Tuesday, May 26, 2026 01:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାହାର ଭାଗ କେତେ?

by Our Correspondent
11 Apr, 2019- 11:39 PM
in Latest News, News, Politics
1 min read
0
କାହାର ଭାଗ କେତେ?
ଭୁବନେଶ୍ୱର: ଆଜି ନିର୍ବାଚନ ହୋଇଥିବା ୪ ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ କାହାର ଭାଗ କେତେ? ରାଜନୀତିରେ ରୁଚି ରୁଖିଥିବା ସବୁ ବ୍ୟକ୍ତି ବିଶେଷଙ୍କ ପାଇଁ ଏହାର ଉତ୍ତର ଏବେ ଦୁର୍ମୁଲ୍ୟ ହୋଇଯାଇଛି । ଏହାର ଆକଳନ ପାଇବା ପାଇଁ ସମସ୍ତଙ୍କ ମନରେ ବ୍ୟଗ୍ରତା । ଅଳ୍ପ କେତୋଟି ଆସନକୁ ଛାଡ଼ିଦେଲେ ଅଧିକାଂଶ ଆସନରେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢ଼େଇ ହୋଇଥିବା କୁହାଯାଉଛି ।
କୌତୁହଳର କଥା, ମତଦାନ ସରୁ ସରୁ ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି ଆମେ ତିନି ଚତୁର୍ଥାଂଶ ଆସନ ଦଖଲ କରି ନିଶ୍ଚିତ ସରକାର ଗଢ଼ିବୁ । ଯୁବବର୍ଗ ଭୋଟରମାନେ ମୋଦିଙ୍କୁ ଭୋଟ ଦେଇଛନ୍ତି ବୋଲି ତାଙ୍କର ଦାବି । ତେବେ ଏହି ଆକଳନ ସେ ଭୁବନେଶ୍ୱରରେ ବସି ଜାଣିଦେଲେ ନା ଖାଲି ହାୱା କରିବା ଆଳରେ କହିଦେଲେ ତାହା ଜଣାପଡ଼ିନାହିଁ ।
ସେପଟେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବି ଦୃଢ଼ ଆଶାବାଦୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୋଟ ଦେଇଥିବା ମତଦାତାଙ୍କୁ ସେ ଧନ୍ୟବାଦ ଜଣାଇବା ସହ ୨୦୧୪ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭ ଦେଖାଇଛନ୍ତି । ତେବେ ନିର୍ଦ୍ଦିଷ୍ଟ ସଂଖ୍ୟାର ଆକଳନ କରିନାହାନ୍ତି ନବୀନ । ଆଜି ନୁହେଁ, ବହୁ ପୂର୍ବରୁ ନବୀନ ଏହି ଦମ୍ଭ ଦେଖାଇ ଆସୁଛନ୍ତି । ଏଥର ନିର୍ବାଚନରେ ବିଜେଡ଼ି ବହୁତ ଭଲ ପ୍ରଦର୍ଶନ କରି ପଞ୍ଚମ ଥର ପାଇଁ ସରକାର ଗଢ଼ିବ ବୋଲି ବାରମ୍ବାର କହୁଛନ୍ତି ।
ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ଆସନଗୁଡ଼ିକର ପୂର୍ବସ୍ଥିତି ଦେଖିଲେ ବିଜେଡ଼ି ହାତରେ ୪ ଟି ଯାକ ଲୋକସଭା ଆସନ ରହିଥିଲା । ସେହିଭଳି ୨୮ଟି ବିଧାନସଭା ଆସନରୁ ୨୦ଟି ଥିଲା ବିଜେଡ଼ି ହାତରେ । ବିଜେପି ହାତରେ ନୂଆପଡ଼ା(ବସନ୍ତ ପଣ୍ଡା), ଖରିଆର(ଦୁର୍ଯୋଧନ ମାଝୀ) ଥିବା ବେଳେ କଂଗ୍ରେସ ହାତରେ ଡାବୁଗାଁ(ଭୁଜବଳ ମାଝୀ), କୋଟପାଡ(ଚନ୍ଦ୍ରଶେଖର ମାଝୀ), ଲକ୍ଷ୍ମୀପୁର(କୈଳାସ ଚନ୍ଦ୍ର କୁଲେସିକା), କୋରାପୁଟ(କୃଷ୍ଣଚନ୍ଦ୍ର ସଗରିଆ), ଜୟପୁର(ତାରାପ୍ରସାଦ ବାହିନୀପତି) ଏବଂ ପାରଳାଖେମୁଣ୍ଡି(କେଙ୍ଗମ୍ ସୂର୍ଯ୍ୟ ରାଓ) ଆସନ ରହିଥିଲା । ତେଣୁ ଏଥର ବିଜେଡ଼ି, କଂଗ୍ରେସ ଓ ବିଜେପି କିଏ କେତେ ଉପରକୁ ଉଠୁଛି ନା ତଳକୁ ଖସୁଛି ତାହା ମେ ୨୩ ତାରିଖରେ ହିଁ ଜଣାପଡ଼ିବ ।
Previous Post

ମତଦାନ ଶାନ୍ତିପୂର୍ଣ୍ଣ, ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

Next Post

ବୈଜୟନ୍ତଙ୍କ କାରନାମା!୨୦୧୪ରେ ମିଥ୍ୟାପାଠ, ୨୦୧୯ରେ ସତ୍ୟପାଠ

Next Post
ବୈଜୟନ୍ତଙ୍କ କାରନାମା!୨୦୧୪ରେ ମିଥ୍ୟାପାଠ, ୨୦୧୯ରେ ସତ୍ୟପାଠ

ବୈଜୟନ୍ତଙ୍କ କାରନାମା!୨୦୧୪ରେ ମିଥ୍ୟାପାଠ, ୨୦୧୯ରେ ସତ୍ୟପାଠ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA