Wednesday, April 29, 2026 05:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ୍ରିଷାନ କୁମାର ହେଲେ ପୂର୍ତ୍ତ ସଚିବ, ବଲୱନ୍ତ ସିଂ ବିଡ଼ିଏ ଉପାଧ୍ୟକ୍ଷ

by Our Correspondent
02 Mar, 2019- 11:50 PM
in Latest News, News
1 min read
0
କ୍ରିଷାନ କୁମାର ହେଲେ ପୂର୍ତ୍ତ ସଚିବ, ବଲୱନ୍ତ ସିଂ ବିଡ଼ିଏ ଉପାଧ୍ୟକ୍ଷ
ଭୁବନେଶ୍ୱର: ନଳିନୀକାନ୍ତ ପ୍ରଧାନଙ୍କ ଜାଗାରେ ରସାନନ୍ଦ ସାହୁଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ରାଜ୍ୟ ସରକାର ପଅରଦିନନିଯୁକ୍ତି ଦେଇଥିଲେ । ମାତ୍ର ଆଜି ତାଙ୍କୁ ସେଠାରୁ ହଟାଇ ଦିଆଯାଇଛି । ସେହି ଜାଗାରେ ସମବାୟ ବିଭାଗର ସଚିବ ଡ. କ୍ରିଷନ୍ କୁମାରଙ୍କୁ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଅତ୍ୟଧିକ ଭାରକୁ ଦୃଷ୍ଟିରେ ରଖି ତାଙ୍କଠାରୁ କୃଷି ଓ ପଶୁ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଥିଲେ ମଧ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରୁ ହଟାଯାଇନି ।
ସେହିଭଳି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଗତକାଲି ନିଯୁକ୍ତି ପାଇଥିବା ଆଇଏଫଏସ ଅଫିସର ପ୍ରେମ୍ କୁମାର ଝାଙ୍କ ନିଯୁକ୍ତି ଆଦେଶକୁ ବାତିଲ କରାଯାଇଛି । ସେହି ଜାଗାରେ ବଲୱନ୍ତ ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବଲୱନ୍ତ ଅତିରିକ୍ତ ଭାବେ ବିଡ଼ିଏ ଉପାଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ ।
ଉଚ୍ଚଶିକ୍ଷା ବିଭାଗର କମିଶନ ତଥା ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି । ତାଙ୍କୁ ବାଣିଜ୍ୟକର ଏବଂ ଜିଏସଟି କମିଶନର ଭାବେ କଟକରେ ନିଯୁକ୍ତି ଦିଆଯାଇଛି । ତେବେ ପୂର୍ବଭଳି ସେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓସଡାମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ବାଣିଜ୍ୟକର ଏବଂ ଜିଏସଟି କମିଶନର ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନ ତଥା ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ବଦଳି କରାଯାଇ ରାଜସ୍ୱ ପରିଷଦର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅତିରିକ୍ତ ଦାୟିତ୍ୱ ଭାବେ ଏହି ପଦରେ ରହିଥିବା ରତ୍ନାକର ରାଉତଙ୍କୁ ହଟାଇ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ ଅଧୀନରେ ସ୍ପେଶାଲ୍ ପ୍ରୋଜେକ୍ଟସ୍ ର ନିର୍ଦ୍ଦେଶକ ପ୍ରେମ୍ କୁମାର ଚୌଧୁରୀଙ୍କୁ କଣ୍ଟ୍ରୋଲର୍, ଲିଗାଲ୍ ମେଟ୍ରୋଲୋଜି ତଥା ଖାଉଟୀ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି । ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଅପରିବର୍ତ୍ତିତ ରଖାଯାଇଛି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
Previous Post

ଜନ୍ମମାଟିରେ ଅଭିନନ୍ଦନ

Next Post

ଜଷ୍ଟିସ୍ ଅଜିତ୍ ସିଂ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ

Next Post
ଜଷ୍ଟିସ୍ ଅଜିତ୍ ସିଂ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ

ଜଷ୍ଟିସ୍ ଅଜିତ୍ ସିଂ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA