Thursday, April 30, 2026 05:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚକା ଡେରା ସରିଲା, ଏବେ ଅଖ ଲାଗିବ

by Our Correspondent
30 May, 2020- 11:53 PM
in Latest News, News
1 min read
0
ଚକା ଡେରା ସରିଲା, ଏବେ ଅଖ ଲାଗିବ
ପୁରୀ: ଶନିବାର ରଥଖଳାରେ ସରିଛି ଚକା ଡେରା କାମ । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ମାପ ହୋଇ ଖଞ୍ଜାଯିବ ।

ତିନି ରଥ ପାଇଁ ଆବଶ୍ୟକ ପଡୁଥିବା ଭୂଇଁ ଚଉଡା କାଠ ମିଲ୍‍ରୁ ଚଉପଟ ହୋଇ ଆସି ପହଞ୍ଚିଛି । ରଥ ଅମିନ ଭୋଇ ସେବନମାନଙ୍କ ମାଧ୍ୟମରେ ତିନି ରଥର ମୁଖ୍ୟ ମହାରଣାମାନଙ୍କୁ ଭୂଇଁ ଚଉଡା କାଠ ଯୋଗାଇ ଦେଇଛନ୍ତି । ଉକ୍ତ କାଠକୁ ମହାରଣା ସେବକମାନେ ସାଲ ସହ ସେଥିରେ ବିନ୍ଧକାମ କରୁଛନ୍ତି । ଏହି ଭୂଇଁ ଚଉଡା କାଠ ତିନିରଥ ପାଇଁ ଭିନ୍ନ ଭିନ୍ନ ଆକାରରେ ଲାଗିଥାଏ ।

ଋୂପକାର ସେବକମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ନାଟ ଗୋଡରେ ରାହୁମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲୁ ରଖିଛନ୍ତି । ତିନିରଥର ମହାରଣା ସେବକମାନେ ପୋଲ ଗୟଳ ଏବଂ ଛନ୍ଦା ଗୟଳର ଚଉପଟ କାମ ଜାରି ରଖିଛନ୍ତି । ଦେବଦଳନ ରଥର ବଡ ପୋଲ ଗୟଳ କାମ ଦୋଳବେଦୀରେ କରତ ସେବକମାନେ ସାରିଛନ୍ତି । ତାହା ଚଉପଟ ପାଇଁ ରଥଖଳାକୁ ଯିବ । ଦୋଳବେଦୀ ଠାରେ ଓଝା ସେବକମାନେ ଆବଶ୍ୟକ ପରିମାଣ ଦଣ୍ଡାକଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗିଛନ୍ତି ।
ଶନିବାର ରଥଖଳାରେ କାମ ଆରମ୍ଭ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ତେବେ ସମସ୍ତ ସେବକମାନେ ସୁସ୍ଥ ଥିବା ଜଣାଯାଇଛି । ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଗରାବଡୁ ସେବକମାନଙ୍କର କରୋନା ପରୀକ୍ଷା ପାଇଁ ୪୦ଜଣଙ୍କର ନମୂନା ସଂଗ୍ରହ ହୋଇଛି । ଏହାଛଡା ଘଣ୍ଟୁଆ ସେବକ, ଶ୍ରୀମନ୍ଦିର ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୬୩ ଜଣଙ୍କର ନମୂନା ସଂଗ୍ରହ କରାଯାଇଛି ।
Previous Post

ଗର୍ବରେ ଗାଇଲେ ବନ୍ଦେ ଉତ୍କଳ ଜନନୀ

Next Post

କିଟ୍, କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ

Next Post
କିଟ୍, କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ

କିଟ୍, କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA