Wednesday, April 29, 2026 01:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

by Our Correspondent
14 Dec, 2018- 04:54 PM
in Latest News, National
1 min read
0
ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଟଣାଓଟରାର ଅବସାନ ଘଟିଛି । ଗତକାଲି ମଧ୍ୟପ୍ରଦେଶରେ କମଳନାଥଙ୍କ ନାଁ ଚୂଡ଼ାନ୍ତ ହେଲା ପରେ ଆଜି ରାଜସ୍ଥାନରେ ଅଶୋକ ଗେହେଲଟ୍ ଙ୍କ ନାଁ ଚୂଡ଼ାନ୍ତ ହୋଇଛି । ଗତକାଲି ଓ ଆଜି ଦିନ ତମାମ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବ୍ୟାପକ ବିଚାର ଆଲୋଚନା କଲା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ୬୭ ବର୍ଷୀୟ ଗେହଲଟ୍ ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ୪୧ ବର୍ଷୀୟ ସଚିନ୍ ପାଇଲଟ୍ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇଛନ୍ତି ।
ସୂଚନାଥାଉକି, ଦୁଇଟି ଯାକ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସଂପୃକ୍ତ ବିଧାୟକମାନେ ସ୍ଥିର କରିପାରି ନ ଥିଲେ । ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରକୁ ଛାଡ଼ିଦେଇଥିଲେ । ସମସ୍ତଙ୍କ ସହ ଆଲୋଚନା ପରେ ଗତକାଲି ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ କରିଥିଲେ । ହେଲେ ରାଜସ୍ଥାନ ମାମଲା ଛିଡି ପାରି ନ ଥିଲା । ସେଠାରେ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ୍ କେହି କାହାରିଠାରୁ କମ୍ ନ ଥିଲେ । ଦୁଇ ଦାବିଦାରଙ୍କ ସମର୍ଥକମାନେ ରାଜ୍ୟରେ ମୁହାଁମୁହିଁ ହୋଇଯାଇଥିଲେ ।
ଆଜି ସକାଳୁ ଉଭୟ ଗେହଲଟ୍ ଓ ପାଇଲଟଙ୍କ ସହ ରାହୁଲ ପୁନର୍ବାର ଆଲୋଚନା ଆରମ୍ଭ କରିଥିଲେ । ଅପରାହ୍ନ ପ୍ରାୟ ୩ଟା ବେଳକୁ ଯାଇ ନିର୍ଯାସରେ ପହଞ୍ଚିଥିଲେ । ଉଭୟଙ୍କୁ ମନାଇବାରେ ସମର୍ଥ ହେବା ପରେ ରାହୁଲ ସେମାନଙ୍କ ସହ ଏକତ୍ର ଫଟୋ ଉଠାଇ ପ୍ରଥମେ ଏକ ଟୁଇଟ୍ କରିଥିଲେ । ଯାହାର କ୍ୟାପସନ୍ ଥିଲା ‘ୟୁନାଇଟେଡ଼ କଲର୍ସ ଅଫ ରାଜସ୍ଥାନ’ । ପରେ ଏଆଇସିସି ପକ୍ଷରୁ ଗେହେଲଟ୍ ଙ୍କ ନାଁ ଘୋଷଣା କରାଯାଇଥିଲା ।
ତେବେ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନି । ସେଠାରେ ମୁଖ୍ୟମନ୍ତ୍ରୀ ଦୌଡରେ ୪ ଜଣ ଅଛନ୍ତି । ସେମାନେ ହେଲେ ରାଜ୍ୟ କଂଗ୍ରେସ ସଭାପତି ଭୂପେଶ ବାଘେଲ, ଗତ ବିଧାନସଭାରେ ବିରୋଧୀ ଦଳ ନେତା ଟି.ଏସ.ସିଂହଦେଓ, ସାଂସଦ ତାମରଧ୍ୱଜ ସାହୁ ଏବଂ ବରିଷ୍ଠ ନେତା ଚରଣଦାସ ମହନ୍ତ । ତେବେ ରାହୁଲଙ୍କ ଡାକରାରେ ଆଜି ଦିଲ୍ଲୀ ଆସିଛନ୍ତି ବାଘେଲ ଏବଂ ସିଂହଦେଓ । ସେମାନଙ୍କ ସହ ବିଚାର ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ।
Previous Post

ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱକପ୍ ହକି ଦେଖିଲେ ପୁରୁଣା ମାଓବାଦୀ

Next Post

ନବୀନଙ୍କ ଫୋକସ୍ ରେ ଚାଷୀ: ପ୍ରସନ୍ନ, ପ୍ରତାପଙ୍କ ଉପରେ ସଂଗଠନ ଦାୟିତ୍ୱ

Next Post
ନବୀନଙ୍କ ଫୋକସ୍ ରେ ଚାଷୀ: ପ୍ରସନ୍ନ, ପ୍ରତାପଙ୍କ ଉପରେ ସଂଗଠନ ଦାୟିତ୍ୱ

ନବୀନଙ୍କ ଫୋକସ୍ ରେ ଚାଷୀ: ପ୍ରସନ୍ନ, ପ୍ରତାପଙ୍କ ଉପରେ ସଂଗଠନ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA