Tuesday, May 26, 2026 05:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୁମର ଖୋଲୁଛି, ବିଜେଡ଼ିରେ ହଇଚଇ

by Our Correspondent
15 Dec, 2016- 11:27 AM
in News
1 min read
0
ଗୁମର ଖୋଲୁଛି, ବିଜେଡ଼ିରେ ହଇଚଇ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୟୁ ଟ୍ୟୁବ୍ ରେ ପ୍ରସାରିତ ଭିଡ଼ିଓ କ୍ଲିପିଂରେ ରହିଥିବା ଯୌନଦୃଶ୍ୟର ନାୟକ ବିଜେଡ଼ିର ଜଣାଶୁଣା ପାୱାରଫୁଲ୍ ନେତା ବୋଲି କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ବିଧାନସଭା ଯିବାକୁ ପାଗ ଭିଡ଼ିଥିବା ଏହି ନେତା ରାଜଧାନୀରେ ଅଖଣ୍ଡ କ୍ଷମତାର ମାଲିକ । ମୁଖ୍ୟମନ୍ତ୍ରୀଙ୍କର ଅତି ପାଖଲୋକ ହୋଇଥିବାରୁ କାହାରିକୁ ଖାତିର୍ କରନ୍ତିନି । ମନ୍ତ୍ରୀ, ବିଧାୟକଙ୍କୁ ବି ପାସଙ୍ଗରେ ନିଅନ୍ତିନି । ତାଙ୍କର ଅନୈତିକ କାରବାର ସମ୍ପର୍କରେ ଅତୀତରେ ବହୁ ଆଲୋଚନା ହୋଇଥିଲା । ମାତ୍ର ତାହାର ପ୍ରମାଣ ମିଳିପାରୁ ନ ଥିଲା । ତେବେ ନିର୍ଦ୍ଦିଷ୍ଟ ନ୍ୟୁଜ୍ ୱେବ୍ ଏହି କାରବାରର ଖୁଲାସା କରିଛି । ଖାଲି ସେତିକି ନୁହେଁ, ଏହା ପଛରେ ଘଟିଥିବା ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ କରିଛି । ସତ୍ୟ ହୋଇଥିଲେ ଏହା ନିଶ୍ଚିତ ସାଂଘାତିକ ।

ମିଳିଥିବା ଖବର ଅନୁଯାୟୀ, ସଂପୃକ୍ତ ନେତାଙ୍କର ୟୁନିଟ୍-୮ରେ ରହୁଥିବା ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହେଉଥିଲା । ସ୍ୱାମୀଙ୍କ ଜାଣତରେ ଏପରିକି ସାମନାରେ ଉକ୍ତ ପ୍ରଭାବଶାଳୀ ନେତାଙ୍କ ସହ ମହିଳା ଯୌନ ସମ୍ପର୍କ ରଖୁଥିବା ଚର୍ଚ୍ଚା ହେଉଥିଲା । ସଦ୍ୟ ବଜାରକୁ ଆସିଥିବା ସିଡିରେ ଏଭଳି ତ୍ରିକୋଣୀୟ ଯୌନ ଦୃଶ୍ୟ ଦେଖିବାକୁ ମିଳୁଛି । ମହିଳାଙ୍କୁ ଉପଭୋଗ କରୁଥିବା ବ୍ୟକ୍ତିଜଣଙ୍କ ସେହି ପ୍ରଭାବଶାଳୀ ନେତା ବୋଲି ମଧ୍ୟ ଦାବି ହୋଇଛି । ୧ ଘଣ୍ଟାର ସେହି ଭିଡ଼ିଓ କ୍ଲିପିଂ ଦେଖିଲେ ତାହାର ସତ୍ୟତା ତ ଜାଣିହେଉଛି । ମାତ୍ର ଏହା ଯେ ଅନୁସନ୍ଧାନସାପେକ୍ଷ ତାହା କହିବାର ଆବଶ୍ୟକତା ନାହିଁ । ପୁଲିସ ଏହି ସିଡ଼ିକୁ ଜବତ କରି ସତ୍ୟାସତ୍ୟ ପରୀକ୍ଷା କରୁ । ସତ୍ୟାସତ୍ୟ ନ ଥିଲେ ସିଡ଼ି ପ୍ରସାରଣ କରିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ମିଳିଥିବା ଶେଷ ଖବର ଅନୁଯାୟୀ, ସଂପୃକ୍ତ ନେତା ନିଜକୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରିଛନ୍ତି । କିଛି ସାମ୍ବାଦିକଙ୍କୁ ଧରି ଘଟଣା ଚପାଇବାକୁ ଉଦ୍ୟମ କରୁଛନ୍ତି । ତେବେ ଯେତେ ଚେଷ୍ଟା କଲେ ବି ସତ ଲୁଚି ରହିବ ନାହିଁ ଏବଂ ଆଗକୁ ସ୍ଥିତି ସଙ୍ଗୀନ ହେବ ବୋଲି ବିଜେଡ଼ି ଶିବିରରେ ଜୋରଦାର ଚର୍ଚ୍ଚା ହେଉଛି ।

Previous Post

ବ୍ଲୁ ସିଡ଼ିରେ ଏ ବିଜେଡ଼ି ନେତା କିଏ ?

Next Post

ସବୁ କିଛି ରହସ୍ୟଘେରରେ..

Next Post
ସବୁ କିଛି ରହସ୍ୟଘେରରେ..

ସବୁ କିଛି ରହସ୍ୟଘେରରେ..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA