Wednesday, April 29, 2026 02:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱକପ୍ ହକି ଦେଖିଲେ ପୁରୁଣା ମାଓବାଦୀ

by Our Correspondent
13 Dec, 2018- 10:01 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱକପ୍ ହକି ଦେଖିଲେ ପୁରୁଣା ମାଓବାଦୀ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ରେ ଆଜି ଭାରତ ଓ ନେଦରଲାଣ୍ଡସ୍ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍ କ୍ୱାଟର ଫାଇନାଲ୍ ମ୍ୟାଚ୍ ର ମଜା ନେଇଥିଲେ ୩୦ ଜଣ ପୁରୁଣା ହାର୍ଡକୋର ମାଓବାଦୀ । ତାହା ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗହଣରେ । ମୁଖ୍ୟମନ୍ତ୍ରୀଙ୍କ ସହ ହ୍ୟାଣ୍ଡସେକ୍ କରିବା ସହ କଥା ବି ହୋଇଥିଲେ । କଳିଙ୍ଗ ଷ୍ଟାଡିୟମ୍ ରେ ଏଭଳି ସୁଯୋଗ ମିଳିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଖୁସିରେ ଗଦ ଗଦ ହୋଇପଡ଼ିଥିଲେ । ‘ବାସ୍ତବରେ ଆଜି ଆମେ ନିଜକୁ ସମାଜ ମୁଖ୍ୟସ୍ରୋତର ଅଙ୍ଗ ବୋଲି ମନେକରୁଛୁ’ ବୋଲି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାବବିହ୍ୱଳିତ ହୋଇ କହିଥିଲେ ।

ନିକଟରେ ପୁଲିସ ନିକଟରେ ଆତ୍ମସମର୍ପଣ କରି ମାଓ ଚେହେରା ବଦଳାଇଥିବା ଏହି ୩୦ ଜଣଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି । ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାରୁ ଉପକୃତ ପାଇ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇସାରିଛନ୍ତି । ସୁଦୂର ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସଂପୃକ୍ତ ଅଧିବାସୀମାନେ ବିଶ୍ୱକପ୍ ହକି ଦେଖିବାକୁ ମନରେ ଇଚ୍ଛା ବାନ୍ଧିଥିଲେ । ଆଉ ସେମାନଙ୍କ ଇଚ୍ଛାକୁ ସାକାର କରିବାକୁ ଆଗେଇ ଆସିଥିଲେ ମାଲକାନଗିରି ଏସପି । ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ସେମାନଙ୍କ ସହ ବିଶ୍ୱକପ୍ ହକି ଦେଖିବାକୁ ମୁଖ୍ୟମନ୍ତ୍ରୀ ବି ଆଗ୍ରହ ପ୍ରକାଶ କରିଥିଲେ ।

ବିଶ୍ୱକପ୍ ହକି ଦେଖି ଆସିବା ପୂର୍ବରୁ ସେମାନେ ନନ୍ଦନକାନନ ବୁଲିବାକୁ ଯାଇଥିଲେ । ଆସନ୍ତାକାଲି ସେମାନେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ଓ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ ମଧ୍ୟ ବୁଲି ଦେଖିବେ । ମାଓ ଜଗତରୁ ସେମାନଙ୍କୁ ଫେରାଇ ଆଣି ଏକ ନୂଆ ଜୀବନ ଦେଇଥିବାରୁ ସେମାନେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Previous Post

ଭାରତର ବିଶ୍ୱକପ୍ ହକି ଆଶା ଧୂଳିସାତ୍

Next Post

ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

Next Post
ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA