Tuesday, May 26, 2026 05:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସବୁ କିଛି ରହସ୍ୟଘେରରେ..

by Our Correspondent
17 Dec, 2016- 05:48 AM
in News
1 min read
0
ସବୁ କିଛି ରହସ୍ୟଘେରରେ..

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଋଷିଙ୍କ ମୃତ୍ୟୁ ପଛରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗକୁ ଦାନା ଧରେଇଛନ୍ତି ଋଷିଙ୍କ କଲେଜ ସାଙ୍ଗ । ଏକ ଘରୋଇ ଟିଭିରେ ସେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସିଡ଼ିରେ କଏଦ ହୋଇଥିବା ଲୋକଟି ମେୟର ଅନନ୍ତ ଜେନା ଓ ସେହି ମହିଳାଜଣଙ୍କ ତାଙ୍କ ବନ୍ଧୁ ଋଷିଙ୍କ ପ୍ରେମିକାର ବୋଉ ବୋଲି କହିଛନ୍ତି । ତୃତୀୟ ଲୋକଟି ପ୍ରେମିକାର ବାପା ବୋଲି କହିଛନ୍ତି । ବର୍ଷକ ତଳେ ଋଷିଙ୍କ ପ୍ରେମିକା ଘର ବେଡରୁମ୍ ରେ ଏହି ଦୃଶ୍ୟର ରେକର୍ଡିଂ କରାଯାଇଥିଲା । ନିଜେ ଋଷି ଓ ତାଙ୍କ ପ୍ରେମିକା ଗୋପନ କ୍ୟାମେରା ଲଗାଇ ଏହା ରେକର୍ଡିଂ କରିଥିଲେ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଋଷି ତାଙ୍କୁ ସବୁକଥା କହିଥିଲେ ଏବଂ ସିଡ଼ିଟି ଦେଖାଇଥିଲେ । ଏହା ଶତ ପ୍ରତିଶତ ସତ ବୋଲି ଋଷିଙ୍କ ସାଙ୍ଗ କହିଛନ୍ତି । ନିରପେକ୍ଷ ଅନୁସନ୍ଧାନ ହେଲେ ସେ ତାଙ୍କର ବୟାନ ରଖିବେ, ଡରିବେ ନାହିଁ ବୋଲି କହିଛନ୍ତି ।

ସେପଟେ ଋଷିଙ୍କ ମାଆ ଗଣମାଧ୍ୟମକୁ ଦେଇଥିବା ବୟାନ ବି ମେୟରଙ୍କ ଭୂମିକାକୁ ଆହୁରି ସନ୍ଦେହଘେରକୁ ଟାଣିଛି । ସେ କହିଛନ୍ତି, ତାଙ୍କ ଭାଇ(ଋଷିଙ୍କ ମାମୁଁ) ମେୟରଙ୍କ ସାଙ୍ଗ ବୋଲି ସେ ଜାଣନ୍ତି । ତେବେ ପୁଅର ମୃତ୍ୟୁ ସହ ତାଙ୍କର କ’ଣ ସମ୍ପର୍କ ସେ କହିପାରିବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଖୋଳତାଡ଼ରୁ ଏ ନେଇ ଆହୁରି ବିସ୍ଫୋରକ ତଥ୍ୟ ମିଳିଛି । ବିଏମସିରେ ନିମାପଡ଼ା ଅଞ୍ଚଳର ରାଜୁ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଠିକାଦାର କରନ୍ତି । ବିଏମସିର ସବୁ ବଡ଼ ଠିକାଦାରୀ କାମ ସେ କରନ୍ତି । ମେୟରଙ୍କ ସାଙ୍ଗରେ ତାଙ୍କର ଅତି ନିବିଡ଼ ସମ୍ପର୍କ । ମେୟରଙ୍କ ଭଲ ମନ୍ଦ ଯାବତୀୟ ଦାୟିତ୍ୱ ବୁଝନ୍ତି ରାଜୁ ମଲ୍ଲିକ । ଏହି ରାଜୁ ମଲ୍ଲିକ ହେଉଛନ୍ତି ମୃତ ଋଷିଙ୍କର ମାମୁଁ । ତେବେ ଋଷିଙ୍କ ମୃତ୍ୟୁ ପଛରେ ମେୟରଙ୍କ ଭୂମିକା ନେଇ ଉଠିଥିବା ଅଭିଯୋଗ ଓ ଏବେ ତାଙ୍କ ମାମୁଁ ରାଜୁଙ୍କ ସହ ମେୟରଙ୍କ ନିବିଡ଼ ସମ୍ପର୍କ ଭିତରେ ଘଟଣାଟି ଆହୁରି ରହସ୍ୟାବୃତ୍ତ ହୋଇଛି । ପୁଲିସ ଏ ସବୁ ଦିଗରୁ ଅନୁସନ୍ଧାନ କରିବାକୁ ଦାବି ହେଉଛି ।

Previous Post

ଗୁମର ଖୋଲୁଛି, ବିଜେଡ଼ିରେ ହଇଚଇ

Next Post

ସୁତାଖିଅରେ ମେୟରଙ୍କ ଭବିଷ୍ୟତ

Next Post
ସୁତାଖିଅରେ ମେୟରଙ୍କ ଭବିଷ୍ୟତ

ସୁତାଖିଅରେ ମେୟରଙ୍କ ଭବିଷ୍ୟତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA