Monday, May 25, 2026 10:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେଉଁ ରାଶି ବ୍ୟକ୍ତିଙ୍କ ପାଇଁ କେମିତି ରହିବ ୨୦୧୯ ଜାଣନ୍ତୁ

by Our Correspondent
01 Jan, 2019- 10:12 PM
in News
1 min read
0
କେଉଁ ରାଶି ବ୍ୟକ୍ତିଙ୍କ ପାଇଁ କେମିତି ରହିବ ୨୦୧୯ ଜାଣନ୍ତୁ
୨୦୧୯ର ଅଙ୍କ ୩ । ୩ ଅଙ୍କ ବୃହଷ୍ପତ୍ତିଙ୍କ ଅଙ୍କ । ୩ ବୃହଷ୍ପତ୍ତିଙ୍କ ହୋଇଥିବାରୁ ବର୍ଷ ସାରା ବୃହଷ୍ପତ୍ତିଙ୍କ ପ୍ରଭାବ ରହିବ । ବର୍ଷର ପ୍ରାରମ୍ଭ କନ୍ୟା ଲଗ୍ନରୁ ହେବ। କନ୍ୟା ଲଗ୍ନରେ ମଙ୍ଗଳ ଗ୍ରହ ଏବଂ ଗ୍ରହଙ୍କ ପ୍ରଭାବ ରହିବ । ବର୍ଷ ଆରମ୍ଭରେ ଚନ୍ଦ୍ରମା ତୁଳା ରାଶିରେ ଅବସ୍ଥାନ କରିବେ । ଯେଉଁଥିପାଇଁ ଶୁକ୍ର ଗ୍ରହଙ୍କ ପ୍ରଭାବ ମଧ୍ୟ ରହିବ । ଯେଉଁମାନଙ୍କ ରାଶିରେ ବୃହଷ୍ପତ୍ତିଙ୍କ ଉଚ୍ଚ ସ୍ଥାନରେ ଥିବେ ସେମାନେ ଆସନ୍ତା ବର୍ଷ ଲାଭବାନ ରହିବେ। ଯେଉଁମାନଙ୍କ ରାଶିରେ ଶୁକ୍ରଙ୍କ ସ୍ଥିତି ଭଲ ଥିବା ସେମାନଙ୍କ ପାଇଁ ମଧ୍ୟ ୨୦୧୯ ଶୁଭ ଫଳ ପ୍ରଦାନ କରିବ।ବିବାହ, ବ୍ରତ ଏବଂ ଅନ୍ୟାନ୍ୟ ଶୁଭ କାର୍ୟ୍ୟ ପାଇଁ ଆସନ୍ତା ବର୍ଷ ଅତ୍ୟନ୍ତ ଶୁଭ। ୨୦୧୯ରେ ଧନର ବର୍ଷ ହେବ ।
୨୦୧୯ରେ କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଅଧିକ ଫଳପ୍ରଦ ଆସନ୍ତୁ ଜାଣିବା :
ଯେଉଁମାନଙ୍କ ଜନ୍ମ ତାରିଖ ୩, ୧୨, ୨୧ କିମ୍ବା ୩୦ ହୋଇଥିବା ସେମାନେ ଲାଭବାନ ହେବେ । ଯେଉଁମାନେ ଏବେ ୨୧ ବର୍ଷ, ୩୦ବର୍ଷ , ୩୯ବର୍ଷ, ୪୮ବର୍ଷ କିମ୍ବା ୫୭ ବର୍ଷରେ ପଦାର୍ପଣ କରିଛନ୍ତି ସେମାନେ ମଧ୍ୟ ଲାଭବାନ ହେବେ। ଯେଉଁମାନେ ମାର୍ଚ୍ଚ, ଜୁନ, ନଭେମ୍ବର କିମ୍ବା ଡିସେମ୍ବର ମାସରେ ଜନ୍ମ ହୋଇଛନ୍ତି ତାଙ୍କ ପାଇଁ ୨୦୧୯ ଅତ୍ୟନ୍ତ ଶୁଭ। ମିଥୁନ ରାଶି, ଧନୁ ରାଶି ଏବଂ ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ। ଯେଉଁମାନଙ୍କ କୁଣ୍ଡଳୀରେ ବୃହଷ୍ପତ୍ତି ଲଗ୍ନରେ ବାସ କରୁଛନ୍ତି ସେମାନଙ୍କ ପାଇଁ ୨୦୧୯ ଅତ୍ୟନ୍ତ ଶୁଭ।
କେଉଁ ରାଶିର ବ୍ୟକ୍ତି ୨୦୧୯ରେ ସମସ୍ୟାର ସମ୍ମୁଖୀନ ହେବେ ଆସନ୍ତୁ ଜାଣିବା :
ଯେଉଁମାନଙ୍କ ଜନ୍ମ ତାରିଖ ୬, ୧୫ କିମ୍ବା ୨୪ ହୋଇଥିବା ସେମାନଙ୍କ ପାଇଁ ସମସ୍ୟା ଉପୁଜିପାରେ । ବିଶେଷକରି ବୃଷ ରାଶି, ତୁଳା ରାଶି ଏବଂ କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୧୯ ଶୁଭଫଳ ଦେବନାହିଁ ଜ୍ଝ ଯେଉଁମାନଙ୍କ କୁଣ୍ଡଳୀରେ ବୃହଷ୍ପତ୍ତି ନିଚ୍ଚରେ ଥିବେ ସେମାନଙ୍କ ପାଇଁ ଆସନ୍ତା ବର୍ଷ ଅଶୁଭ ରହିବ । ଯେଉଁମାନେ ଅନାବଶ୍ୟକ ବାଦବିବାଦରେ ପଡନ୍ତି ତାଙ୍କ ପାଇଁ ୨୦୧୯ ଅଶୁଭ । ଯେଉଁମାନଙ୍କ ଖାଇବା ପିଇବା ଅସ୍ୱାଭାବିକ ସେମାନେ ମଧ୍ୟ ନାନାଦି ସମସ୍ୟା ଦେଇ ଗତି କରିପାରନ୍ତି ।
ଆସନ୍ତା ବର୍ଷକୁ ଭଲ ଭାବେ କେମିତି ବିତେଇବେ ଜାଣନ୍ତୁ କିଛି ସରଳ ଉପାୟ :
ସୁନା କିମ୍ୱା ପିତ୍ତଳରେ ତିଆରି ଏକ ମୁଦି ତର୍ଜନୀ ଆଙ୍ଗୁଠିରେ ଧାରଣ କରିବେ । ବର୍ଷ ସାରା ହଳଦୀ ମିଶା ପାଣି ସୂର୍ୟ୍ୟ ଦେବତାଙ୍କୁ ଅର୍ପଣ କରିବେ । ବର୍ଷ ସାରା ଗରିବ ଲୋକଙ୍କୁ ହଳଦିଆ ବସ୍ତୁ କିମ୍ବା କଦଳୀ ଦାନ କରିବେ । ଗାୟତ୍ରୀ ମନ୍ତ୍ରକୁ ହିନ୍ଦୁ ଧର୍ମରେ ଯଶ ମନ୍ତ୍ର ଭାବେ ଗଣନା କରାଯାଇଥାଏ । ବର୍ଷ ସାରା ପ୍ରତିଦିନ ଏହି ମନ୍ତ୍ର ଜପ କରିବେ । ମେଷ, କର୍କଟ, ସିଂହ, ବୃଷ, ଧନୁ, ମୀନ ରାଶି ବ୍ୟକ୍ତି ବିଶେଷ ଅଧିକାଂଶ ସମୟରେ ହଳଦିଆ ବସ୍ତ୍ର ଧାରଣ କରିବେ କିମ୍ବା ହଳଦିଆ ବସ୍ତୁ ବ୍ୟବହାର କରିବେ । ଅପରପକ୍ଷରେ ବୃଷ, ମିଥୁନ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶି ବ୍ୟକ୍ତି ବିଶେଷ ସବୁଜ ରଙ୍ଗ ଅଧିକ ବ୍ୟବହାର କରିବେ ।
Previous Post

୨୦୧୯: ନୂଆ ସ୍ୱପ୍ନ, ନୂଆ ସମ୍ଭାବନା

Next Post

ହଟିବେ ୩ କ୍ୟାବିନେଟ୍ ମନ୍ତ୍ରୀ !

Next Post
ହଟିବେ ୩ କ୍ୟାବିନେଟ୍ ମନ୍ତ୍ରୀ !

ହଟିବେ ୩ କ୍ୟାବିନେଟ୍ ମନ୍ତ୍ରୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA