Saturday, August 8, 2026 03:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନାର କାୟାବିସ୍ତାର: ପୁରୀକୁ ଫେରିଲା, ବୌଦ୍ଧକୁ ଡେଇଁଲା

by Our Correspondent
10 May, 2020- 10:15 PM
in Latest News, News
1 min read
0
କରୋନାର କାୟାବିସ୍ତାର: ପୁରୀକୁ ଫେରିଲା, ବୌଦ୍ଧକୁ ଡେଇଁଲା

*ରବିବାର ୮୩ ପଜିଟିଭ୍, ୬୧ ସୁରତ ଫେରନ୍ତା
*ଆକ୍ରାନ୍ତଙ୍କ ସଂଖ୍ୟା ୩୭୭, ଗଞ୍ଜାମରେ ୧୨୫

ଭୁୁବନେଶ୍ୱର: ସକାଳୁ ୫୮, ଦ୍ୱିପ୍ରହରେ ୧୦, ସଂଧ୍ୟାରେ ୧୫ । ଏହିଭଳି ଆଜି ଦିନରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୩ କରୋନା ଆକ୍ରାନ୍ତ । କେବଳ ଗଞ୍ଜାମରୁ ୩୬ ପଜିଟିଭ୍ ବାହାରିଛନ୍ତି । ବାଲେଶ୍ୱରରୁ ୧୫, ଅନୁଗୁଳ ୧୫, ଭଦ୍ରକ ୬, ଯାଜପୁରରୁ ୫ ଅଛନ୍ତି । ପୁରୀ ଜିଲ୍ଲାକୁ କରୋନା ଫେରି ୨ ଜଣଙ୍କୁ ଆକ୍ରାନ୍ତ କରିଛି । ପୂର୍ବରୁ ଜିଲ୍ଲାରେ ଜଣେ ପଜିଟିଭ୍ ବାହାରିଥିଲେ ମଧ୍ୟ ସେ ସୁସ୍ଥ ହୋଇଗଲେଣି । ପ୍ରଥମ ଥର ପାଇଁ ଆଜି ବୌଦ୍ଧରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ତାଲିକାରେ ବୌଦ୍ଧ ସାମିଲ ହୋଇଥିବାରୁ ୨୧ ଜିଲ୍ଲା ଏବେ କରୋନା କବଳରେ ।
ଆଜିର ୮୩ ପଜିଟିଭ୍ ଙ୍କ ମଧ୍ୟରୁ ୬୧ ଜଣ ହେଉଛନ୍ତି ସୁରତ ଫେରନ୍ତା । ସୁରତ ଫେରନ୍ତା ପଜିଟିଭ୍ ତାଲିକାରେ ଗଞ୍ଜାମର ୩୬, ଅନୁଗୁଳର ୧୩, ଯାଜପୁରର ୨, ଭଦ୍ରକର ୬ ଏବଂ ବୌଦ୍ଧର ୩ ଅଛନ୍ତି । ବାଲେଶ୍ୱରର ୧୫ ପଜିଟିଭ୍ ଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକ ଫେରନ୍ତା ଏବଂ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା । ଯାଜପୁରର ଜଣେ କୋଲକତା ଫେରନ୍ତା ହୋଇଥିବା ବେଳେ ଆଉ ୨ ଜଣ କୋଲକତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ପୁରୀର ୨ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ।
ଏହି ହିସାବରେ ଆଜିର ୮୩ ପଜିଟିଭ୍ ଙ୍କ ମଧ୍ୟରୁ ୮୦ ଜଣ ଗୁଜୁରାଟ(ସୁରତ), ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ(କୋଲକତା) ଫେରନ୍ତା । ଯାଜପୁରର ୨ ଜଣ କୋଲକତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନୁଗୁଳରୁ ଚିହ୍ନଟ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ ।
ଗଞ୍ଜାମରୁ ସର୍ବାଧିକ ୧୨୫ ପଜିଟିଭ୍ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣ ମୃତ୍ୟୁବରଣ କରିଛନ୍ତି । ତେଣୁ ଏବେ ଆକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୦୬ ।
ଜିଲ୍ଲାୱାରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
ଗଞ୍ଜାମ ୧୨୫, ଯାଜପୁର ୬୦, ଖୋର୍ଦ୍ଧା ୫୦, ବାଲେଶ୍ୱର ୪୨, ଭଦ୍ରକ ୩୧, ଅନୁଗୁଳ ୧୫, ସୁନ୍ଦରଗଡ଼ ୧୩, କେନ୍ଦ୍ରାପଡ଼ା ୮, ମୟୁରଭଞ୍ଜ ୮, ଜଗତସିଂହପୁର ୫, ବୌଦ୍ଧ ୩, ପୁରୀ ୩, ବଲାଙ୍ଗୀର ୨, କଟକ ୨, ଝାରସୁଗୁଡ଼ା ୨, କଳାହାଣ୍ଡି ୨, କେନ୍ଦୁଝର ୨, ଦେବଗଡ଼ ୧, ଢ଼େଙ୍କାନାଳ ୧, କୋରାପୁଟ ୧, ନୟାଗଡ଼ ୧
ସୁସ୍ଥଙ୍କ ସଂଖ୍ୟା
ଯାଜପୁର ୨, ଖୋର୍ଦ୍ଧା ୩୨, , ବାଲେଶ୍ୱର ୯, ଭଦ୍ରକ ୧୨, ସୁନ୍ଦରଗଡ଼ ୬, କେନ୍ଦ୍ରାପଡ଼ା ୨, ପୁରୀ ୧, କଟକ ୧, କଳାହାଣ୍ଡି ୨, ଢ଼େଙ୍କାନାଳ ୧
ମୃତ: ଗଞ୍ଜାମ ୧, ଖୋର୍ଦ୍ଧା ୨
Previous Post

୧୨ ତାରିଖରୁ ଟ୍ରେନ୍, ସୋମବାର ଅପରାହ୍ନ ୪ଟାରୁ ବୁକିଂ

Next Post

ଘରେ ରହିବେ ଲକ୍ଷଣ ନଥିବା କରୋନା ପଜିଟିଭ୍

Next Post
ଘରେ ରହିବେ ଲକ୍ଷଣ ନଥିବା କରୋନା ପଜିଟିଭ୍

ଘରେ ରହିବେ ଲକ୍ଷଣ ନଥିବା କରୋନା ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA