Thursday, April 30, 2026 08:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଅସଲି ନୁହେଁ, ନକଲି

by Our Correspondent
07 Mar, 2019- 02:28 PM
in Latest News, News, Politics
1 min read
0
ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଅସଲି ନୁହେଁ, ନକଲି
ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମରେ ବାହାରିଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଜାଲ୍ ବା ନକଲି । ନିଜ ମନରୁ କେହି ଏହି ତାଲିକାଟି ପ୍ରସ୍ତୁତ କରି ବାହାରକୁ ଛାଡ଼ିଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି । ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ଏକ ଫେକ୍ ନୁ୍ୟଜ୍ ମାର୍କେଟ୍ ରେ ବୁଲୁଛି । କଂଗ୍ରେସ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇନାହିଁ କି କୌଣସି ଗଣମାଧ୍ୟମକୁ ଦିଆଯାଇନାହିଁ । ତେଣୁ ଏହା ଉପରେ ବିଶ୍ୱାସ ନ କରିବାକୁ ସେ ଅନୁରୋଧ କରିଛନ୍ତି ।
ଶ୍ରୀ ନାୟକ କହିଛନ୍ତି, ଗତକାଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ ବସି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି । ୨୧ ଟି ଲୋକସଭା ଓ ୧୪୭ ଟି ବିଧାନସଭା ଆସନ ପାଇଁ ଏକାଧିକ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ତାଲିକା ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ କମିଟି ଏହା ଉପରେ ତର୍ଜମା କରିବା ପରେ ଏଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ତେଣୁ କୌଣସି କିମ୍ବା ଗୁଜବ ଜାଲ୍ ପ୍ରାର୍ଥୀ ତାଲିକା ବିଶ୍ୱାସକୁ ନ ନେବାକୁ ଦଳ ପକ୍ଷରୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସର ଏକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଗତକାଲିଠାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହେଉଛି । ଆଜି ବିଭିନ୍ନ ଖବରକାଗଜରେ ମଧ୍ୟ ଏହି ତାଲିକା ପ୍ରକାଶ ପାଇଛି । କିଛି ଦିନ ତଳେ ବିଜେଡ଼ିର କାହାର ଟିକେଟ କଟୁଛି ତାହାର ଏକ ତାଲିକା ଅଡ଼ିଓ ରୂପରେ ଭାଇରାଲ୍ ହୋଇଥିଲା । ମାତ୍ର ଏହା ଏକ ଜାଲ୍ ଅଡ଼ିଓ ବୋଲି ବିଜେଡ଼ି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ସେହିଭଳି ବିଜେପିର ଏକ ଲୋକସଭା ପ୍ରାର୍ଥୀ ତାଲିକା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଛି । ତେବେ ଏଥିରେ ସତ୍ୟାସତ୍ୟ ନ ଥିବା କୁହାଯାଉଛି ।
ଏଠରେ ଜଣାଇଦେଉଛୁ ଯେ ‘ମିଡ୍ ଡ଼େ ଓଡ଼ିଶା’ କଂଗ୍ରେସର ଏହି ନକଲି ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ । ଗତକାଲି ନିର୍ବାଚନ କମିଟି ବୈଠକ ସରିଲା କ୍ଷଣି ‘ମିଡ୍ ଡ଼େ ଓଡ଼ିଶା’ ପାଖରେ ଏହି ତାଲିକା ପହଞ୍ଚଞ୍ଚି ଥିଲେ ମଧ୍ୟ ଏହା ଜାଲ୍ ବୋଲି ଅନୁସନ୍ଧାନରୁ ଜଣାପଡ଼ିଥିଲା । ଅନୁରୂପ ଭାବେ ଭାଇରାଲ୍ ହୋଇଥିବା ବିଜେଡ଼ି ଏବଂ ବିଜେପି ପ୍ରାର୍ଥୀ ତାଲିକାର ସତ୍ୟାସତ୍ୟ ଉପରେ ସନେ୍ଦହ କରି ତାହାକୁ ମଧ୍ୟ ପ୍ରକାଶ କରି ନ ଥିଲୁ ।
Previous Post

ଝାମେଲା ତୁଟିଲାନି, ନିରଞ୍ଜନଙ୍କ ହାତକୁ ଗଲା କ୍ଷମତା

Next Post

ବୁୁନୁଙ୍କ ବିଧାୟକ ଆଶା ମଉଳିଲା

Next Post
ବୁୁନୁଙ୍କ ବିଧାୟକ ଆଶା ମଉଳିଲା

ବୁୁନୁଙ୍କ ବିଧାୟକ ଆଶା ମଉଳିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA