Wednesday, April 29, 2026 07:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

by Our Correspondent
22 Aug, 2019- 05:47 PM
in Latest News, News
1 min read
0
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ କ୍ରିଷନ୍ କୁମାର
ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. କ୍ରିଷନ୍ କୁମାର । ପୂର୍ତ୍ତ ବିଭାଗର ସଚିବ ଦାୟିତ୍ୱ ସାଙ୍ଗକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱରେ ରାଜ୍ୟ ସରକାର ଗତ ୧୫ ତାରିଖରେ ତାଙ୍କୁ ନିଯୁକ୍ତି ଦେଇଥିଲେ । ଦାୟିତ୍ୱ ଗ୍ରହଣ ପୂର୍ବରୁ ଡ. କ୍ରିଷନ୍ କୁମାର ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କ ସେବା କରିବାର ସୁଯୋଗ ମିଳିଛି ବୋଲି ସେ କହିଛନ୍ତି ।
ଜଗନ୍ନାଥ ସଂସ୍କୃତି, ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଏବଂ ମଠ ମନ୍ଦିରର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ନୂଆ ପ୍ରଶାସକ । ଶ୍ରୀମନ୍ଦିର ସଂସ୍କାର, ମହାପ୍ରସାଦ ଦର ତାଲିକା ନିର୍ଦ୍ଧାରଣ, ବ୍ରହ୍ମ ବିଭ୍ରାଟ ମାମଲାରେ କାର୍ଯ୍ୟାନୁଷ୍ଠାନ, ସେବାୟତଙ୍କ ସମସ୍ୟା ଭଳି ତାଙ୍କ ଆଗରେ ଅନେକ ଚାଲେଂଜ ରହିଥିବା ସାମ୍ବାଦିକମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସେସବୁକୁ ଭଲ ଭାବେ ଅନୁଧ୍ୟାନ କରାଯିବ ଏବଂ ଆଇନ ଗଣ୍ଡି ଭିତରେ ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି ଡ. କୁମାର କହିଛନ୍ତି । ସବୁ କାର୍ଯ୍ୟ ତ୍ୱରିତ ବେଗରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ସହ ସେବାୟତମାନଙ୍କଠାରୁ ଆରମ୍ଭ କରି ପୁରୀ ଜନସାଧାରଣ ଏବଂ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି ।
ସୂଚନାଯୋଗ୍ୟ, ୨୦୦୨ ବ୍ୟାଚ୍ ଆଇଏଏସ୍ ଡ. କ୍ରିଷନ୍ କୁମାର ଜଣେ ଦକ୍ଷ ଅଫିସର ଭାବେ ସୁପରିଚିତ । ବିଏମସି କମିଶନର ଏବଂ ବିଡ଼ିଏ ଉପାଧ୍ୟକ୍ଷ ଭାବେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ଭିତରେ ସେ ପ୍ରଶାସନକୁ କ୍ରିୟାଶୀଳ ଓ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବାକୁ ଯଥେଷ୍ଟ ଉଦ୍ୟମ କରିଥିଲେ । ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ପୂର୍ତ୍ତ ବିଭାଗର ଶାସନ ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରୁଥିବା କ୍ରିଷନ୍ କୁମାରଙ୍କୁ ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ଭାର ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ସ୍ଥାପନା କରିଛନ୍ତି ।
Previous Post

ଚିଦାମ୍ବରମଙ୍କୁ ଘରୁ ଉଠାଇନେଲା ସିବିଆଇ

Next Post

ଚିଦାମ୍ବରମ ନିରାଶ: ୨୬ ଯାଏଁ ସିବିଆଇ ରିମାଣ୍ଡରେ

Next Post
ଚିଦାମ୍ବରମ ନିରାଶ: ୨୬ ଯାଏଁ ସିବିଆଇ ରିମାଣ୍ଡରେ

ଚିଦାମ୍ବରମ ନିରାଶ: ୨୬ ଯାଏଁ ସିବିଆଇ ରିମାଣ୍ଡରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA