରଷ୍ପରର ଗୋହି ଖୋଳି ଏମାନେ ଯେଉଁ ସ୍ତରକୁ ଯାଉଛନ୍ତି ତାହା କଂଗ୍ରେସ ପ୍ରତି ଲୋକଙ୍କ ଅଧିକ ଘୃଣାଭାବ ସୃଷ୍ଟି କରିଛି । ଏଥିସହ ଦଳର ଭବିଷ୍ୟତକୁ ଅଧିକ ଅନ୍ଧାର ମଧ୍ୟକୁ ଠେଲିଦେଇଛନ୍ତି ।

କଂଗ୍ରେସର ଏଭଳି ଦୁର୍ଦ୍ଦଶା ପାଇଁ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଅନେକ ବରିଷ୍ଠ ନେତା । କଂଗ୍ରେସ ଘରକୁ ପାଣି ଆସି ବୁଡ଼ାଇବାକୁ ବସିଥିଲେ ମଧ୍ୟ ସୋନିଆ ଓ ରାହୁଲଙ୍କର ଉଦାସିନତା ଏହି ବିପଦକୁ ଡାକିଆଣିଥିବା ସେମାନେ କହିଛନ୍ତି । ଓଡ଼ିଶାରେ ଦଳର ଅବସ୍ଥା ଦିନକୁ ଦିନ ଖସି ଚାଲିଥିବା ବେଳେ ସୋନିଆ ଓ ରାହୁଲଙ୍କର ଚିନ୍ତା ନାହିଁ । କ’ଣ କଲେ ଦଳର ଅଣ୍ଟା ସଳଖିବ ତାହାର ଯୋଜନା ନାହିଁ । ଓଲଟି ସେମାନଙ୍କ କାର୍ଯ୍ୟକଳାପ ପିସିସି ଓ ବିଧାୟକ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳକୁ ଅଧିକ ପ୍ରଶମିତ କରୁଛି । ଏଥିରୁ ବୁଝାପଡୁଛି କି ଦଳର ଭବିଷ୍ୟତ ନେଇ ସେମାନେ ଜମାରୁ ଆଶାବାଦୀ ନାହାନ୍ତି । ତେଣିକି ଦଳ ଡୁବୁ କି ମରୁ ସେମାନଙ୍କର ଯାଏ ଆସେ ନାହିଁ ।

Previous Post

ରାଜ୍ୟପାଳ ଅପମାନିତ: ଏସୀୟ ଖେଳକୁଦ ଉଦଯାପନୀ ଉତ୍ସବରୁ ଦୂରେଇ ଗଲେ

Next Post

ଧାମରା ସରକାରୀ ଉତ୍ସବରେ ରାଜନୀତି !

Next Post
ଧାମରା ସରକାରୀ ଉତ୍ସବରେ ରାଜନୀତି !

ଧାମରା ସରକାରୀ ଉତ୍ସବରେ ରାଜନୀତି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA