Wednesday, April 29, 2026 05:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିଦାମ୍ବରମ ନିରାଶ: ୨୬ ଯାଏଁ ସିବିଆଇ ରିମାଣ୍ଡରେ

by Our Correspondent
22 Aug, 2019- 07:10 PM
in Latest News, National, News
1 min read
0
ଚିଦାମ୍ବରମ ନିରାଶ: ୨୬ ଯାଏଁ ସିବିଆଇ ରିମାଣ୍ଡରେ
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ମିଳିଲାନି ଜାମିନ୍ । ଚିଦାମ୍ବରମଙ୍କ ଜାମିନ୍ ଆବେଦନକୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଗ୍ରହଣ କରିନାହାନ୍ତି । ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । ୪ ଦିନ ପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସିବିଆଇ କୋର୍ଟ । ଅଗଷ୍ଟ ୨୬ ତାରିଖ ଯାଏଁ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ ।
ରିମାଣ୍ଡ ସମୟରେ ଚିଦାମ୍ବରମଙ୍କୁ ପ୍ରତିଦିନ ତାଙ୍କ ପରିବାର ସଦସ୍ୟ ଓ ଓକିଲ ୩୦ ମିନିଟ୍ ସାକ୍ଷାତ କରିପାରିବେ ବୋଲି ସିବିଆଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତି ୪୮ ଘଣ୍ଟାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ଗତକାଲି ଏକ ନାଟକୀୟ ଘଟଣାକ୍ରମରେ ସିବିଆଇ ଅଧିକାରୀମାନେ ଚିଦାମ୍ବରମଙ୍କ ଘର ପାଚେରୀ ଡେଇଁ ଘର ଭିତରକୁ ତାଙ୍କୁ ଟେକିନେଇଥିଲେ । ତାଙ୍କୁ ଗିରଫ ଦର୍ଶାଇ ସିବିଆଇ ହେଡ କ୍ୱାର୍ଟରରେ ରାତିତମାମ ରଖାଯାଇଥିଲା । ଆଜି ସିବିଆଇ ଅଧିକାରୀମାନେ ତାଙ୍କୁ ୩ ଘଣ୍ଟା ଜେରା କରି ୧୨ଟି ପ୍ରଶ୍ନ ପଚାରିଥିଲେ । ମାତ୍ର ସେଥିମଧ୍ୟରୁ ମାତ୍ର ୬ଟି ପ୍ରଶ୍ନର ଉତ୍ତର ଦେଇଥିଲେ ଚିଦାମ୍ବରମ । ତାହାପରେ ସିବିଆଇ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲେ । ଚିଦାମ୍ବରମଙ୍କ ପକ୍ଷରୁ କପିଲ ଶିବଲ, ଅଭିଷେକ ମନୁ ସିଂହଭି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା ବେଳେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଶୁଣାଣି ପରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଅଜୟ କୁମାର କୁହର ଚିଦାମ୍ବରମଙ୍କୁ ସିବିଆଇ ରିମାଣ୍ଡରେ ଛାଡ଼ିଥିଲେ ।
ଆଜି ମାମଲାର ଶୁଣାଣି ବେଳେ ଚିଦାମ୍ବରମଙ୍କ ପତ୍ନୀ ନଳିନୀ, ପୁତ୍ର କାର୍ତ୍ତୀ କୋର୍ଟ ରୁମରେ ଉପସ୍ଥିତ ଥିଲେ ।
Previous Post

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

Next Post

ଆଖି ବୁଜିଲେ ଅରୁଣ ଜେଟଲୀ

Next Post
ଆଖି ବୁଜିଲେ ଅରୁଣ ଜେଟଲୀ

ଆଖି ବୁଜିଲେ ଅରୁଣ ଜେଟଲୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA