Wednesday, July 1, 2026 09:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା@୨୭୦: ଆଜି ୫୧ ପଜିଟିଭ୍, ଜଣଙ୍କୁ ଛାଡ଼ି ସବୁ ସୁରତ ଫେରନ୍ତା

by Our Correspondent
08 May, 2020- 11:27 PM
in Latest News, News
1 min read
0
କରୋନା@୨୭୦: ଆଜି ୫୧ ପଜିଟିଭ୍, ଜଣଙ୍କୁ ଛାଡ଼ି ସବୁ ସୁରତ ଫେରନ୍ତା

ଗଞ୍ଜାମରୁ ୪୩, କେନ୍ଦ୍ରାପଡ଼ା ୫, ଭଦ୍ରକ ୩

ଭୁୁବନେଶ୍ୱର: ଆଜି ଦିନରେ ତିନୋଟି ପର୍ଯ୍ୟାୟରେ ରାଜ୍ୟରୁ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୩ ଜଣ ଥିବା ବେଳେ କେନ୍ଦ୍ରାପଡ଼ାରୁ ୫ ଏବଂ ଭଦ୍ରକରୁ ଅଛନ୍ତି ୩ ପଜିଟିଭ୍ । ଗଞ୍ଜାମରୁ ଜଣେ ଆକ୍ରାନ୍ତ କେରଳ ଫେରନ୍ତା, ବାକି ସମସ୍ତେ ସୁରତ ଫେରନ୍ତା । ମୁମ୍ବାଇର ଜଣେ ୪୨ ବର୍ଷୀୟ ଟ୍ରକ୍ ଡ୍ରାଇଭର ଭୁବନେଶ୍ୱରରେ ଦୁର୍ଘଟଣାର ଶିକାର ହୋଇ ଏମସ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କର କୋଭିଡ୍ ଟେଷ୍ଟ ପଜିଟିଭ୍ ବାହାରିଥିଲେ ମଧ୍ୟ ତାହା ମହାରାଷ୍ଟ୍ର ତାଲିକାରେ ଯାଇଛି ।
ଆଜି ସକାଳେ ପ୍ରଥମ ଦଫାରେ ଏକାଥରେ ୨୬ ପଜିଟିଭ୍ ତାଲିକା ଆସିଥିଲା । ସେଥିରେ ଗଞ୍ଜାମର ୧୯ ଥିବା ବେଳେ ଭଦ୍ରକର ୨ ଏବଂ କେନ୍ଦ୍ରାପଡ଼ାର ୫ ଥିଲେ । ସମସ୍ତେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫, ୨୪, ୩୦, ୧୮, ୨୯, ୫୭, ୩୮, ୩୧, ୫୮, ୨୧, ୪୧, ୩୨, ୩୩, ୨୭, ୩୫ ଏବଂ ୩୧ । ଏମାନଙ୍କ ମଧ୍ୟରୁ ଗଂଜାମର ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ସୁରତ ଫେରନ୍ତା ଏବଂ କ୍ୱାରେଣ୍ଟାଇନ୍ ରେ ଥିଲେ ।
ଦ୍ୱିତୀୟ ଦଫାରେ ସୁରତ ଫେରନ୍ତା ଭଦ୍ରକର ଜଣେ ୩୩ ବର୍ଷୀୟ ଯୁବକଙ୍କର ପଜିଟିଭ୍ ବାହାରିଥିଲା ।
ତୃତୀୟ ପର୍ଯ୍ୟାୟରେ କେବଳ ଗଞ୍ଜାମରୁ ୨୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତେ ସୁରତ ଫେରନ୍ତା ।
ପଞ୍ଚମ ପର୍ଯ୍ୟାୟରେ ମୁମ୍ବାଇ ଟ୍ରକ୍ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଆଜିର ପଜିଟିଭ୍ ଙ୍କୁ ମିଶାଇ ଗଞ୍ଜାମରୁ ସର୍ବାଧିକ ୭୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତା ପଛକୁ ଯାଜପୁରରୁ ୫୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୦ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ୱରରୁ ୨୭, ଭଦ୍ରକରୁ ୨୪, ସୁନ୍ଦରଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୮, ଜଗତସିଂହପୁରରୁ ୫, ମୟୁରଭଞ୍ଜରୁ ୪, ବଲାଙ୍ଗୀରରୁ ୨, ଝାରସୁଗୁଡ଼ାରୁ ୨, କେନ୍ଦୁଝରରୁ ୨, କଟକରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୧, ଦେବଗଡ଼ରୁ ୧, ଢ଼େଙ୍କାନାଳରୁ ୧ ଏବଂ ପୁରୀରୁ ୧ ଆକ୍ରାନ୍ତ ହୋଇଛନ୍ତି ।
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ କୁ ବୃଦ୍ଧି ପାଇଥିଲା ବେଳେ ୨ ମୃତ ଏବଂ ୬୩ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ରହିଛି ୨୦୫ ।
Previous Post

ମଦ ଦୋକାନରେ ମାଷ୍ଟ୍ରେ

Next Post

କ୍ୱାରେଣ୍ଟାଇନ୍ ଅବଧି ୨୮ ଦିନ ବଢ଼ିଲା, ଦିନକୁ୧୫୦ ଟଙ୍କାର ରୋଜଗାର ସୁବିଧା

Next Post
କ୍ୱାରେଣ୍ଟାଇନ୍ ଅବଧି ୨୮ ଦିନ ବଢ଼ିଲା, ଦିନକୁ୧୫୦ ଟଙ୍କାର ରୋଜଗାର ସୁବିଧା

କ୍ୱାରେଣ୍ଟାଇନ୍ ଅବଧି ୨୮ ଦିନ ବଢ଼ିଲା, ଦିନକୁ୧୫୦ ଟଙ୍କାର ରୋଜଗାର ସୁବିଧା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA