Wednesday, April 29, 2026 10:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚାଷୀଙ୍କୁ ପ୍ରତାରଣାର ପ୍ରତିବାଦ: ୮ରେ ସଂସଦ ଭବନ ଘେରାଉ କରିବ ବିଜେଡ଼ି

by Our Correspondent
17 Dec, 2018- 12:36 PM
in Latest News, News
1 min read
0
ଚାଷୀଙ୍କୁ ପ୍ରତାରଣାର ପ୍ରତିବାଦ: ୮ରେ ସଂସଦ ଭବନ ଘେରାଉ କରିବ ବିଜେଡ଼ି
ଭୁୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କମ୍ପମାନ କରିଛି ବିଜୁ ଜନତା ଦଳ । ଚାଷୀ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ । ମାତ୍ର କେନ୍ଦ୍ରରେ ଥିବା ମୋଦୀ ସରକାର ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରି ସେମାନଙ୍କ ନ୍ୟାଯ୍ୟ ଦାବିରୁ ବଂଚିତ କରୁଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତାମାନେ ଏହି ପ୍ରସଙ୍ଗ ଉତଥାପିତ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତାରଣା ର ପ୍ରତିବାଦସ୍ୱରୂପ ଆସନ୍ତା ଜାନୁଆରୀ ୮ ତାରିଖରେ ଦିଲ୍ଲୀରେ ସଂସଦ ଭବନ ଆଗରେ ବିକ୍ଷୋଭ ଓ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ବିଜୁ କୃଷକ ଜନତା ଦଳ ସଭାପତି ତଥା ବିଜେଡ଼ି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚାଷୀଙ୍କ ପାଇଁ ବିଜେଡ଼ି ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ଚାଷୀଙ୍କ ପାଇଁ ଋଣ ୭୩୯ କୋଟିରୁ ବଢ଼ି ୩୩,୦୦୦ କୋଟି ଛୁଇଁଛି । ଚାଷୀଙ୍କୁ ଉଚିତ ସବସିଡ଼ି ଯୋଗାଇ ଦିଆଯାଉଛି । ଚାଷୀଙ୍କ ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦିଆଯାଇ ୨୦୧୨-୧୩ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରଚଳ କରାଯାଇଛି । ୨୦୧୬ରେ କୃଷି କ୍ୟାବିନେଟ୍ ଗଠନ ହୋଇଛି । ମାତ୍ର କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ମିଳୁନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବାରମ୍ବାର ଦାବି ହୋଇ ଆସୁଛି । ଏ ସଂକ୍ରାନ୍ତରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭା ଗୃହ କମିଟି ଗଠନ କରାଯାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଜଣାଇବାକୁ ଗୃହ କମିଟି ସମୟ ମାଗିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ନ ଦେଉନାହାନ୍ତି । ଓଡ଼ିଶାର ଚାଷୀକୂଳଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ୫ ମିନିଟ୍ ସମୟ ନ ହେବା ଅତ୍ୟନ୍ତ ଦୁର୍ଭାଜ୍ୟଜନକ ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଦୀ ସରକାର ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଭୁଲିଯାଇଛନ୍ତି । ଚାଷୀଙ୍କ ପ୍ରତି ଏହି ପ୍ରତାରଣାକୁ ବିଜେଡ଼ି ଆଉ ବରଦାସ୍ତ କରିବନି ବୋଲି ବିଜେଡ଼ି ନେତାମାନେ ଚେତାବନୀ ଦେଇଛନ୍ତି । ଆସନ୍ତା ୬ ତାରିଖରେ ବିଜେଡ଼ି ନେତା ଓ କର୍ମୀମାନେ ଟ୍ରେନ୍ ଯୋଗେ ଦିଲ୍ଲୀ ଯାତ୍ରା କରିବେ । ୮ ତାରିଖରେ ସଂସଦ ଭବନ ଆଗରେ ପ୍ରତିବାଦ ବିକ୍ଷୋଭ କରିବେ । ଦାବି ପୂରଣ ପର୍ଯ୍ୟନ୍ତ ନିରନ୍ତର ଆନେ୍ଦାଳନ ଜାରି ରହିବ ବୋଲି କୁହାଯାଇଛି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା, ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ସାଂସଦ ବଳଭଦ୍ର ମାଝୀ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ପ୍ରବଳ ବର୍ଷିଥିଲେ । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ବେଲଜିୟମ୍ ବିଶ୍ୱ ବିଜେତା

Next Post

ରୁପାନୀଙ୍କ ପାଟିରେ ଧର୍ମେନ୍ଦ୍ରଙ୍କ ଭାଷା

Next Post
ରୁପାନୀଙ୍କ ପାଟିରେ ଧର୍ମେନ୍ଦ୍ରଙ୍କ ଭାଷା

ରୁପାନୀଙ୍କ ପାଟିରେ ଧର୍ମେନ୍ଦ୍ରଙ୍କ ଭାଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA