Thursday, April 30, 2026 11:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କନ୍ଧମାଳ, ବଲାଙ୍ଗୀରରେ କିମସ୍ ର କୋଭିଡ୍ ହସ୍ପିଟାଲ୍

by Our Correspondent
04 Apr, 2020- 01:11 PM
in Latest News, News
1 min read
0
କନ୍ଧମାଳ, ବଲାଙ୍ଗୀରରେ କିମସ୍ ର କୋଭିଡ୍ ହସ୍ପିଟାଲ୍
ଫୁଲବାଣୀ/ବଲାଙ୍ଗୀର: ଭୁବନେଶ୍ୱରର କିମସ୍ ପରେ ଏବେ କନ୍ଧମାଳ ଓ ବଲାଙ୍ଗୀରରେ ଦୁଇଟି କୋଭିଡ୍ ହସ୍ପିଟାଲ୍ ପାଇଁ ଅଣ୍ଟା ଭିଡ଼ିଛନ୍ତି କିମସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଏଥିପାଇଁ ରାଜ୍ୟ ସରକାର, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାପାଳ ଏବଂ କିମସ୍ ମଧ୍ୟରେ ଦୁଇଟି ପୃଥକ୍ ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷରିତ ହୋଇ କାମ ତ୍ୱରାନ୍ୱିତ କରାଯାଇଛି ।
ଶୁକ୍ରବାର ଦିନ ପ୍ରଥମଟି ରାଜ୍ୟ ସରକାର, ଓଏମ୍‌ସି ଓ କିମ୍‌ସ ମଧ୍ୟରେ ସ୍ୱାକ୍ଷର ହୋଇଛି । କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଓ କିମ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପାଣିଗ୍ରାହୀ ଏହି ଚୁ୍‌କ୍ତିରେ ସ୍ୱାକ୍ଷର କରିଛନ୍ତି । ଚୁକ୍ତି ଅନୁସାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରାଯିବ ଓ ୧୦ଟି ଆସିୟୁ ସହ ଏହା ୧୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍‌ କରାଯିବା ନେଇ ଯୋଜନା ରହିଛି । ଏହି ହସ୍‌ପିଟାଲ୍‌ ପରିଚାଳନାର ସମସ୍ତ ଖର୍ଚ୍ଚ ଓଏମ୍‌ସି ବହନ କରିବ ।
ସେହିପରି ଦ୍ୱିତୀୟ ଚୁକ୍ତି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ୍‌ ଡାକୁଆଙ୍କ ସହ ସ୍ୱାକ୍ଷରିତ ହୋଇଛି । ୧୦ଟି କ୍ରିଟିକାଲ୍ କେୟାର ବେଡ୍‌ ସହ ଏଠାରେ ମୋଟ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ୍‌ ଓଏମ୍‌ସି ସହଯୋଗରେ ଚାଲିବ ।
ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ଦୁଇ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି । ଏଥିପାଇଁ କିମ୍‌ସ ସମସ୍ତ ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବ । ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ୧୯ ହସ୍‌ପିଟାଲ୍‌ ଆରମ୍ଭ କରାଯାଉଥିବା ବେଳେ ଭୁବନେଶ୍ୱର ପରେ କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ କୋଭିଡ୍‌ ହସ୍‌ପିଟାଲ୍‌ ଆରମ୍ଭ ହେଉଥିବା ଅତି ଆନନ୍ଦର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
Previous Post

ଏମାନଙ୍କୁ କହିବା ଡିହ ଗାଲୁଆ!

Next Post

କରୋନା ଆକ୍ରାନ୍ତଙ୍କ ଗାଁ ଦାନଗହିର ସଟ୍ ଡାଉନ୍

Next Post
କରୋନା ଆକ୍ରାନ୍ତଙ୍କ ଗାଁ ଦାନଗହିର ସଟ୍ ଡାଉନ୍

କରୋନା ଆକ୍ରାନ୍ତଙ୍କ ଗାଁ ଦାନଗହିର ସଟ୍ ଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA