Thursday, April 30, 2026 06:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ୍ୱାରେଣ୍ଟାଇନ୍ ଅବଧି ୨୮ ଦିନ ବଢ଼ିଲା, ଦିନକୁ୧୫୦ ଟଙ୍କାର ରୋଜଗାର ସୁବିଧା

by Our Correspondent
08 May, 2020- 11:32 PM
in Latest News, News
1 min read
0
କ୍ୱାରେଣ୍ଟାଇନ୍ ଅବଧି ୨୮ ଦିନ ବଢ଼ିଲା, ଦିନକୁ୧୫୦ ଟଙ୍କାର ରୋଜଗାର ସୁବିଧା
ଭୁୁବନେଶ୍ୱର: କ୍ୱାରେଣ୍ଟାଇନ୍(ସଙ୍ଗରୋଧ) ଅବଧି ୧୪ ଦିନ ବଦଳରେ ଏଣିକି ୨୮ ଦିନ ହେବ । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ବାହାରୁ ଫେରୁଥିବା ପ୍ରବାସୀମାନେ ୨୧ ଦିନ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଏବଂ ୭ ଦିନ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ । କରୋନା ଚିହ୍ନଟ ପାଇଁ ୧୪ ଦିନର କ୍ୱାରେଣ୍ଟାଇନ୍ ଅବଧି ଯଥେଷ୍ଟ ହେଉ ନ ଥିବାରୁ ସମ୍ଭବ ହେଉ ନ ଥିବାରୁ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ ଅନ୍ୟାନ୍ୟ ରିପୋର୍ଟକୁ ବିଚାର କରି କ୍ୱାଣ୍ଟୋଇନ୍ ଅବଧି ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି ।
କ୍ୱାରେଣ୍ଟାଇନ୍ ଅବଧିରେ ଜଣେ ଚାହିଁଲେ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ । ରୋଷେଇଠାରୁ ଆରମ୍ଭ କରି ପରିସରର ପରିଚ୍ଛନ୍ନତା, ପରିମଳ ବ୍ୟବସ୍ଥା, କ୍ୟାମ୍ପସ୍ ର ଉନ୍ନତିକରଣ ଏବଂ ମରାମତି କାର୍ଯ୍ୟ, ନିକଟସ୍ଥ ଖେଳପଡ଼ିଆର ବିକାଶ ଓ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟରେ ସଂପୃକ୍ତ କରିପାରିବେ । ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଦୈନିକ ୧୫୦ ଟଙ୍କା ହାରରେ ସର୍ବାଧିକ ୧୦ ଦିନ ପାଇଁ ୧୫୦୦ ଟଙ୍କା ପାରିଶ୍ରମିକ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହା ପ୍ରଦାନ କରାଯିବ ବୋଲି ଶ୍ରୀ ବାଗଚୀ କହିଛନ୍ତି । କ୍ୱାରେଣ୍ଟାଇନ୍ ଅବଧି ପୂରଣ ପରେ ସରକାରଙ୍କ ଘୋଷିତ ୨୦୦୦ ଟଙ୍କା ସାଙ୍ଗରେ ଏହି ଟଙ୍କା ମିଳିବ ।
Previous Post

କରୋନା@୨୭୦: ଆଜି ୫୧ ପଜିଟିଭ୍, ଜଣଙ୍କୁ ଛାଡ଼ି ସବୁ ସୁରତ ଫେରନ୍ତା

Next Post

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

Next Post
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA