Thursday, April 30, 2026 03:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ୍ୱାରେଣ୍ଟାଇନ୍ ନିୟମ ନ ମାନିବାରୁ ସଂକ୍ରମଣ

by Our Correspondent
02 May, 2020- 05:27 PM
in Latest News, News
1 min read
0
କ୍ୱାରେଣ୍ଟାଇନ୍ ନିୟମ ନ ମାନିବାରୁ ସଂକ୍ରମଣ

ଯାଜପୁରରୁ ନୂଆ ୮ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୫୭

ଭୁବନେଶ୍ୱର: ଆଜି ଦିନରେ ଯାଜପୁରରୁ ୮ ପଜିଟିଭ୍ ରିପୋର୍ଟ ଆସିଲାଣି । ସଂଧ୍ୟାରେ ଆଉ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ କୁ ବୃଦ୍ଧି ପାଇଛି । ବରୀ ବ୍ଲକ୍ ର ଜଣେ ୬୨ ବର୍ଷର ବୃଦ୍ଧ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଘର ବରୀ ବ୍ଲକ୍ ରେ ଏବଂ ସେ ମଧ୍ୟ କୋଲକତା ଫେରନ୍ତା ।
ଏହା ପୂର୍ବରୁ ୨ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ବୟସ ୪୮ ଏବଂ ୫୫ ବର୍ଷ । ଉଭୟଙ୍କ ଘର ବରୀ ବ୍ଲକ୍ ରେ ଏବଂ ସେମାନେ କୋଲକତା ଫେରନ୍ତା ।
ସକାଳେ ୫ ଜଣ ପଜିଟିଭ୍ ଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ଅଛନ୍ତି । ପୁରୁଷଙ୍କ ବୟସ ଯଥାକ୍ରମେ ୨୮, ୫୬ ଏବଂ ୬୩ ବର୍ଷ । ମହିଳାଙ୍କ ମଧ୍ୟରେ ଜଣେ ୨୪ ବର୍ଷର ଯୁବତୀ ଏବଂ ଅନ୍ୟଜଣଙ୍କ ବୟସ ୬୦ ବର୍ଷ । ୫ ଜଣ ଯାକ କୋଲକତା ଫେରନ୍ତା ଏବଂ କ୍ୱାରେଣ୍ଟାଇନ୍ ରେ ଥିଲେ । କାହାରି ଲକ୍ଷଣ ନଥିଲା ।
ଆଜିର ୮ ଜଣଙ୍କୁ ମିଶାଇ ଯାଜପୁରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଏବଂ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ କୁ ବୃଦ୍ଧି ପାଇଛି । ୫୫ ଜଣ ସୁସ୍ଥ ହୋଇ ସାରିଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ ହୋଇଛି ।
ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ନୁକୁଞ୍ଜ ଧଳଙ୍କ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାରୁ ଏ ପର୍ଯ୍ୟନ୍ତ ଚିହ୍ନଟ ୪୭(ଆଉ ଜଣେ ପଜିଟିଭ୍ ପରେ ଆସିଲେ) ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ମଙ୍ଗଳପୁର ବ୍ଲକ୍ ର କଟିକଟା ଅଞ୍ଚଳର । ୫ ଜଣ କୋଲକତା ଫେରନ୍ତା ହୋଇଥିବା ବେଳେ ଅନ୍ୟମାନେ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କୁ ଆବଶ୍ୟକତା ଅନୁଯାୟୀ ଇନଷ୍ଟିଚୁ୍ୟସନାଲ୍ ଅଥବା ହୋମ୍ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିଲେ ମଧ୍ୟ ସେମାନେ ନିୟମକୁ ମାନିନାହାନ୍ତି । ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ଧଳ କହିଛନ୍ତି । କଟିକଟାରୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି ।
Previous Post

ଯାଜପୁରରୁ ଆଉ ୫ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୫୪

Next Post

ଅପରେସନ୍ ଶୁଭଯାତ୍ରା: କର୍ଣ୍ଣାଟକ ଓ ଆନ୍ଧ୍ରରୁ ଫେରିବେ ପ୍ରବାସୀ

Next Post
ଅପରେସନ୍ ଶୁଭଯାତ୍ରା: କର୍ଣ୍ଣାଟକ ଓ ଆନ୍ଧ୍ରରୁ ଫେରିବେ ପ୍ରବାସୀ

ଅପରେସନ୍ ଶୁଭଯାତ୍ରା: କର୍ଣ୍ଣାଟକ ଓ ଆନ୍ଧ୍ରରୁ ଫେରିବେ ପ୍ରବାସୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA