Friday, May 1, 2026 02:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସ ଛାଡ଼ିଲେ ନବ ଦାସ

by Our Correspondent
16 Jan, 2019- 04:17 PM
in Latest News, News, Politics
1 min read
0
କଂଗ୍ରେସ ଛାଡ଼ିଲେ ନବ ଦାସ
ଭୁବନେଶ୍ୱର: ଶେଷରେ କଂଗ୍ରେସ ଛାଡ଼ିଛନ୍ତି ନବ ଦାସ । କଂଗ୍ରେସ କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଆଜି ସେ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ । ତେବେ ବିଜେଡ଼ିରେ ଯୋଗଦେଉଥିବା ନେଇ ସେ ତାଙ୍କ ଇସ୍ତଫାପତ୍ରରେ ଜଣାଇଛନ୍ତି । ବିଜେଡ଼ି ଟିକେଟରେ ଏଥର ନିର୍ବାଚନ ଲଢ଼ିବେ ବୋଲି ତିନି ଦିନ ତଳେ ନବ ସ୍ପଷ୍ଟ କରିଦେଇଥିଲେ । ଆଜି କଂଗ୍ରେସୁ ଇସ୍ତଫା ଦେଇ ସେ ନିଜ ଭବିଷ୍ୟତ ଆଗକୁ ବଢ଼ାଇଛନ୍ତି ।
ନବଙ୍କ ଇସ୍ତଫା ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ନିଶ୍ଚିତ କଷ୍ଟଦାୟକ । ମାତ୍ର ଦଳ ପାଇଁ ଶୁଭଙ୍କର । ବ୍ୟବସାୟିକ ସ୍ୱାର୍ଥ ରଖି ରାଜନୀତି କରୁଥିବା ବ୍ୟକ୍ତିଙ୍କ ଆଦର୍ଶବୋଧ ନାହିଁ । ନବଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏମିତି ବହୁ ନେତା ଦଳ ଛାଡ଼ିଛନ୍ତି ଏବଂ ଦଳକୁ ଆସିଛନ୍ତି । ଦଳ ଏବେ ସୁଦୃଢ଼ ହୋଇଛି ଏବଂ ଆଗକୁ ଆହୁରି ସୁଦୃଢ଼ ହେବ ବୋଲି ନିରଞ୍ଜନ କହିଛନ୍ତି ।
ଦଳର ବରିଷ୍ଠ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, କଂଗ୍ରେସ ପରିଚୟରେ ବଡ଼ ହୋଇଥିବା ନବ ରାଜନୈତିକ ସ୍ୱାର୍ଥ ରଖି ବିଜେଡ଼ିକୁ ଯାଇଛନ୍ତି । ତେବେ ବିଜେଡ଼ିରେ ସେ ଖତ ହୋଇଯିବେ ଏଥିରେ ସନ୍ଦେହ ନାହିଁ ।
ମଜ୍ଜାର କଥା, କଂଗ୍ରେସ ଛାଡ଼ିଥିବା ନବ ଦଳୀୟ ନେତୃତ୍ୱକୁ ଚକମା ଦେବାରେ ସକ୍ଷମ ହୋଇଛନ୍ତି । ସୂଚନା ଅନୁଯାୟୀ, ନବଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ହୋଇସାରିଥିଲା । ଆଜି ସଂଧ୍ୟାବେଳ ପିସିସି ସଭାପତି ଏହି ନିଷ୍ପତ୍ତି ଶୁଣାଇଥାଆନ୍ତେ । ମାତ୍ର ତା ପୂର୍ବରୁ ନବ ନିଜ ଆଡୁ ଇସ୍ତଫା ଦେଇଥିଲେ । ନବ ଇସ୍ତଫା ଦେବାର ଦେଢ଼ ଘଣ୍ଟା ପରେ ଯାଇ ତରବରିଆ ଭାବେ ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀଙ୍କ ଦସ୍ତଖତରେ ବହିଷ୍କାର ଆଦେଶ ବାହାରିଥିଲା । ଏହାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।
Previous Post

ତାଲିକା ଲମ୍ବୁଛି; ନବଙ୍କ ରାସ୍ତାରେ ଯୋଗେଶ

Next Post

ମାନସ ମଙ୍ଗରାଜଙ୍କୁ ପଦୋନ୍ନତି; ହେଲେ ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର)

Next Post
ମାନସ ମଙ୍ଗରାଜଙ୍କୁ ପଦୋନ୍ନତି; ହେଲେ ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର)

ମାନସ ମଙ୍ଗରାଜଙ୍କୁ ପଦୋନ୍ନତି; ହେଲେ ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର)

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA