Thursday, April 30, 2026 04:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଖସୁଛି ସୌମ୍ୟଙ୍କ ଟିଆରପି

by Our Correspondent
02 Sep, 2017- 09:26 PM
in Latest News, News
1 min read
0
ଖସୁଛି ସୌମ୍ୟଙ୍କ ଟିଆରପି
ଭୁବନେଶ୍ୱର: ରାଜ୍ୟର ସଫଳ ଉଦ୍ୟୋଗୀ, ସାମ୍ବାଦିକ, ବୁଦ୍ଧିଜୀବୀ, ପୂର୍ବତନ ସାଂସଦ, ‘ସମ୍ବାଦ’ ସମ୍ବାଦକ, କନକ ଟିଭି ମାଲିକ, ‘ଆମ ଓଡ଼ିଶା’ ଅଧ୍ୟକ୍ଷ, ‘ଆମ ଓଡ଼ିଶା ପାର୍ଟି’ ସଭାପତି ସର୍ବୋପରି ବିଚକ୍ଷଣ ବ୍ୟକ୍ତିତ୍ୱର ଅଧିକାରୀ ସୌମ୍ୟରଂଜନ ପଟ୍ଟନାୟକଙ୍କର ଜନମାନସରେ ଆଉ ପୂର୍ବ ଚମକ ନାହିଁ । ରାଜନୀତିରେ ଅସ୍ଥିରତା ଓ ବିଫଳତାର ସ୍ୱାଦ ଚାଖି ଚାଲିଥିବା ସୌମ୍ୟଙ୍କର ନିଜସ୍ୱ ଟିଆରପି ଖସି ଖସି ଯାଉଛି । ନିକଟରେ ପାଳିତ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ସମାରୋହରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।
ସର୍ବପୁରାତନ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ୫୬ତମ ପ୍ରତିଷ୍ଠା ଦିବସ ସମାରୋହ ଗତ ୩୦ ତାରିଖରେ ବହୁ ଜାକଜମକରେ ବଲାଙ୍ଗୀରରେ ପାଳିତ ହୋଇଥିଲା । ସମାରୋହକୁ ତିନି ଜଣ ଅତିଥି ଆମନ୍ତ୍ରିତ ହୋଇଥିଲେ । ଜଣେ ମୁଖ୍ୟ ଅତିଥି, ଜଣେ ମୁଖ୍ୟବକ୍ତା ଓ ଜଣେ ସମ୍ମାନିତ ଅତିଥି । ସାଧାରଣତଃ କୌଣସି ସଭା ପାଇଁ ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ମାପକାଠିରେ ଅତିଥି ଚୟନ କରାଯାଇଥାଏ । ସେହି ମାପକାଠି ବିଚାରରେ ତଳକୁ ତଳ ରହନ୍ତି ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି । ବଲାଙ୍ଗୀର ସାମ୍ବାଦିକ ସଂଘ ସମାରୋହରେ ସୌମ୍ୟ ପଟ୍ଟନାୟକଙ୍କୁ ମିଳିଥିଲା ସମ୍ମାନିତ ଅତିଥି ଆମନ୍ତ୍ରଣ । ଅର୍ଥାତ୍ ଗେଷ୍ଟ ମେରିଟ୍ ଲିଷ୍ଟ୍ ରେ ସେ ଥିଲେ ତୃତୀୟରେ । ବାଚସ୍ପତି ପ୍ରଦୀପ ଅମାତ୍ ଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଆମନ୍ତ୍ରିତ ହୋଇଥିଲେ ବରିଷ୍ଠ ସାମ୍ବାଦିକ ତଥା କନକ ଟିଭି, ଜୀ କଳିଙ୍ଗ ଟିଭି ଓ ଇଟିଭି ଚାନେଲ୍ ର ପୂର୍ବତନ ମୁଖ୍ୟ ସତ୍ୟପ୍ରକାଶ ନାୟକ । ସୁତରାଂ ଗେଷ୍ଟ ମେରିଟ୍ ଲିଷ୍ଟରେ ସୌମ୍ୟଙ୍କ ଉପରେ ରହିଥିଲେ ସତ୍ୟପ୍ରକାଶ ।
ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ମାନିତ ଅତିଥି ଆମନ୍ତ୍ରଣକୁ ସୌମ୍ୟବାବୁ କିନ୍ତୁ ନାକ ନ ଟେକି ନିଜ ମହାନତାର ପରିଚୟ ଦେଇଥିଲେ । ବିନା ଦ୍ୱିଧାରେ ଆମନ୍ତ୍ରଣ ରକ୍ଷା କରି ସେଦିନର ସଭାରେ ଯୋଗଦେଇଥିଲେ । ସେ ଯାହା ହେଉ ନା କାହିଁକି, ଓଡ଼ିଆ ସାମ୍ବାଦିକତାକୁ ନୂଆ ଦିଶା ଦେଇଥିବା ସୌମ୍ୟରଂଜନଙ୍କର ଗୁରୁତ୍ୱ ଯେ କମିଛି ତାହା ସେଦିନର ଅତିଥି ଚୟନରୁ ସ୍ପଷ୍ଟ ହୋଇଥିଲା । ଖାଲି ସେତିକି ନୁହେଁ, ସୌମ୍ୟଙ୍କ ଭାଷଣ ଶୁଣିବାକୁ ସାମ୍ବାଦିକଙ୍କର ଆଗ୍ରହ ବି ନ ଥିଲା । ଓଲଟି ସାମ୍ବାଦିକଙ୍କର ମୁଖ୍ୟ ଆକର୍ଷଣ ଥିଲେ ସତ୍ୟପ୍ରକାଶ । ସମ୍ମାନିତ ଅତିଥି ସୌମ୍ୟ ବି ବେଶ୍ ଉତ୍କଣ୍ଠାର ସହ ଶୁଣିଥିଲେ ତାଙ୍କ ପୂର୍ବତନ କର୍ମଚାରୀ ସତ୍ୟଙ୍କ ଭାଷଣ ।
Previous Post

ଶିକ୍ଷକ ଆନ୍ଦୋଳନ: ସଂଘ ଖୁସ୍, ସରକାର ଖୁସ୍

Next Post

ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍

Next Post
ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍

ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA