Thursday, April 30, 2026 06:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗିରଫ ପୂର୍ବରୁ ଅଭିଯୁକ୍ତ ଗାଧୋଇବ, ନୂଆ ଜାମା ପିନ୍ଧିବ

by Our Correspondent
21 Jun, 2020- 02:29 PM
in Latest News, National, News
1 min read
0
ଗିରଫ ପୂର୍ବରୁ ଅଭିଯୁକ୍ତ ଗାଧୋଇବ, ନୂଆ ଜାମା ପିନ୍ଧିବ
ବେଙ୍ଗଲୁରୁ: ସେ ପୁରୁଷ ହୁଅନ୍ତୁ ବା ମହିଳା, ଗିରଫ ପୂର୍ବରୁ ଅଭିଯୁକ୍ତ କିମ୍ବା ଅଟକ ରଖିବା ପୂର୍ବରୁ ସନ୍ଦିଗ୍ଧଙ୍କୁ ଭଲଭାବେ ଗାଧୋଇ ଦେଇ ଏବଂ ସଫା ଜାମା-ପ୍ୟାଣ୍ଟ ପିନ୍ଧାଇ ଦେଇ ଗିରଫ କର । ସଙ୍ଗେ ସଙ୍ଗେ କରୋନା ଟେଷ୍ଟ କରାଅ, ଆଉ ରିପୋର୍ଟ ନଆସିବା ପର୍ଯ୍ୟନ୍ତ, ସେମାନଙ୍କ ଠାରୁ ସାମାଜିକ ଦୂରତା ରକ୍ଷା କର । ବେଙ୍ଗଲୁରୁ କମିଶନରେଟ୍ ପୋଲିସ୍ ପାଇଁ ଏଭଳି ପରାମର୍ଶ ଦେଇଛନ୍ତି ସିପି ଭାସ୍କର ରାଓ ।
କରୋନା ପାଇଁ ଚାପରେ ସାରା ଦେଶର ପୋଲିସ୍ ଫୋର୍ସ । ବିଭିନ୍ନ ସ୍ଥାନରେ ସେମାନଙ୍କ ମଧ୍ୟରୁ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କିଛି କର୍ମଚାରୀଙ୍କର ମଧ୍ୟ ପ୍ରାଣ ଗଲାଣି । ନିକଟରେ ବେଙ୍ଗଳୁରୁ କମିଶନରେଟ୍ ପୋଲିସର ୧୬ ହଜାର ଫୋର୍ସଙ୍କ ମଧ୍ୟରୁ ୩୮ ଜଣଙ୍କ ଠାରେ କରୋନା ପଜିଟିଭ୍ ବାହାରିଛି । ୨ ଜଣଙ୍କର ଜୀବନ ଯାଇଥିବା ବେଳେ ୩୫୦ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ତେଣୁ ଏଭଳି ସ୍ଥିତିରେ ଅଧସ୍ତନ କର୍ମଚାରୀ, ଅଭିଯୁକ୍ତଙ୍କୁ ଗିରଫ କରିବା କିମ୍ବା ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖିବା ପୂର୍ବରୁ ସାବଧାନତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଟି ଟପ୍ କପ୍ ଭାସ୍କର ରାଓ ।
ଏହା ସବୁ କ୍ଷେତ୍ରରେ ସମ୍ଭବ ହୋଇ ନପାରେ, କିନ୍ତୁ ଯଦି ସୁଯୋଗ ଅଛି ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କୁ ତାଙ୍କ ଘରେ କିମ୍ବା ପାଖରେ ଥିବା ସର୍ବସାଧାରଣ ଶୌଚାଳୟରେ ଗାଧୋଇବାକୁ କୁହାଯାଉ । ତା ପରେ ସଫା ପୋଷାକପତ୍ର ପିନ୍ଧାଇ ଥାନାକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ।
ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କ ଠାରୁ ପୋଲିସ୍ କର୍ମଚାରୀଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥିବା ସନ୍ଦେହ କରିଛନ୍ତି ଭାସ୍କର ରାଓ । ତେଣୁ ନିଜ କର୍ମଚାରୀ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ବିଭିନ୍ନ ମାମଲାରେ ବେଙ୍ଗଲୁରୁ ପୋଲିସକୁ କର୍ଣ୍ଣାଟକ ବାହାରକୁ ଯିବାକୁ ପଡୁଛି । କିନ୍ତୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳକୁ ସ୍ୱତନ୍ତ୍ର ଟିମ୍ ଯାଉଥିଲେ ମଧ୍ୟ କରୋନା ପାଇଁ ବର୍ତ୍ତମାନ ପରିସ୍ଥିତିରେ ମହାରାଷ୍ଟ୍ର ଯିବା ଉପରେ ପ୍ରତିବନ୍ଧକ ଲଗାଇଛି କର୍ଣ୍ଣାଟକ ପୋଲିସ ।
Previous Post

ଦିନକରେ ୨୧ ଜିଲ୍ଲାରୁ ୩୦୪ ପଜିଟିଭ୍, ୨ ମୃତ

Next Post

ସୁପ୍ରିମ୍ କୋର୍ଟରେ ଆସନ୍ତାକାଲିକୁ ଝୁଲିଲା ରଥଯାତ୍ରା ନିଷ୍ପତ୍ତି

Next Post
ସୁପ୍ରିମ୍ କୋର୍ଟରେ ଆସନ୍ତାକାଲିକୁ ଝୁଲିଲା ରଥଯାତ୍ରା ନିଷ୍ପତ୍ତି

ସୁପ୍ରିମ୍ କୋର୍ଟରେ ଆସନ୍ତାକାଲିକୁ ଝୁଲିଲା ରଥଯାତ୍ରା ନିଷ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA