Tuesday, May 26, 2026 12:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମତଦାନ ଶାନ୍ତିପୂର୍ଣ୍ଣ, ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

by Our Correspondent
11 Apr, 2019- 07:47 PM
in Latest News, News
1 min read
0
ମତଦାନ ଶାନ୍ତିପୂର୍ଣ୍ଣ, ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ଇଭିଏମ୍ ବାକ୍ସରେ ସିଲ୍ ହୋଇଛି ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ୪ ଟି ଲୋକସଭା ଓ ୨୮ ଟି ବିଧାନସଭା ଆସନରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୬% ମତଦାନ ସହ ଶାନ୍ତିପୂର୍ଣ୍ଣ ରହିଥିଲା ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନରେ ଭାଗନେବା ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
ମାଲକାନଗିରି, କୋରାପୁଟ ଜିଲ୍ଲାର କିଛି ବୁଥ୍ ରେ ଇଭିଏମ୍ ରେ ବିଭ୍ରାଟ ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା । ମାଲକାନଗିରି ଏମଭି ୧୪ ଗ୍ରାମର ୯୦ ନଂ ବୁଥ୍ ରେ ଇଭିଏମ୍ ମେସିନ ଗଡ଼ବଡ଼ ହୋଇଥିଲା । ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଅନ୍ୟ ପ୍ରାର୍ଥୀଙ୍କ ଚିହ୍ନକୁ ପଳଉଥିଲା । ଇଭିଏମ୍ ରେ ଏହି ଅନିୟମିତତା ବିରୋଧରେ ଗ୍ରାମବାସୀମାନେ ଟାୟାର ଜାଳି ପ୍ରତିରୋଧ କରିଥିଲେ । ପରେ ଦୁଇଟି ମେସିନ୍ ବଦଳା ଯାଇ ଭୋଟ ଗ୍ରହଣ ହୋଇଥିଲା । ଜିଲ୍ଲାର ୩୦ଟି ବୁଥ୍ ରେ ଇଭିଏମ୍ ମେସିନ୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ମତଦାନ ବିଳମ୍ବ ହୋଇଥିଲା । ଗୁଣୁପୁର ପଦ୍ମପୁର, ଉମରକୋଟ ଏବଂ ରାଇଘର ବ୍ଲକ୍ ର ଗୋଟିଏ ଦୁଇଟି ବୁଥ୍ ରେ ଇଭିଏମ୍ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ହୋଇଥିଲା । ବ୍ରହ୍ମପୁର ଓ ଜୟପୁରର କିଛି ବୁଥ୍ ରେ ମଧ୍ୟ ଇଭିଏମ୍ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା ।
୨୮ ଟି ବିଧାନସଭା କ୍ଷେତ୍ରମଧ୍ୟରୁ ୨୦ଟି ମାଓ ଅଧ୍ୟୁଷିତ ଇଲାକାରେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା । ମାଓବାଦୀଙ୍କ ଭୟରେ ଚିତ୍ରକୋଣ୍ଡାର ୧୫ ଟି ବୁଥ୍ ରେ କେହି ଭୋଟ ଦେବାକୁ ଆସି ନ ଥିଲେ । ପ୍ରଥମ ପର୍ଯ୍ୟାୟ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିବା ଡିଜି ବିଜୟ ଶର୍ମା କହିଛନ୍ତି ।
Previous Post

ରାତି ପାହିଲେ ଭାଗ୍ୟ ପରୀକ୍ଷା

Next Post

କାହାର ଭାଗ କେତେ?

Next Post
କାହାର ଭାଗ କେତେ?

କାହାର ଭାଗ କେତେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA