Thursday, April 30, 2026 05:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କରୋନା କଟକଣା ବଢ଼ିଲା: ୭ ଜଣରୁ ଅଧିକ ଏକାଠି ହେବେନି; ବାର୍,ରେଷ୍ଟୁରାଣ୍ଟ ବନ୍ଦ

by Our Correspondent
20 Mar, 2020- 04:52 PM
in Latest News, News
1 min read
0
କରୋନା କଟକଣା ବଢ଼ିଲା: ୭ ଜଣରୁ ଅଧିକ ଏକାଠି ହେବେନି; ବାର୍,ରେଷ୍ଟୁରାଣ୍ଟ ବନ୍ଦ
ଭୁୁବନେଶ୍ୱର: କରୋନା ପାଇଁ ଆହୁରି ବଢ଼ିଲା କଟକଣା । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ସରକାରୀ କଟକଣା ନିର୍ଦ୍ଦେଶାନାମା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଆଜିଠାରୁ ଏହି କଟକଣା ଲାଗୁ ହୋଇଛି ।
 # ସର୍ବସାଧାରଣ ଜାଗାରେ ୭ ଜଣରୁ ଅଧିକ ଲୋକ ଏକାଠି ହେବେନି
 # ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
# ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ବଦଳରେ ଚାଲିବେ
# ସବ୍ ସପିଂ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରୀ 
# କରୋନା ସମ୍ପର୍କିତ ବୈଠକ ଛଡ଼ା ସବୁ ସରକାରୀ ବୈଠକ ବାତିଲ
 # କରୋନା ସମ୍ପର୍କିତ ବୈଠକରେ ରହିବ ୨ ମିଟର ଦୂରତ୍ୱ 
 # ଭିଡ଼ିଓ କନଫରେନ୍ସିଂରେ ହେବ କ୍ୟାବିନେଟ୍, ମନ୍ତ୍ରୀସ୍ତରୀୟ ବୈଠକ
 # ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ

ଦ୍ୱିତୀୟ କରୋନା ଆକ୍ରାନ୍ତ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି

ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣଙ୍କ ୧୯ ବର୍ଷର ଯୁବକ । ୧୯ ତାରିଖରେ ସେ ବ୍ରିଟେନ୍ ରୁ ଫେରିଥିଲେ । ତାଙ୍କୁ ହସ୍ପିଟାଲ୍ ରେ ଆଇସୋଲେସନରେ ରଖାଯାଇଛି । ତାଙ୍କ ପରିବାର ଲୋକ ହୋମ୍ ଆଇସୋଲେସନରେ ଅଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇଥିବା ବେଳେ ଅବଶିଷ୍ଟ ୩ ଜଣଙ୍କୁ ଖୋଜିବା ପାଇଁ ୮ଟି ଟିମ୍ ନିୟୋଜିତ ହୋଇଥିବା ସେ କହିଛନ୍ତି ।

‘ଜନତା କର୍ଫ୍ୟୁ’ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆସନ୍ତା ୨୨ ତାରିଖ ରବିବାର ଦିନ ସାରା ଦେଶରେ ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍ କୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ଦିନ ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଡାକ୍ତର, ନର୍ସ, ଆମ୍ବୁଲାନଓ କର୍ମଚାରୀଙ୍କ ସମେତ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ସେମାନଙ୍କ କାର୍ଯ୍ୟରେ ବାଧା ନ ଦେବାକୁ ଅନୁରୋଧ କରିଛନ୍ତି ।

୧୮୨ ଦେଶରେ କରୋନା

ଗତକାଲି କରୋନାରେ ୧୭୬ ଦେଶ ପ୍ରଭାବିତ ଥିବା ବେଳେ ଆଜି ୧୮୨ ଦେଶକୁ ବ୍ୟାପିଛି । ଏଥିରେ ସମୁଦାୟ ୨ ଲକ୍ଷ ୪୬ ହଜାର ୫୨୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ୱରେ ମୋଟ ୧୦ ହଜାର ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ କାଲି ସୁଦ୍ଧା ୧୭୪ କରୋନା ପଜିଟିଭ୍ ଥିଲା ବେଳେ ଆଜି ତାହା ୨୦୬କୁ ବୃଦ୍ଧି ପାଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।
Previous Post

ହାତ ଟେକିଦେଲେ କମଲନାଥ

Next Post

ମୋଦିଙ୍କଠାରୁ ସହଯୋଗ ମାଗିଲେ ନବୀନ

Next Post
ମୋଦିଙ୍କଠାରୁ ସହଯୋଗ ମାଗିଲେ ନବୀନ

ମୋଦିଙ୍କଠାରୁ ସହଯୋଗ ମାଗିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA